ବିଭୂତି ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବିଭୂତି ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ (1937-10-25) ୨୫ ଅକ୍ଟୋବର ୧୯୩୭ (ବୟସ ୮୬)
ଡିଙ୍ଗେଶ୍ୱର, ଜଗତସିଂହପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଉପନ୍ଯାସ, କ୍ଷୁଦ୍ରଗଳ୍ପ
ସାହିତ୍ୟ କୃତିଅଶ୍ୱମେଧର ଘୋଡ଼ା , ମହିଷାସୁରର ମୁହଁ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଜୀବନସାଥୀସୁରପ୍ରଭା ପଟ୍ଟନାୟକ[୧]

ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି ।[୨] ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଶେଷ ବସନ୍ତ
  • ଅଭିମାନ
  • ପରପୁରୁଷ
  • ଓଦା ମାଟିର ସ୍ୱର୍ଗ
  • ରଙ୍ଗନଟି
  • ଚପଳ ଛନ୍ଦା
  • ଉଜାଣି ଯମୁନା
  • ଅଶ୍ୱମେଧର ଘୋଡ଼ା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
  • ପ୍ରେମିକା
  • ବଧୂ ନିରୂପମା
  • ନଷ୍ଟ ଚରିତ୍ର
  • ନାୟିକାର ନାମ ଶ୍ରାବଣୀ
  • ପାପପୁଣ୍ୟ
  • ନଗରୀର ନିଳପରୀ
  • ବନ୍ଦୀ ଯାଯାବର
  • ମାୟାବୀ ହୃଦୟ
  • ରାଣୀ ମହୁମାଛି
  • ଶେଷ ଅଭିନୟ
  • ଶେଷ ରାତ୍ରିର ସୂର୍ଯ୍ୟ
  • ପ୍ରେମ ଓ ପୃଥିବୀ
  • ଧୂଳିଘର

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପକ୍ଷୀଘର ମହାପୂଜା ୨୦୧୩ରେ ବିଭୂତି ପଟ୍ଟନାୟକଙ୍କ ଲେଖା "ସୁନୀଲ୍ ଦା', ସାହିତ୍ୟ ଅକାଦେମି ଏବଂ ଶେଷ ରାତ୍ରିଭୋଜନ"
  2. Bibhuti Patnaik turns 71
  3. http://www.odisha.com/archives/23842
  4. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12June 2021. {{cite web}}: Check date values in: |accessdate= (help)
  5. "ଆର୍କାଇଭ୍ କପି". Archived from the original on 2015-12-22. Retrieved 2015-12-18. {{cite web}}: Cite has empty unknown parameter: |1= (help)
  6. "ବିଭୂତି ପଟ୍ଟନାୟକଙ୍କୁ ମିଳିଲା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". ଧରିତ୍ରୀ. Retrieved 24 November 2016.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 29 August 2016.
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  9. "Author honoured". telegraphindia.com. 2007. Retrieved 9 January 2013. The Sahitya Bharati Samman for excellence in Oriya literature (2006-2007) would be presented to popular novelist Bibhuti Pattanaik (71) this year.
  10. "ନେମାଡ଼େ, ଚିତ୍ରା ଓ ବିଭୂତିଙ୍କୁ ଗୋବର୍ଦ୍ଧନରାମ ସାହିତ୍ୟ ପୁରସ୍କାର". No. ସମ୍ବାଦ ୧୫/୧୨/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 15 December 2022. Retrieved 15 December 2022.

ଅଧିକ ତଥ୍ୟ[ସମ୍ପାଦନା]