ଭକ୍ତ ଚରଣ ଦାସ

ଉଇକିପିଡ଼ିଆ‌ରୁ
ଭକ୍ତ ଚରଣ ଦାସ
ଜନ୍ମ ଓ ଜନ୍ମସ୍ଥାନବୈରାଗୀ ଚରଣ ପଟ୍ଟନାୟକ
୧୭୨୯
ରାଜସୁନାଖଳା, ନୟାଗଡ଼ [୧]
ମୃତ୍ୟୁ୧୮୧୩
ବୃତ୍ତିକବି
ଭାଷାଓଡ଼ିଆ
ସମୟରୀତି ଯୁଗ
ସାହିତ୍ୟ କୃତିମଥୁରା ମଙ୍ଗଳ, ମନବୋଧ ଚଉତିଶା [୨]

ଭକ୍ତ ଚରଣ ଦାସ (୧୭୨୯-୧୮୧୩)[୩] ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ ।[୪] ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶାମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।[୫] ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[ଆଧାର ଲୋଡ଼ା]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୬୦୦୯
  2. "Odia Poets & their creations | Destination Odisha". destinationodisha.com. Archived from the original on 23 November 2015. Retrieved 4 December 2012. Mathura Mangala, Manabodha Chautisa.
  3. N Singh; B Barauh (1 March 2004). Encyclopaedic Dictionary of Pali Literature. Global Vision Publishing Ho. pp. 332–. ISBN 978-81-87746-67-6. Retrieved 4 December 2012.
  4. Sujit Mukherjee (1 January 1999). Dictionary of Indian Literature One: Beginnings - 1850. Orient Blackswan. pp. 42–. ISBN 978-81-250-1453-9. Retrieved 4 December 2012.
  5. Nagendra Kr Singh; A. P. Mishra (2005). Encyclopaedia of Oriental Philosophy and Religion: A Continuing Series--. Global Vision Publishing House. pp. 184–. ISBN 978-81-8220-072-2. Retrieved 29 October 2012.