ବିଭୂତି ପଟ୍ଟନାୟକ

ଉଇକିପିଡ଼ିଆ ରୁ
(Bibhuti Pattanaik ରୁ ଲେଉଟି ଆସିଛି)
Jump to navigation Jump to search
ବିଭୂତି ପଟ୍ଟନାୟକ
Bibhuti patnaik.jpg
ଜନ୍ମ୨୫ ଅକ୍ଟୋବର ୧୯୩୭ (1937-10-25) (୮୧ ବର୍ଷ)
ଡିଙ୍ଗେଶ୍ୱର, ଜଗତସିଂହପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ସାହିତ୍ୟ କୃତିଅଶ୍ୱମେଧର ଘୋଡ଼ା , ମହିଷାସୁରର ମୁହଁ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଜୀବନ ସାଥିସୁରପ୍ରଭା ପଟ୍ଟନାୟକ[୧]

ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି ।[୨] ୧୯୭୦-୧୯୯୫ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଶେଷ ବସନ୍ତ
  • ଅଭିମାନ
  • ପରପୁରୁଷ
  • ଓଦା ମାଟିର ସ୍ୱର୍ଗ
  • ରଙ୍ଗନଟି
  • ଚପଳ ଛନ୍ଦା
  • ଉଜାଣି ଯମୁନା
  • ଅଶ୍ୱମେଧର ଘୋଡ଼ା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
  • ପ୍ରେମିକା
  • ବଧୂ ନିରୂପମା
  • ନଷ୍ଟ ଚରିତ୍ର
  • ନାୟିକାର ନାମ ଶ୍ରାବଣୀ
  • ପାପପୁଣ୍ୟ
  • ନଗରୀର ନିଳପରୀ
  • ବନ୍ଦୀ ଯାଯାବର
  • ମାୟାବୀ ହୃଦୟ
  • ରାଣୀ ମହୁମାଛି
  • ଶେଷ ଅଭିନୟ
  • ଶେଷ ରାତ୍ରିର ସୂର୍ଯ୍ୟ
  • ପ୍ରେମ ଓ ପୃଥିବୀ
  • ଧୂଳିଘର

ଗଳ୍ପ[ସମ୍ପାଦନା]

  • ମହିଷାସୁରର ମୁହଁ (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
  • ମନ ଭଲ ନାହିଁ
  • ରାଜକନ୍ୟାର ଦୁଃଖ
  • କେତେ ଯେ ବସନ୍ତ ସତେ
  • ଜୀବନର ଜଟିଳତା
  • ନିର୍ବାଚିତ ଗଳ୍ପ
  • କଳିକାଳ
  • ଛବିର ମଣିଷ

ଭ୍ରମଣ କାହାଣୀ[ସମ୍ପାଦନା]

  • ଦ୍ୱାରକା ଦର୍ଶନ
  • ତୀରେ ତୀରେ ତୀର୍ଥ
  • ବାଇଓଗ୍ରାଫି ମହାତ୍ମା
  • ଜନ ନାୟକ

ସମାଲୋଚନା[ସମ୍ପାଦନା]

  • ଓଡ଼ିଆ ଉପନ୍ୟାସ ସମାଜ ତାତ୍ତ୍ୱିକ ରୂପରେଖ
  • ସାମ୍ପ୍ରତିକ ସାହିତ୍ୟ

ପତ୍ରିକା ସମ୍ପାଦନା[ସମ୍ପାଦନା]

  • ନବରବି
  • ଆସନ୍ତାକାଲି
  • ଗଳ୍ପ
  • କୃଷକ

[୩]

ଗ୍ରନ୍ଥ[ସମ୍ପାଦନା]

  • ସାହିତ୍ୟର ସୂଚୀପତ୍ର

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପକ୍ଷୀଘର ମହାପୂଜା ୨୦୧୩ରେ ବିଭୂତି ପଟ୍ଟନାୟକଙ୍କ ଲେଖା "ସୁନୀଲ୍ ଦା', ସାହିତ୍ୟ ଅକାଦେମି ଏବଂ ଶେଷ ରାତ୍ରିଭୋଜନ"
  2. Bibhuti Patnaik turns 71
  3. http://www.odisha.com/archives/23842
  4. "ବିଭୂତି ପଟ୍ଟନାୟକଙ୍କୁ ମିଳିଲା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". ଧରିତ୍ରୀ. Retrieved 24 November 2016.
  5. http://www.newindianexpress.com/states/odisha/Sahitya-Akademi-for-Odia-Writer-Bibhuti-Patnaik/2015/12/18/article3183633.ece
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 29 August 2016.
  7. "Author honoured". telegraphindia.com. 2007. Retrieved 9 January 2013. The Sahitya Bharati Samman for excellence in Oriya literature (2006-2007) would be presented to popular novelist Bibhuti Pattanaik (71) this year.

ଅଧିକ ତଥ୍ୟ[ସମ୍ପାଦନା]