Jump to content

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

ଉଇକିପିଡ଼ିଆ‌ରୁ

ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ । [][]

ମୂଳ ରଚନା ନିମନ୍ତେ ସମ୍ମାନିତ ଲେଖକ

[ସମ୍ପାଦନା]
ବର୍ଷସମ୍ମାନିତ ସାହିତ୍ୟିକଙ୍କ ନାମବହିର ନାମବିଭାଗଆଧାର
୨୦୨୪ ବୈଷ୍ଣବ ଚରଣ ସାମଲ ଭୂତି ଭକ୍ତି ବିଭୂତି ପ୍ରବନ୍ଧ
୨୦୨୩ ଆଶୁତୋଷ ପରିଡା ଅପ୍ରସ୍ତୁତ ମୃତ୍ୟୁ କବିତା
୨୦୨୨ ଗାୟତ୍ରୀବାଳା ପଣ୍ଡା ଦୟାନଦୀ କବିତା [] []
୨୦୨୧ହୃଷୀକେଶ ମଲ୍ଲିକସରିଯାଇଥିବା ଅପେରାକବିତା[]
୨୦୨୦ଯଶୋଧାରା ମିଶ୍ରସମୁଦ୍ରକୂଳ ଘରଗଳ୍ପ[]
୨୦୧୯ତରୁଣକାନ୍ତି ମିଶ୍ରଭାସ୍ୱତୀଗଳ୍ପ[]
୨୦୧୮ଦାଶରଥି ଦାସପ୍ରସଙ୍ଗ ପୁରୁଣା ଭାବନା ନୂଆପ୍ରବନ୍ଧ ସଂକଳନ[]
୨୦୧୭ଗାୟତ୍ରୀ ସରାଫଇଟାଭାଟିର ଶିଳ୍ପୀଗଳ୍ପ[]
୨୦୧୬ପାରମିତା ଶତପଥୀପ୍ରାପ୍ତିଗଳ୍ପ[୧୦]
୨୦୧୫ବିଭୂତି ପଟ୍ଟନାୟକମହିଷାସୁରର ମୁହଁଗଳ୍ପ[୧୧]
୨୦୧୪ଗୋପାଳ କୃଷ୍ଣ ରଥବିପୁଳ ଦିଗନ୍ତକବିତା[୧୨]
୨୦୧୩ବିଜୟ ମିଶ୍ରବାନପ୍ରସ୍ଥନାଟକ[୧୩]
୨୦୧୨ଗୌରହରି ଦାସକଣ୍ଟା ଓ ଅନ୍ୟାନ୍ୟ ଗଳ୍ପକ୍ଷୁଦ୍ରଗଳ୍ପ[୧୪]
୨୦୧୧କଳ୍ପନା କୁମାରୀ ଦେବୀଅଚିହ୍ନା ବାସଭୂମିଉପନ୍ୟାସ[୧୫]
୨୦୧୦ପଠାଣି ପଟ୍ଟନାୟକଜୀବନର ଚଲାପଥେଆତ୍ମଜୀବନୀ
୨୦୦୯ଫନୀ ମହାନ୍ତିମୃଗୟାକବିତା
୨୦୦୮ପ୍ରମୋଦ କୁମାର ମହାନ୍ତିଅସରନ୍ତି ଅଣସରକବିତା
୨୦୦୭ଦୀପକ ମିଶ୍ରସୁଖ ସଂହିତାକବିତା
୨୦୦୬ବଂଶୀଧର ଷଡ଼ଙ୍ଗୀସ୍ୱରୋଦୟକବିତା
୨୦୦୫ରାମଚନ୍ଦ୍ର ବେହେରାଗୋପପୁରକାହାଣୀ
୨୦୦୪ପ୍ରଫୁଲ୍ଲ କୁମାର ମହାନ୍ତିଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତାପ୍ରବନ୍ଧ
୨୦୦୩ଯତୀନ୍ଦ୍ର ମୋହନ ମହାନ୍ତିସୂର୍ଯ୍ୟସ୍ନାତାପ୍ରବନ୍ଧ
୨୦୦୨ଶରତ କୁମାର ମହାନ୍ତିଗାନ୍ଧୀ ମଣିଷପ୍ରବନ୍ଧ
୨୦୦୧ପ୍ରତିଭା ଶତପଥୀତନ୍ମୟ ଧୂଳିକବିତା
୨୦୦୦ପ୍ରତିଭା ରାୟଉଲ୍ଲଙ୍ଘନ (ଗପ ସଙ୍କଳନ)କାହାଣୀ
୧୯୯୯ହରପ୍ରସାଦ ଦାସଗର୍ଭଗୃହକବିତା
୧୯୯୮ଚିତ୍ତରଞ୍ଜନ ଦାସବିଶ୍ୱକୁ ଗବାକ୍ଷପ୍ରବନ୍ଧ
୧୯୯୭ଚନ୍ଦ୍ରଶେଖର ରଥସବୁଠାରୁ ଦୀର୍ଘ ରାତିକାହାଣୀ
୧୯୯୬ସତ୍ୟନାରାୟଣ ରାଜଗୁରୁମୋ ଜୀବନ ସଙ୍ଗ୍ରାମଆତ୍ମଜୀବନୀ
୧୯୯୫ଗୋବିନ୍ଦ୍ର ଚନ୍ଦ୍ର ଉଦଗାତାକାବ୍ୟ ଶିଳ୍ପୀ ଗଙ୍ଗାଧରସମାଲୋଚନା
୧୯୯୪ଗୁରୁଚରଣ ପଟ୍ଟନାୟକଜଗତ ଦର୍ଶନରେ ଜଗନ୍ନାଥପ୍ରବନ୍ଧ
୧୯୯୩ଶାନ୍ତନୁ କୁମାର ଆଚାର୍ଯ୍ୟଚଳନ୍ତି ଠାକୁରକାହାଣୀ
୧୯୯୨ରବି ପଟ୍ଟନାୟକବିଚିତ୍ରବର୍ଣ୍ଣାକାହାଣୀ
୧୯୯୧ଜଗନ୍ନାଥ ପ୍ରସାଦ ଦାସଆହ୍ନିକକବିତା
୧୯୯୦ବୀଣାପାଣି ମହାନ୍ତିପାଟଦେଈଗଳ୍ପ ସଂକଳନ
୧୯୮୯ଭାନୁଜୀ ରାଓନଇ ଆରପାରିକବିତା
୧୯୮୮ସୌରୀନ୍ଦ୍ର ବାରିକଆକାଶପରି ନିବିଡ଼କବିତା
୧୯୮୭ନିତ୍ୟାନନ୍ଦ ମହାପାତ୍ରଘରଡିହଉପନ୍ୟାସ
୧୯୮୬ସୌଭାଗ୍ୟ କୁମାର ମିଶ୍ରଦ୍ୱାସପର୍ଣ୍ଣକବିତା
୧୯୮୫ରାଜେନ୍ଦ୍ର କିଶୋର ପଣ୍ଡାଶୈଳ କଳ୍ପକବିତା
୧୯୮୪ମହାପାତ୍ର ନୀଳମଣି ସାହୁଅଭିଶପ୍ତ ଗନ୍ଧର୍ବକ୍ଷୁଦ୍ର ଗଳ୍ପ
୧୯୮୩ହରେକୃଷ୍ଣ ମହତାବଗାଁ ମଜଲିସ, ଭାଗ-୩ୟପ୍ରବନ୍ଧ
୧୯୮୨ଗୋପାଳ ଛୋଟରାୟହାସ୍ୟରସର ନାଟକନାଟକ
୧୯୮୧ଅଖିଳ ମୋହନ ପଟ୍ଟନାୟକଓ ଅନ୍ଧଗଳିକ୍ଷୁଦ୍ର ଗଳ୍ପ
୧୯୮୦ଅନନ୍ତ ପଟ୍ଟନାୟକଅବାନ୍ତର (କବିତା ସଙ୍କଳନ)କବିତା
୧୯୭୯କୁଞ୍ଜବିହାରୀ ଦାଶମୋ କାହାଣୀଆତ୍ମଜୀବନୀ
୧୯୭୮ରମାକାନ୍ତ ରଥସପ୍ତମ ଋତୁକବିତା
୧୯୭୭କାଳିଚରଣ ପଟ୍ଟନାୟକକୁମ୍ଭାର ଚକଆତ୍ମଜୀବନୀ
୧୯୭୬କିଶୋରୀ ଚରଣ ଦାସଠାକୁର ଘର (କ୍ଷୁଦ୍ର ଗଳ୍ପ ସଙ୍କଳନ)କ୍ଷୁଦ୍ର ଗଳ୍ପ
୧୯୭୫ରାଧାମୋହନ ଗଡ଼ନାୟକସୂର୍ଯ୍ୟ ଓ ଅନ୍ଧକାରକବିତା
୧୯୭୪ସୀତାକାନ୍ତ ମହାପାତ୍ରଶବ୍ଦର ଆକାଶକବିତା
୧୯୭୩ଗୁରୁ ପ୍ରସାଦ ମହାନ୍ତିସମୁଦ୍ର ସ୍ନାନକବିତା
୧୯୭୨ମନୋଜ ଦାସମନୋଜ ଦାସଙ୍କ କଥା ଓ କାହାଣୀକ୍ଷୁଦ୍ର ଗଳ୍ପ
୧୯୭୧ମନୋରଞ୍ଜନ ଦାସଅରଣ୍ୟ ଫସଲନାଟକ[୧୬]
୧୯୭୦ବିନୋଦ ଚନ୍ଦ୍ର ନାୟକସରୀସୃପ (କବିତା ସଙ୍କଳନ)କବିତା
୧୯୬୯ସୁରେନ୍ଦ୍ର ମହାନ୍ତିନୀଳଶୈଳଉପନ୍ୟାସ
୧୯୬୭ସୂର୍ଯ୍ୟନାରାୟଣ ଦାସଓଡ଼ିଆ ସାହିତ୍ୟର ଇତିହାସସମାଲୋଚନା
୧୯୬୬ଗୋଦାବରୀଶ ମହାପାତ୍ରବଙ୍କା ଓ ସିଧାକବିତା
୧୯୬୫ବୈକୁଣ୍ଠନାଥ ପଟ୍ଟନାୟକଉତ୍ତରାୟଣକବିତା
୧୯୬୪ନୀଳକଣ୍ଠ ଦାସଆତ୍ମଜୀବନୀଆତ୍ମଜୀବନୀ
୧୯୬୩ସଚ୍ଚିଦାନନ୍ଦ ରାଉତରାୟକବିତା-୧୯୬୨କବିତା
୧୯୬୧ଗୋଦାବରୀଶ ମିଶ୍ରଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନଆତ୍ମଜୀବନୀ
୧୯୫୮କାହ୍ନୁ ଚରଣ ମହାନ୍ତିକାଉପନ୍ୟାସ
୧୯୫୫ଗୋପୀନାଥ ମହାନ୍ତିଅମୃତର ସନ୍ତାନଉପନ୍ୟାସ

ଅନୁବାଦ ପୁରସ୍କାର ସମ୍ମାନିତ ଲେଖକ

[ସମ୍ପାଦନା]
ପୁରସ୍କାର ବର୍ଷଅନୁବାଦକଙ୍କ ନାମବହିର ନାମମୂଳ ବହିମୂଳ ଲେଖକ
୨୦୨୧ ଗୌରହରି ଦାସ ଛେଳି ଚରେଇବାର ଦିନ ଆବୁଜୀବୀଥମ, ମାଲୟଲମ ବେନିୟାମିନ[୧୭]
୨୦୨୦ ମଞ୍ଜୁ ମୋଦୀ କଲ୍ୟାଣୀ କଲ୍ୟାଣୀ (ହିନ୍ଦୀ) ଜୈନେନ୍ଦ୍ର କୁମାର[୧୮]
୨୦୧୯ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ହିନ୍ଦୀ ବିଭିନ୍ନ ଲେଖକ
୨୦୧୮ ଶ୍ରଦ୍ଧାଞ୍ଜଳି କାନୁନଗୋ ଶ୍ରୀମୟୀ ମା ବଙ୍ଗଳା ନବକୁମାର ବସୁ
୨୦୧୭ସୂର୍ଯ୍ୟମଣି ଖୁଣ୍ଟିଆ[୧୯]ଯୁଗାନ୍ତମରାଠିଇରାବତି ଖାର୍ଭେ
୨୦୧୬ମୋନାଲିସା ଜେନା[୨୦]ଆଶୀର୍ବାଦର ରଙ୍ଗଅହମିୟାଅରୁଣ ଶର୍ମା[୨୧]
୨୦୧୫ଶକୁନ୍ତଳା ବଳିୟାରସିଂହ[୨୨]କାବେରୀ ଭଳି ଝିଅଟିଏଓରୁ କେବେରୀ ୟାଇ ପୋଲାର, ତାମିଲତ୍ରିପୁରାସୁନ୍ଦରୀ ଲକ୍ଷ୍ମୀ
୨୦୧୪ରବିନ୍ଦ୍ର କୁମାର ପ୍ରହରାଜଥିଲାଘର ଗେହ୍ଲାପୁଅଅଲାଲେର ଘରେର ଦୁଲାଲ, ବଙ୍ଗଳା ଉପନ୍ୟାସଟେକ ଚାନ୍ଦ ଠାକୁର
୨୦୧୩ବିଳାସିନୀ ମହାନ୍ତିଅନାବୃତ ଅନ୍ଧକାର: ସାଦତ ହସନ ମଣ୍ଟୋଙ୍କ ଅର୍ଦ୍ଧଶତ କାହାଣୀକ୍ଷୁଦ୍ରଗଳ୍ପ ସଂଗ୍ରହ, ଉର୍ଦ୍ଦୁ କ୍ଷୁଦ୍ରଗଳ୍ପସାଦତ ହସନ ମଣ୍ଟୋ
୨୦୧୨ପ୍ରଶାନ୍ତ କୁମାର ମହାନ୍ତିସେ ପକ୍ଷୀଟିର ନାଉସ ଚିରିଆ କା ନାମ, ହିନ୍ଦୀ ଉପନ୍ୟାସପଙ୍କଜ ବିସ୍ତ
୨୦୧୧ସଂଗ୍ରାମ ଜେନାଉମରାଓ ଜାନ ଆଦାଉମରାଓ ଜାନ ଅଦା, ଉର୍ଦ୍ଦୁ ଉପନ୍ୟାସମିର୍ଜା ମହମ୍ମଦ ହାଡି
୨୦୧୦ଅମିୟବାଳା ପଟ୍ଟନାୟକରେଣୁ ରଚନା ସଞ୍ଚୟନରେଣୁ ରଚନା ସଞ୍ଚୟନ, ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହଫଣିସ୍ୱମଠ ରେଣୁ
୨୦୦୯ଧରଣୀଧର ପାଣିଗ୍ରାହୀକରଣ ସିଂହ: ଆତ୍ମଜୀବନୀକରଣ ସିଂହ: ଆନ ଅଟୋବାୟୋଗ୍ରାଫି, ଇଂରାଜୀ ଆତ୍ମଜୀବନୀକରଣ ସିଂହ
୨୦୦୮ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳମହାରଥୀମହାରଥୀ, ଅସମିଆ ଉପନ୍ୟାସଚନ୍ଦ୍ର ପ୍ରକାଶ ସାଇକିଆ[୨୩]
୨୦୦୭ବିପିନ ବିହାରୀ ମିଶ୍ରଅନ୍ତର୍ଯାତ୍ରାଅନ୍ତର୍ଯାତ୍ରାଅମରନାଥ ଶୁକ୍ଳା[୨୪]
୨୦୦୬ସୁଦର୍ଶନ ଆଚାର୍ଯ୍ୟକଥା ସରିତ ସାଗର – ୧ ଓ ୨କଥା ସରିତ ସାଗର, ସଂସ୍କୃତ କ୍ଷୁଦ୍ରଗଳ୍ପସୋମଦେବ
୨୦୦୫ପ୍ରଭାକର ସ୍ୱାଇଁନିର୍ମଳ ବର୍ମାଙ୍କ ଶ୍ରେଷ୍ଠ ଗଳ୍ପହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହନିର୍ମଳ ବର୍ମା
୨୦୦୪ଚୌଧୁରୀ ହେମକାନ୍ତ ମିଶ୍ରବାରବୁଲା ଦେବଦୁତଆୱାରା ମସିହା, ହିନ୍ଦୀ ଜୀବନୀବିଷ୍ଣୁ ପ୍ରଭାକର
୨୦୦୩ସୌଦାମିନୀ ନନ୍ଦଅନ୍ଧ ଯୁଗଅନ୍ଧା ୟୁଗଧରମବୀର ଭାରତୀ
୨୦୦୨ନୃସିଂହ ତ୍ରିପାଠୀଚାରୁ ଚନ୍ଦ୍ରଲେଖାଚାରୁ ଚନ୍ଦ୍ରଲେଖା, ହିନ୍ଦୀ ଉପନ୍ୟାସହଜାରୀ ପ୍ରସାଦ ଦ୍ୱିବେଦୀ
୨୦୦୧ଜାନକୀ ବଲ୍ଲଭ ପଟ୍ଟନାୟକବଙ୍କୀମ ଉପନ୍ୟାସମାଳା (୨ଖଣ୍ଡ)ବଙ୍ଗଳା ଉପନ୍ୟାସବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ
୨୦୦୦ଅମରେଶ ପଟ୍ଟନାୟକତୀସ୍ତା ତଟର ବୃତ୍ତାନ୍ତତୀସ୍ତା ପରେର ବ୍ରିତାନ୍ତ, ବଙ୍ଗଳା ଉପନ୍ୟାସଦେବେଶ ରାୟ
୧୯୯୯ଚନ୍ଦ୍ରଶେଖର ଦାସବର୍ମାଗୋଟିଏ ଗଧର ଆତ୍ମକଥାଏକ ଗଧେ କି ଆତ୍ମକଥା, ହିନ୍ଦୀ ଉପନ୍ୟାସକିଶନ ଚନ୍ଦର
୧୯୯୮ଅସିତ ମହାନ୍ତିଅଧ୍ୟାୟ ଏକବିଂଶକ୍ଷୁଦ୍ରଗଳ୍ପଏକାଧିକ ଲେଖକ
୧୯୯୭ଯୁଗଳ କିଶୋର ଦତ୍ତଆସାମୀ ହାଜିରବଙ୍ଗଳା ଉପନ୍ୟାସବିମଳ ମିତ୍ର
୧୯୯୬ଜୀବନାନନ୍ଦ ପାଣିମୁହଁ ସଞ୍ଜଉପନ୍ୟାସପରାପ୍ପୁରଟୁ
୧୯୯୫ନନ୍ଦିନୀ ଶତପଥୀରେଭେନ୍ୟୁ ଟିକଟଆତ୍ମଜୀବନୀଅମୃତା ପ୍ରିତମ
୧୯୯୪ଭି. ପି. ଜୋଗଲେକରଠୁମରୀକ୍ଷୁଦ୍ରଗଳ୍ପଭି. ପି. କାଲେ
୧୯୯୩ବରେନ୍ଦ୍ର କୃଷ୍ଣ ଧଳଶାମ୍ବଉପନ୍ୟାସସମରେଶ ବସୁ (କାଳକୁଟ)
୧୯୯୨ଶ୍ରୀନିବାସ ଉଦ୍‌ଗାତାସୌଭାଗ୍ୟ ନୂପୁରଉପନ୍ୟାସଅମୃତଲାଲ ନାଗର
୧୯୯୧ନୀଳମଣି ମିଶ୍ରକେତେ ନାଚିବ ଗୋପାଳଉପନ୍ୟାସଅମୃତଲାଲ ନାଗର
୧୯୯୦ଲକ୍ଷ୍ମୀ ନାରାୟଣ ମହାନ୍ତିବନଚାରୀଉପନ୍ୟାସବିଭୂତି ଭୁଷଣ ବନ୍ଦୋପାଧ୍ୟାୟ
୧୯୮୯ବସନ୍ତ କୁମାରୀ ଦେବୀଗଣଦେବତା, ଭାଗ ୧ ଓ ୨, (ପଞ୍ଚଗ୍ରାମ)ଉପନ୍ୟାସତାରାଶଙ୍କର ବନ୍ଦୋପାଧ୍ୟାୟ[୨୫]

ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକ

[ସମ୍ପାଦନା]
ପୁରସ୍କାର ବର୍ଷ ସାହିତ୍ୟିକ ବହି/ ଅବଦାନ ଆଧାର
୨୦୨୨ ନରେନ୍ଦ୍ର ପ୍ରସାଦ ଦାସ କୋଳାହଳ ନା ହଳାହଳ (କ୍ଷୁଦ୍ର ଗଳ୍ପ) [୨୬]
୨୦୨୧ ଦିଗରାଜ ବ୍ରହ୍ମା ଗୀତ କହେ ମିତର କଥା [୨୭]
୨୦୨୦ ରାମଚନ୍ଦ୍ର ନାୟକ ବଣ ଦେଉଳରେ ସୁନା ନେଉଳ [୨୮]
୨୦୧୯ ବୀରେନ୍ଦ୍ର ସାମନ୍ତରାୟ ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ [୨୯]
୨୦୧୮ ବୀରେନ୍ଦ୍ରନାଥ ମହାନ୍ତି‎ ରୁମ୍‌କୁ ଝୁମା (କବିତା)
୨୦୧୭ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଶିଶୁସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୬ ବଟକୃଷ୍ଣ ଓଝା ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ [୩୦]
୨୦୧୫ ସ୍ନେହଲତା ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୪ ଦାଶ ବେନହୁର ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ [୩୧]
୨୦୧୩ ନଦୀୟା ବିହାରୀ ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୨ ରାମ ପ୍ରସାଦ ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୧ ମହେଶ୍ୱର ମହାନ୍ତି ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ
୨୦୧୦ ପୁଣ୍ୟପ୍ରଭା ଦେବୀ କୁନି ଗୋଇନ୍ଦା (କ୍ଷୁଦ୍ର ଗଳ୍ପ) [୩୨]

ଯୁବ ପୁରସ୍କାର ସମ୍ମାନିତ ଲେଖକ

[ସମ୍ପାଦନା]
ବର୍ଷ ସାହିତ୍ୟିକ ବହି ବିଭାଗ ଆଧାର
୨୦୨୨ ଦିଲ୍ଲୀପ ବେହେରା ଲଣ୍ଠନ କ୍ଷୁଦ୍ରଗଳ୍ପ [୩୩]
୨୦୨୧ ଦେବବ୍ରତ ଦାସ ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ଗଳ୍ପ [୩୪]
୨୦୨୦ ଚନ୍ଦ୍ରଶେଖର ହୋତା ଚେତନାର ଅନ୍ୱେଷଣ ପ୍ରବନ୍ଧ [୩୫]
୨୦୧୯ ଶିଶିର ବେହେରା ବିମୁଗ୍ଧ ଉଚ୍ଚାରଣ ଆଲୋଚନା
୨୦୧୮ ଜୟଦ୍ରଥ ସୁନା ଶୋଷ କବିତା ସଂକଳନ [୩୬]
୨୦୧୭ ସୂର୍ଯ୍ୟସ୍ନାତ ତ୍ରିପାଠୀ ଏ ସମ୍ପର୍କ ଏମିତି କବିତା ସଂକଳନ [୩୭]
୨୦୧୬ ଜ୍ଞାନୀ ଦେବାଶିଷ ମିଶ୍ର ଦାଗ କବିତା ସଂକଳନ [୩୮]
୨୦୧୫ ସୁଜିତ କୁମାର ପଣ୍ଡା ମାନସାଙ୍କ କ୍ଷୁଦ୍ରଗଳ୍ପ
୨୦୧୪ ନରେନ୍ଦ୍ର କୁମାର ଭୋଇ ପୀଡ଼ାପର୍ବ କବିତା
୨୦୧୩ କ୍ଷେତ୍ରବାସୀ ନାଏକ ଦାଦନ କ୍ଷୁଦ୍ର ଗଳ୍ପ
୨୦୧୨ ସୃଷ୍ଟିଶ୍ରୀ ନାୟକ ଭିନ୍ନ ଉପବନ କ୍ଷୁଦ୍ର ଗଳ୍ପ
୨୦୧୧ ଗାୟତ୍ରୀବାଳା ପଣ୍ଡା ଗାଆଁ କବିତା [୩୯]
  1. "Sahitya Academy Awards : Oriya Books & Authors". indiapicks.com. 2009. Archived from the original on 23 April 2014. Retrieved 9 July 2012. SAHITYA ACADEMY AWARDEES - ORIYA
  2. indianetzone.com: Sahitya Akademi Awards in Oriya
  3. Service, Pragativadi News (2022-12-22). "Dr Gayatribala Panda Wins Sahitya Akademi Award 2022". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-22.
  4. "କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କବିତା 'ଦୟାନଦୀ' ପାଇଁ ହେବେ ପୁରସ୍କୃତ". www.samajalive.in. ସମାଜ. Archived from the original on 29 December 2022. Retrieved 29 December 2022.
  5. "ହୃଷୀକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ. ୩୧ ଡିସେମ୍ବର ୨୦୨୧. p. . Retrieved ୩୧ ଡିସେମ୍ବର ୨୦୨୧. {{cite web}}: Check date values in: |accessdate= and |date= (help)
  6. "ସାହିତ୍ୟ ଖେଳପଡ଼ିଆ ନୁହେଁ". ଧରିତ୍ରୀ. 25 August 2021. p. . Retrieved 25 August 2021.
  7. "Press Release Sahitya Akademy Award 2019" (PDF). sahitya-akademi.gov.in/. Sahitya Akademy. Retrieved 18 December 2019.
  8. "Four Odias get Sahitya Akademi Award". The Pioneer. 6 December 2018. Archived from the original on 18 October 2020. Retrieved 6 December 2018.
  9. http://www.newindianexpress.com/states/odisha/2017/dec/22/odia-writers-gayatri-saraf-suryamani-khuntia-bag-kendra-sahitya-akademi-award-1733962.html
  10. "ପାରମିତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.dharitri.com. Archived from the original on 23 February 2021. Retrieved 23 February 2021.
  11. "ଆର୍କାଇଭ୍ କପି". Archived from the original on 2015-12-22. Retrieved 2015-12-18. {{cite web}}: Cite has empty unknown parameter: |1= (help)
  12. "Kendra Sahitya Akademi for Gopal Rath". Indian Express. Archived from the original on 16 November 2015. Retrieved 20 December 2014.
  13. Panda, Namita. "'Hope such injustice will not recur' - Akademi honours an Odia playwright after a gap of almost 40 years". The Hindu. Retrieved 11 September 2015.
  14. "Sahitya Akademi award for Gourahari Das". Times of India. Retrieved 11 September 2015.
  15. "Court clears way, author gets award - Kalpana Kumari Devi gets top literarary honour for Achinha Basabhumi". The Telegraph. Retrieved 6 December 2018.
  16. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1094–. ISBN 978-81-260-1194-0.
  17. "ଗୌରହରି, ଦମୟନ୍ତୀ ପାଇବେ ସାହିତ୍ୟ ଅନୁବାଦ ପ୍ରୁଅସ୍କାର". ଧରିତ୍ରୀ. ୨୫ ଜୁନ ୨୦୨୨. p. . Retrieved 25 June 2022. {{cite news}}: Check date values in: |date= (help)
  18. "'କଲ୍ୟାଣୀ'ର ଓଡି଼ଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ମଞ୍ଜୁ ମୋଦି". ପ୍ରମେୟ. ୧୯ ସେପ୍ଟେମ୍ବର ୨୦୨୧. p. ୧୩. Archived from the original on 20 September 2021. Retrieved 19 September 2021. {{cite web}}: Check date values in: |date= (help)
  19. "Odia writers Gayatri Saraf, Suryamani Khuntia bag Kendra Sahitya Akademi award". The New Indian Express. Retrieved 19 September 2021.
  20. "Akademi award for translator". The Telegraph. Retrieved 22 February 2017.
  21. "Central Sahitya Akademi Award for Monalisa Jena". The New Indian Express. Retrieved 22 February 2017.
  22. "Odia writer Sakuntala Baliarsingh to get Sahitya Akademi award for translation". The Times of India. Retrieved 16 February 2016.
  23. "Sahitya Akademy Translation Prize". www.sahitya-akademi.org.in/. Sahitya Akademy. Archived from the original on 28 September 2021. Retrieved 28 September 2021. {{cite web}}: |archive-date= / |archive-url= timestamp mismatch; 7 ମାର୍ଚ୍ଚ 2021 suggested (help)
  24. "Orissa top cops turn over new leaf in writing". The Indian Express. Retrieved 30 June 2016.
  25. The Indian P.E.N. P.E.N. All-India Centre. 1990.
  26. "Bal Sahitya Puraskar 2022" (PDF). Sahitya Akademi. Archived from the original (PDF) on 27 August 2022. Retrieved 27 August 2022. {{cite web}}: |archive-date= / |archive-url= timestamp mismatch; 24 ଅଗଷ୍ଟ 2022 suggested (help)
  27. "ହୃଷୀକେଶ ମଲ୍ଲିକ ପାଇବେ". ଧରିତ୍ରୀ. ୩୧ ଡିସେମ୍ବର ୨୦୨୧. Retrieved ୩୧ ଡିସେମ୍ବର ୨୦୨୧. {{cite web}}: Check date values in: |accessdate= and |date= (help)
  28. "BAL SAHITYA PURASKAR 2020" (PDF). sahitya-akademi.gov.in. Retrieved 13 March 2021.
  29. "ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର". sambad.in. Eastern Media. Retrieved 14 June 2019.
  30. "Batakrushna Ojha & Jnanee Debasish chosen for Sahitya Akademi Award". Odisha News 360. Archived from the original on 30 June 2016. Retrieved 17 June 2016.
  31. "Odisha writer Dash Benhur gets Central Sahitya Akademi award". Odisha Sun Times. Archived from the original on 4 March 2016. Retrieved 13 September 2015.
  32. "Punyaprabha brings laurels to city". BayNews. Retrieved 13 September 2015.[permanent dead link]
  33. "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୨" (PDF). ସାହିତ୍ୟ ଏକାଡେମୀ. Archived from the original (PDF) on 27 August 2022. Retrieved 27 August 2022. {{cite web}}: |archive-date= / |archive-url= timestamp mismatch; 24 ଅଗଷ୍ଟ 2022 suggested (help)
  34. "ହୃଷୀକେଶ ମଲ୍ଲିକ ପାଇବେ". ଧରିତ୍ରୀ. ୩୧ ଡିସେମ୍ବର ୨୦୨୧. Retrieved ୩୧ ଡିସେମ୍ବର ୨୦୨୧. {{cite web}}: Check date values in: |accessdate= and |date= (help)
  35. "Poetry dominates Sahitya Akademi Yuva Puraskar 2020" (PDF). sahitya-akademi.gov.in. Retrieved 13 March 2021.
  36. "Two Odia writers get Sahitya Akademi award". dailypioneer.com. Archived from the original on 22 March 2019. Retrieved 22 March 2019.
  37. "Where poetry is passion and not profession". thestatesman.com. Retrieved 22 March 2019.
  38. "Sahitya Akademi announces awards for young writers and children's literature". The New Indian Express. Archived from the original on 17 June 2016. Retrieved 17 June 2016.
  39. Chakra, Shyamhari (14 September 2012). "A woman of words". The Hindu. Retrieved 13 September 2015.

ଅଧିକ ତଥ୍ୟ

[ସମ୍ପାଦନା]