ବିଶ୍ୱନାଥ ଖୁଣ୍ଟିଆ
ଉଇକିପିଡ଼ିଆରୁ
(ବିଶ୍ଵନାଥ ଖୁଣ୍ଟିଆରୁ ଲେଉଟି ଆସିଛି)
Jump to navigation
Jump to search
ବିଶ୍ୱନାଥ ଖୁଣ୍ଟିଆ | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜୀବିକା | ପୌରାଣିକ କବି |
ଜଣାଶୁଣା କାମ | ବିଚିତ୍ର ରାମାୟଣ |
ବିଶ୍ୱନାଥ ଖୁଣ୍ଟିଆ ମଧ୍ୟଯୁଗର ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ । ସେ ଆନୁମାନିକ ଅଷ୍ଟାଦଶ ଶତକରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ବାସସ୍ଥାନ ପୁରୀ ସହର ଥିଲା । ତାଙ୍କ ରଚିତ କାବ୍ୟ ବିଚିତ୍ର ରାମାୟଣ ଦକ୍ଷିଣ ଓଡି଼ଶାରେ ଖୁବ୍ ଲୋକପ୍ରିୟ | ସରଳ ଓ ଶାବଲୀଳ ଭାଷାରେ ରାମାୟଣର କଥାବସ୍ତୁ ରଚିତ କରି ସେ ଏହାକୁ ଜନସାଧରଣଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲେ ।
ଆଧାର[ସମ୍ପାଦନା]
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 517–. ISBN 978-81-260-1803-1.
ଚର୍ଯ୍ୟା ଯୁଗ | |||||||||||||
---|---|---|---|---|---|---|---|---|---|---|---|---|---|
ସାରଳା ଯୁଗ | |||||||||||||
ପଞ୍ଚସଖା ଯୁଗ | |||||||||||||
ରୀତି ଯୁଗ | |||||||||||||
ରାଧାନାଥ ଯୁଗ | |||||||||||||
ସତ୍ୟବାଦୀ ଯୁଗ | |||||||||||||
ସବୁଜ ଯୁଗ | |||||||||||||
ପ୍ରଗତି ଯୁଗ | |||||||||||||
ସ୍ୱାଧୀନତା ପର |
| ||||||||||||
Hidden category: