ସୁସ୍ମିତା ରଥ
Appearance
ସୁସ୍ମିତା ରଥ | |
---|---|
ଜନ୍ମ | ୬ ଅକ୍ଟୋବର ୧୯୫୮ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଜୟନ୍ତ ରଥ |
ସମ୍ପର୍କୀୟ | ଭାନୁଜୀ ରାଓ, ମଧୁସୂଦନ ରାଓ |
ପୁରସ୍କାର | ଝଙ୍କାର ପୁରସ୍କାର |
ସୁସ୍ମିତା ରଥ (ଜନ୍ମ : ୦୬ ଅକ୍ଟୋବର ୧୯୫୮ ) ଜଣେ ଓଡ଼ିଆ ସାହିତ୍ୟିକା । ସେ ମୁଖ୍ୟତଃ ଗପ ଲେଖନ୍ତି । ସେ ଗଙ୍ଗାଧର ରଥ ଫାଉଣ୍ଡେସନର ସମ୍ପାଦିକା ଓ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଭାବରେ କାର୍ଯ୍ୟ କରିଛନ୍ତି ।[୧]
ରଚନାବଳୀ
[ସମ୍ପାଦନା]- ଭିନ୍ନ ପୃଥିବୀ - ୨୦୦୬ (ଗ୍ରନ୍ଥମନ୍ଦିର କଟକ)
- ଦୃଷ୍ଟିର ଏପାଖ ସେପାଖ - ୨୦୦୯ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
- ପରିବର୍ତ୍ତିତ ମୁହୂର୍ତ୍ତ କେତୋଟିକୁ ନେଇ - ୨୦୧୧ (ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର)
- ସ୍ମୃତିର ରଙ୍ଗ - ୨୦୦୪ (ଗ୍ରନ୍ଥମନ୍ଦିର କଟକ)
- କବି ଭାନୁଜୀ ରାଓ - ୨୦୧୩ (ଓଡ଼ିଶା ସାହିତ୍ୟ ଏକାଡେମୀ)[୨]
- ଅଦ୍ୱିତୀୟା
- ଶ୍ରେଷ୍ଠ ଗଳ୍ପ
- ଅସ୍ତିତ୍ୱ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ) - ୨୦୧୦[୩]
- ସହକାର ଗଳ୍ପ ସମ୍ମାନ
- ଅଞ୍ଜନ ପ୍ରଧାନ ସ୍ମୃତି ସମ୍ମାନ
- ଫକୀରମୋହନ ଗଳ୍ପ ପୁରସ୍କାର
- ଲେଖିକା ସଂସଦ ପୁରସ୍କାର[୪]
ଆଧାର
[ସମ୍ପାଦନା]- ↑ "ବର୍ତ୍ତମାନ ପରିସ୍ଥିତିରେ ସାହିତ୍ୟ ହିଁ ସତ୍ୟ କହିପାରିବ: ସୌମ୍ୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2021. Retrieved 22 September 2021.
- ↑ [www.opac.nationallibrary.gov.in/ "National Library of India Online Catalogue"]. www.opac.nationallibrary.gov.in/. National Library of India. Retrieved 21 September 2021.
{{cite web}}
: Check|url=
value (help) - ↑ "ଝଙ୍କାର ପୁରସ୍କାର ବିଜେତା" (PDF). www.theprajatantra.org. ପ୍ରଜାତନ୍ତ୍ର. Archived from the original (PDF) on 8 October 2020. Retrieved 29 June 2021.
- ↑ "ସଫଳ ଗଳ୍ପ ଜଣଙ୍କୁ କିଛି ସମୟ ପାଇଁ ଚୁପ୍ କରେଇଦିଏ: ସୁସ୍ମିତା ରଥ". www.odishasambad.in. Odisha Sambad. Archived from the original on 22 September 2021. Retrieved 22 September 2021.