ଗାୟତ୍ରୀ ବସୁ ମଲ୍ଲିକ
Appearance
ଗାୟତ୍ରୀ ବସୁ ମଲ୍ଲିକ | |
---|---|
ଜନ୍ମ | ୧୯୩୦ |
ମୃତ୍ୟୁ | ୧୫ ନଭେମ୍ବର ୨୦୧୩ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ସନ୍ତାନ | ଶଙ୍କର ବସୁ ମଲ୍ଲିକ, ଗୌରୀ ବସୁ ମଲ୍ଲିକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା |
ଗାୟତ୍ରୀ ବସୁ ମଲ୍ଲିକ (୧୯୩୦ - ୧୫ ନଭେମ୍ବର ୨୦୧୩) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧][୨] ସେ ଉଭୟ ଉପନ୍ୟାସ ଓ ଗଳ୍ପ ଲେଖୁଥିଲେ । ତାଙ୍କ ଉପନ୍ୟାସ ଲେଖିବାର ଦକ୍ଷତା ପାଇଁ ତାଙ୍କୁ ଉପନ୍ୟାସ ଜଗତର ସାମ୍ରାଜ୍ଞୀ କୁହାଯାଉଥିଲା । ସାହିତ ସର୍ଜନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା ସମେତ ଅନେକ ପୁରସ୍କାର ପାଇଥିଲେ ।
ସାହିତ୍ୟ ସର୍ଜନା
[ସମ୍ପାଦନା]ଗାୟତ୍ରୀ ୨୫ଟି ଉପନ୍ୟାସ ଓ ୨୦୦ରୁ ଉର୍ଦ୍ଧ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ । ତାଙ୍କ ଉପନ୍ୟାସକୁ ୧୯୮୩ ମସିହାରେ କାବେରୀ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।
ରଚନାବଳୀ
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଗାୟତ୍ରୀ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୁତ୍ର ଶଙ୍କର ବସୁ ମଲ୍ଲିକ ମଧ୍ୟ ଜଣେ ଅଭିନେତା । ତାଙ୍କ ଅନ୍ୟ ପୁତ୍ରଙ୍କ ନାମ ଗୌରୀ ବସୁ ମଲ୍ଲିକ ।[୬] ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ୨୦୧୩ ମସିହା ନଭେମ୍ବର ୧୫ ତାରିଖରେ ଇହଧ୍ୟାମ ତ୍ୟାଗ କରିଥିଲେ ।[୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୯୪[୮]
- ଉତ୍କଳ ସାହିତ୍ୟ ସମାଜ ପୁରସ୍କାର - ୨୦୦୨
ଆଧାର
[ସମ୍ପାଦନା]- ↑ ଯତୀନ୍ଦ୍ର ମୋହନ ମହାନ୍ତି (1989). Into Another Intensity: Essays on Oriya Literature. Utkal University Press. Retrieved 22 September 2021.
- ↑ Spark of Light. AU Press. Retrieved 22 September 2021.
- ↑ ଯତୀନ୍ଦ୍ର ମୋହନ ମହାନ୍ତି (2006). History of Oriya Literature. Vidya. Retrieved 22 September 2021.
- ↑ India Literature. Delhi: Sahitya Akademi. 1989. Retrieved 22 September 2021.
- ↑ ଯତୀନ୍ଦ୍ର ମୋହନ ମହାନ୍ତି (1980). There, where Trees Flower: Essays on Modern Oriya Literature. Bookland International. Retrieved 22 September 2021.
- ↑ "Noted Writer Gayatri Basumallick Passes Away". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2021. Retrieved 22 September 2021.
- ↑ "ଗାୟତ୍ରୀ ବସୁ ମଲ୍ଲିକଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 22 September 2021. Retrieved 22 September 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ". www.odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 22 September 2021.