କଲିକତା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୋଲକାତା
কলকাতা
କଲିକତା
ସହର
Clockwise from top: Victoria Memorial, St. Paul's Cathedral, central business district, Howrah Bridge, city tram line, Vidyasagar Bridge
Clockwise from top: Victoria Memorial, St. Paul's Cathedral, central business district, Howrah Bridge, city tram line, Vidyasagar Bridge
ଅନ୍ୟ ନାମ: City of Joy
କୋଲକାତା West Bengalରେ ଅବସ୍ଥିତ ।
କୋଲକାତା
କୋଲକାତା
ପଶ୍ଚିମବଙ୍ଗରେ କୋଲକାତାର ଅବସ୍ଥାନ
Coordinates: 22°34′N 88°22′E / 22.567°N 88.367°E / 22.567; 88.367Coordinates: 22°34′N 88°22′E / 22.567°N 88.367°E / 22.567; 88.367
ଦେଶ ଭାରତ
ରାଜ୍ୟ ପଶ୍ଚିମବଙ୍ଗ
ଅଞ୍ଚଳ ପ୍ରେସିଡେନ୍ସୀ
ଜିଲ୍ଲା Kolkata[upper-alpha ୧]
ସରକାର
 • ପ୍ରକାର Mayor–Council
 • ପରିଚାଳନା KMC
 • Mayor Sovan Chatterjee[୧]
 • Sheriff Indrajit Ray[୨]
 • Police commissioner Ranjit Kumar
Pachnanda[୩]
କ୍ଷେତ୍ରଫଳ
 • ସହର [
 • ନାଗରାଞ୍ଚଳ 1,886.67 km2 (728.45 sq mi)
ଉଚ୍ଚତା 9 m (30 ft)
ଜନସଂଖ୍ୟା (2011)[୪]
 • ସହର ୪୪,୮୬,୬୭୯
 • କ୍ରମାଙ୍କ 7th
 • ଘନତା /km (୬୩,୦୦୦/sq mi)
 • ମହାନଗର[୫] ୧,୪୧,୧୨,୫୩୬
 • Metro rank [
 • Metropolitan ୧,୪୬,୧୭,୮୮୨
Demonym Calcuttan
ସମୟ ମଣ୍ଡଳ IST (UTC+05:30)
ZIP code(s) 7000 xx, 7001 xx
Area code(s) +91-33
ଗାଡି ପଞ୍ଜୀକରଣ WB 01–79
UN/LOCODE IN CCU
Spoken languages Bengali, English, Hindi, Urdu
Ethnicity Bengali, Marwari, Bihari, Other
ୱେବସାଇଟ kmcgov.in
  1. The Kolkata metropolitan area also includes portions of North 24 Parganas, South 24 Parganas, Howrah, Nadia, and Hooghly districts. See: Urban structure.

କଲିକତା (ବଙ୍ଗଳା: কলকাতা) ପଶ୍ଚିମବଙ୍ଗର ରାଜଧାନୀ । ଏହାର ନୂଆ ନାମ କୋଲକତା ଅଟେ । ଏହା ହୁଗୁଳି ନଦୀର ପୂର୍ବ ତଟରେ ଅବସ୍ଥିତ । ଏହା ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟିକ, ସାଂସ୍କୃତିକ ଓ ଶିକ୍ଷା କେନ୍ଦ୍ର ଅଟେ ।

ଇତିହାସ[ସମ୍ପାଦନା]

ଚନ୍ଦ୍ରକେତୁଗଡଠାରେ ଆବିଷ୍କୃତ ଶିଳାଲେଖରୁ ଜଣାଯାଏ ଯେ କଲିକତା ଯେଊଁ ଅଂଚଳରେ ଅଛି ସେଠାଋେ 2000 ବର୍ଷ ଧଋି ଢନବସତି ରହିଆସିଛି.17ଶ ଶତାବ୍ଦୀରେ ଏଠାରେ ଇଂରେଜମାନେ ବ୍ୟବସାୟ ଆରମ୍ଭ କଲେ.ବିଂଶ ଶତକରେ ଏହା ଭାରତୀୟ ଜାତୀୟତାବାଦର କେନ୍ଦ୍ର ପାଲଟିଲା. ସେବେଠାରୁ ଏହା ଆକାରରେ ବୃଦ୍ଧି ପାଇ ସମ୍ପ୍ରତି ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରୂପେ ପରିଗଣିତ ହେଉଛି.

ଭୌଗଳିକ ଅବସ୍ଥାନ[ସମ୍ପାଦନା]

ଏହା ଭାରତର ପଶ୍ଠିମବଂଗରେ ଅଛି.ଏହା ହୁଗୁଳି ନଦୀ କୂଳେ ଅବସ୍ଥିତ.

ଅର୍ଥନୈତିକ ବ୍ୟବସ୍ଥା[ସମ୍ପାଦନା]

ଶିକ୍ଷା ଓ ସଂସ୍କୃତି[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sovan Chatterjee to be new Kolkata mayor". Hindustan Times (New Delhi). 6 June 2010. http://www.hindustantimes.com/Sovan-Chatterjee-to-be-new-Kolkata-mayor/Article1-554057.aspx. Retrieved 26 April 2011. 
  2. "Doctor to be next sheriff". Times of India (New Delhi). 5 January 2011. http://articles.timesofindia.indiatimes.com/2011-01-05/kolkata/28356314_1_pavements-sheriff-hawkers. Retrieved 27 January 2012. 
  3. "Pachnanda selected as new Calcutta Police Commissioner". The Telegraph (Kolkata). 17 March 2011. http://www.telegraphindia.com/1110317/jsp/frontpage/story_13730121.jsp. Retrieved 26 February 2012. 
  4. "Area, population, decennial growth rate and density for 2001 and 2011 at a glance for West Bengal and the districts: provisional population totals paper 1 of 2011: West Bengal". Registrar General & Census Commissioner, India. Retrieved 26 January 2012. 
  5. "Urban agglomerations/cities having population 1 million and above" (PDF). Provisional population totals, census of India 2011. Registrar General & Census Commissioner, India. 2011. Retrieved 26 January 2012.