ଅନୀଲ କୁମାର ପାଢ଼ୀ
Appearance
ଅନୀଲ କୁମାର ପାଢ଼ୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଧ୍ୟାପନା |
ବୈବାହିକ-ସାଥୀ | ମମତାମୟୀ ଚୌଧୁରୀ |
ଅନୀଲ କୁମାର ପାଢ଼ୀ (ଜନ୍ମ: ୯ ଅପ୍ରେଲ ୧୯୬୯)[୧] ଜଣେ ଅଧ୍ୟାପକ ଏବଂ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ସ୍ତମ୍ଭକାର । ସେ ୧୪ଟି ଗଳ୍ପ ସଂକଳନ, ୫ଟି ଉପନ୍ୟାସ, ଗୋଟିଏ କବିତା ଓ ଗୋଟିଏ ପ୍ରବନ୍ଧ ସଂକଳନର ରଚୟିତା ।
ଜୀବନୀ
[ସମ୍ପାଦନା]ସେ ୧୯୬୯ ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଜଡ଼ିଦାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଏମଫିଲ୍ କରିଥିଲେ ।[୨] ସେ ସାହିତ୍ୟିକା ଓ ଶିକ୍ଷାବିଦ ମମତାମୟୀ ଚୌଧୁରୀଙ୍କୁ ବିବାହ କରିଥିଲେ ।
ବୃତ୍ତି
[ସମ୍ପାଦନା]ସେ ବୃତ୍ତିରେ ଜଣେ ଶିକ୍ଷାବିତ୍ । ସେ ବାରଙ୍ଗର କୁଞ୍ଜବିହାରୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ବରିଷ୍ଠ ଅଧ୍ୟାପକ ଭାବରେ କାର୍ଯ୍ୟରତ ।[୩]
ରଚନାବଳୀ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ଏକ ବିସ୍ଫୋରଣର ଅପେକ୍ଷାରେ - ଓଡ଼ିଶା ବୁକ୍ ଷ୍ଟୋର
- ସୋପାନସୋପାନ ମୁକ୍ତି - ଓଡ଼ିଶା ବୁକ୍ ଷ୍ଟୋର
- ଆର୍ଦ୍ରା ନକ୍ଷତ୍ରର ବର୍ଷା - ଓଡ଼ିଶା ବୁକ୍ ଷ୍ଟୋର
- ଛାଇ ପରି କିଛି - ଓଡ଼ିଶା ବୁକ୍ ଷ୍ଟୋର
- ସନ୍ଧିକ୍ଷଣ - ଓଡ଼ିଶା ବୁକ୍ ଷ୍ଟୋର
- ନୀଡ ନୀର୍ଜ୍ଜନ - ଓଡ଼ିଶା ବୁକ୍ ଷ୍ଟୋର
- ହାଟ - ପଶ୍ଚିମା ପବ୍ଲିକେଶନ
- ନୂଆ ସ୍ବପ୍ନର ସ୍କେଚ୍ - ପଶ୍ଚିମା ପବ୍ଲିକେଶନ
- ବିସ୍ଥାପିତ ଈଶ୍ବର - ପଶ୍ଚିମା ପବ୍ଲିକେଶନ
- ଘା' ଓ ମେଫିଷ୍ଟୋଫିଲିସ୍ - ଜଗନ୍ନାଥ ରଥ ପ୍ରକାଶନୀ
- ଗ୍ରୀନରୁମ୍ - ସୃଜନ ଇଣ୍ଡିଆ
- ଶେଷ ରାତିର ଶୋଷ - ଓଡ଼ିଶା ବୁକ୍ ଏମ୍ପୋରିୟମ୍
- ବିମ୍ବ ପ୍ରତିବିମ୍ବ - ଏଥେନା ବୁକ୍ସ
- ଗ୍ରୀନରୁମ୍ - ଦ୍ୱିତୀୟ ସଂସ୍କରଣ - ସୃଜନ ଇଣ୍ଡିଆ
ଉପନ୍ୟାସ[ସମ୍ପାଦନା]
|
କବିତା[ସମ୍ପାଦନା]
ପ୍ରବନ୍ଧ[ସମ୍ପାଦନା]
|
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବିଷୁବ ଝଙ୍କାର ଗଳ୍ପ ସମ୍ମାନ - ୨୦୦୬[୫]
- ପଶ୍ଚିମା ଗଳ୍ପ ସମ୍ମାନ - ୨୦୧୬[୬]
- କାଦମ୍ବିନୀ ଗଳ୍ପ ପୁରସ୍କାର - ୨୦୦୩
- ଅମୃତାୟନ ଗଳ୍ପ ପୁରସ୍କାର - ୨୦୧୧
- କଥା ଗଳ୍ପ ସମ୍ମାନ, ନୂଆ ଦିଲ୍ଲୀ - ୨୦୦୪
ଆଧାର
[ସମ୍ପାଦନା]- ↑ "କୌଣସି ଲେଖା ଲେଖିବା ପୂର୍ବରୁ ମତେ ଅଣନିଃଶ୍ୱାସୀ ଲାଗେ". ସମ୍ବାଦ. Archived from the original on ୧୬ ନଭେମ୍ବର ୨୦୨୧. Retrieved ୧୬ ନଭେମ୍ବର ୨୦୨୧.
{{cite web}}
: Check date values in:|accessdate=
and|archivedate=
(help) - ↑ "THE CORRIDOR By Anil Kumar Parhi". www.bhubaneswarreview.com. bhubaneswarreview. Retrieved 5 January 2019.[permanent dead link]
- ↑ "Teaching Staff". www.kbcollegebaranga.ori.co.in. Kunja Bihari College. Retrieved 5 January 2019.[permanent dead link]
- ↑ "National Library of India". opac.nationallibrary.gov.in. National Library of India. Retrieved 5 January 2019.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୬ ନଭେମ୍ବର ୨୦୨୧.
{{cite web}}
: Check date values in:|accessdate=
(help) - ↑ "୩୨ତମ ଭୁବନେଶ୍ୱର ପୁସ୍ତକ ମେଳା ଉଦ୍ୟାପିତ". sarbasadharana.com. sarbasadharana. Archived from the original on 1 January 2017. Retrieved 5 January 2019.