ନିମାଇଁ ପଟ୍ଟନାୟକ

ଉଇକିପିଡ଼ିଆ ରୁ
Jump to navigation Jump to search
ନିମାଇଁ ପଟ୍ଟନାୟକ
Nimai patnaik.JPG
ଜନ୍ମ ଓ ଜନ୍ମସ୍ଥାନ୧୯୩୭
ବ‍ଉଳ ସାହି, ନୟାଗଡ
ମୃତ୍ୟୁ୨୦୧୪
ଜାତୀୟତାଭାରତୀୟ
ଶିକ୍ଷାଓଡ଼ିଆ ସାହିତ୍ୟରେ ଏମ.ଏ.
ଜୀବିକାଅଧ୍ୟାପନା
ପୁରସ୍କାରଝଙ୍କାର ପୁରସ୍କାର

ନିମାଇଁ ପଟ୍ଟନାୟକ (୧୯୩୭-୨୦୧୪) ଜଣେ ଓଡ଼ିଆ ଅଧ୍ୟାପକ, କବି, ଗାଳ୍ପିକ, ସାହିତ୍ୟ ସମାଲୋଚକ ଥିଲେ [୧]

ପ୍ରକାଶିତ ପୁସ୍ତକ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ପଦ୍ମ ତୋଳା - ୧୯୬୬(ଫ୍ରେଣ୍ଡସ ପବ୍ଲିସରସ,କଟକ)
  • ଅନ୍ଧାରର ମୁହଁ - ୧୯୬୬(ଫ୍ରେଣ୍ଡସ ପବ୍ଲିସରସ,କଟକ)
  • ନୀଳ ସପନର ଅଭିଷେକ - ୨୦୦୧(ଫ୍ରେଣ୍ଡସ ପବ୍ଲିସରସ,କଟକ)
  • ନିଜ ସହ ନିଜର ସମ୍ପର୍କ - ୨୦୦୨(ବିଦ୍ୟା ପ୍ରକାଶନ,କଟକ)[୨]
  • ନିଧୂନିତ ନିନାଦ - ୨୦୦୬(ଚନ୍ଦ୍ରମଣି ପଟ୍ଟନାୟକ, ଖୋର୍ଦ୍ଧା)

ଅନ୍ୟାନ୍ୟ[ସମ୍ପାଦନା]

  • ସମସାମୟିକ କ୍ଷୁଦ୍ରଗଳ୍ପ - ୧୯୭୨(ଉମା ପ୍ରକାଶିନୀ,କଟକ)
  • ଅମୂର୍ତ୍ତ ମନର ମୂର୍ତ୍ତ ଭାସ୍କର - ୨୦୦୭(ନୟାଗଡ ଦାରୁଭୂତ ସାଂସ୍କୃତିକ ପରିଷଦ)
  • ବଂଶୀସ୍ୱନ - ୨୦୦୪(ବାଲେଶ୍ୱର ଅଭିଷେକ ପ୍ରକାଶନୀ)
  • ଧରଣୀ ଆଖିରେ ଲୁହ - ୨୦୧୪(ଜ୍ଞାନଦୀପ ପବ୍ଲିକେଶନ,କଟକ)
  • ମହାଦୀପ - ୨୦୦୫(ପ୍ରତିମା ପଟ୍ଟନାୟକ,କଟକ)[୩]

ଆଧାର[ସମ୍ପାଦନା]

  1. ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତ ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପ (ପ୍ରଥମ ed.). ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ, ଇଣ୍ଡିଆ. p. ୨୯୭. ISBN 978-81-237-5143-6.
  2. "Search Page". National Library of India. National Library of India. Retrieved 3 October 2018.
  3. "http://opac.nationallibrary.gov.in/cgi-bin/gw/chameleon". National Library. Retrieved 3 October 2018. External link in |title= (help)