ଭକ୍ତ ଚରଣ ଦାସ
ଦେଖଣା
ଏହି ଲେଖକ ବା କବିଙ୍କ ପ୍ରସଙ୍ଗଟି ତଥ୍ୟ ଅଭାବ ଯୋଗୁଁ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଭକ୍ତ ଚରଣ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବୈରାଗୀ ଚରଣ ପଟ୍ଟନାୟକ ୧୭୨୯ ରାଜସୁନାଖଳା, ନୟାଗଡ଼ [୧] |
ମୃତ୍ୟୁ | ୧୮୧୩ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ସମୟ | ରୀତି ଯୁଗ |
ସାହିତ୍ୟ କୃତି | ମଥୁରା ମଙ୍ଗଳ, ମନବୋଧ ଚଉତିଶା [୨] |
ଭକ୍ତ ଚରଣ ଦାସ (୧୭୨୯-୧୮୧୩)[୩] ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ ।[୪] ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।[୫] ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[ଆଧାର ଲୋଡ଼ା]
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୬୦୦୯
- ↑ "Odia Poets & their creations | Destination Odisha". destinationodisha.com. Archived from the original on 23 November 2015. Retrieved 4 December 2012.
Mathura Mangala, Manabodha Chautisa.
- ↑ N Singh; B Barauh (1 March 2004). Encyclopaedic Dictionary of Pali Literature. Global Vision Publishing Ho. pp. 332–. ISBN 978-81-87746-67-6. Retrieved 4 December 2012.
- ↑ Sujit Mukherjee (1 January 1999). Dictionary of Indian Literature One: Beginnings - 1850. Orient Blackswan. pp. 42–. ISBN 978-81-250-1453-9. Retrieved 4 December 2012.
- ↑ Nagendra Kr Singh; A. P. Mishra (2005). Encyclopaedia of Oriental Philosophy and Religion: A Continuing Series--. Global Vision Publishing House. pp. 184–. ISBN 978-81-8220-072-2. Retrieved 29 October 2012.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |