ଅନ୍ନଦା ଶଙ୍କର ରାୟ
ଦେଖଣା
(Annada Shankar Rayରୁ ଲେଉଟି ଆସିଛି)
ଅନ୍ନଦା ଶଙ୍କର ରାୟ | |
---|---|
!!! | |
ଜନ୍ମ | |
ମୃତ୍ୟୁ | ୨୮ ଅକ୍ଟୋବର ୨୦୦୨ | (ବୟସ ୯୮)
ଜାତୀୟତା | ଭାରତୀୟ |
ଅନ୍ନଦା ଶଙ୍କର ରାୟ (୧୫ ମଇ ୧୯୦୪ - ୨୮ ଅକ୍ଟୋବର, ୨୦୦୨) ଢେଙ୍କାନାଳରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ ।
ଅନ୍ନଦା ଶଙ୍କର ରାୟ୧୯୨୧-୨୩ ମଧ୍ୟରେ ଓଡ଼ିଆରେ କେତେକ କବିତା ଓ ପ୍ରବନ୍ଧ ରଚନା କରି 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ କରିଥିଲେ । ତାହାର ପରବର୍ତ୍ତୀ ସମୟରେ 'ବାସନ୍ତୀ' ଉପନ୍ୟାସର କେତେକ ପରିଚ୍ଛେଦ ଏବଂ ସାହିତ୍ୟ ସମାଲୋଚନା ମୁଳକ କେତେକ ଉଚ୍ଚକୋଟୀର ପ୍ରବନ୍ଧ; ଯଥା ପଦ୍ମଚରଣଙ୍କ କବିତା, ସମର ଓ ସାହିତ୍ୟ, ମଥୁରାମଙ୍ଗଳ ଆଲୋଚନା ପ୍ରଭୃତି ରଚନା କରିଥିଲେ । [୧] ୨୦୦୨ ମସିହା ଅକ୍ଟୋବର ୨ତାରିଖ ଦିନ କଲିକତାଠାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୩୯-୪୦