Jump to content

୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ

ଉଇକିପିଡ଼ିଆ‌ରୁ
୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ
India
୨୦୧୪ 
ଅପ୍ରେଲ ୨୦୧୯

୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ
୭୪ seats needed for a majority
 
Leader ନବୀନ ପଟ୍ଟନାୟକନିରଞ୍ଜନ ପଟ୍ଟନାୟକପ୍ରଦୀପ୍ତ କୁମାର ନାୟକ
Party ବିଜଦ କଂଗ୍ରେସ ଭାଜପା
Leader since ୧୯୯୬୨୦୧୮୧୯୯୫
Leader's seat ହିଞ୍ଜିଳିଘସିପୁରାଭଣ୍ଡାରିପୋଖରୀଭବାନୀପାଟଣା
Current seats ୧୧୭୧୬୧୦

ଫଳାଫଳ

Incumbent CM

ନବୀନ ପଟ୍ଟନାୟକ
ବିଜଦ

ଓଡ଼ିଶାର ବିଧାନ ସଭା ନିର୍ବାଚନ ୨୦୧୯ ମସିହା ୧୧ ଅପ୍ରେଲରୁ ୨୯ ଅପ୍ରେଲ ମଧ୍ୟରେ ଓଡ଼ିଶାର ଲୋକ ସଭା ଆସନଗୁଡ଼ିକର ନିର୍ବାଚନ ସହ ମିଶିକରି ଅନୁଷ୍ଠିତ ହୋଇଥିଲା ।[][] ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ[], ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଦଳ ମୁଖ୍ୟ ପ୍ରତିଯୋଗୀ ଭାବେ ନିର୍ବାଚନ ଲଢ଼ିଥିଲେ । ୧୫ଶ ବିଧାନ ସଭାର କାର୍ଯ୍ୟକାଳ ୨୪ ମଇ ୨୦୧୯ ତାରିଖରେ ସମାପ୍ତ ଘଟିଥିଲା ।

ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥରେ ଲୋକେ ମତଦାନ ପାଇଁ ଧାଡ଼ି ହୋଇ ଛିଡ଼ାହୋଇଥିବାର ଏକ ଦୃଶ୍ୟ

ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ ତାରିଖରେ ପ୍ରକାଶ ପାଇଥିଲା, ଯେଉଁଥିରେ ବିଜେଡି ମୋଟ ୧୪୬ରୁ (ପାଟକୁରା ଆସନରେ ନିର୍ବାଚନ ହୋଇନଥିଲା) ୧୧୨ଟି ଆସନରେ ବିଜୟୀହୋଇ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜୟୀ ହୋଇ ସରକାର ଗଢ଼ିଥିଲେ ।

ପାଟକୁରାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[] ଜୁଲାଇ ୨୪, ୨୦୧୯ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି, ସାବିତ୍ରୀ ଅଗରୱାଲ ଏହି ଆସନରୁ ଜିତିଥିଲେ ।[]

ପୃଷ୍ଠଭୂମି

[ସମ୍ପାଦନା]

ଓଡ଼ିଶାରେ ମୋଟ ୧୪୭ଟି ବିଧାନ ସଭା ଆସନ ରହିଛି । ତନ୍ମଧ୍ୟରୁ ୯୦ଟି ସାଧାରଣ, ୨୪ଟି ଅନୁସୂଚିତ ଜାତି ଏବଂ ବାକି ୩୩ଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଅଟେ ।[] ୧୪୭ଟି ଆସନରୁ ଅତି କମରେ ଗୋଟିଏ ଦଳ କି ଗଠବନ୍ଧନ ଯଦି ୭୪ଟିରୁ ଅଧିକ ଆସନର ସମର୍ଥନ ପ୍ରମାଣିତ କରିପାରିବେ ତେବେ ସେମାନେ ସରକାର ଗଠନ କରିପାରିବେ । ୨୦୧୪ରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ୧୧୭ଟି ଆସନରୁ ଜିତି ଏକାକୀ ସଂଖ୍ୟା ଗରିଷ୍ଠତା ଲାଭ କରି ଦଳର ନେତା ନବୀନ ପଟ୍ଟନାୟକଙ୍କଦ୍ୱାରା ସରକାର ଗଢ଼ିଥିଲେ ।[]

ନିର୍ବାଚନ କାର୍ଯ୍ୟକ୍ରମ ସୂଚୀ

[ସମ୍ପାଦନା]

ଓଡ଼ିଶାର ୧୪୭ଟି ବିଧାନ ସଭା ଆସନରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ।[][୧୦]

ନିର୍ବାଚନ ପର୍ଯ୍ୟାୟ ନିର୍ବାଚନ ତାରିଖ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା
ପ୍ରଥମ ୧୧ ଅପ୍ରେଲ ୨୦୧୯ କଳାହାଣ୍ଡି ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା କଳାହାଣ୍ଡି, ନୂଆପଡ଼ା
ନବରଙ୍ଗପୁର ଉମରକୋଟ, ଝରିଗାଁ, ନବରଙ୍ଗପୁର‎, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ନବରଙ୍ଗପୁର, ମାଲକାନଗିରି, କୋରାପୁଟ
ବ୍ରହ୍ମପୁର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଗଞ୍ଜାମ, ଗଜପତି
କୋରାପୁଟ ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗି କୋରାପୁଟ, ରାୟଗଡ଼ା
ଦ୍ୱିତୀୟ ୧୮ ଅପ୍ରେଲ ୨୦୧୯ ବରଗଡ଼ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା ବରଗଡ଼, ଝାରସୁଗୁଡ଼ା
ସୁନ୍ଦରଗଡ଼ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ସୁନ୍ଦରଗଡ଼
ବଲାଙ୍ଗୀର ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟନାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଝି ବଲାଙ୍ଗୀର, ସୁବର୍ଣ୍ଣପୁର
କନ୍ଧମାଳ ବାଲିଗୁଡ଼ା, ଘୁ. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲା, ଭଞ୍ଜନଗର କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ
ଆସିକା ପୋଲସରା, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ଗଞ୍ଜାମ
ତୃତୀୟ ୨୩ ଅପ୍ରେଲ ୨୦୧୯ ସମ୍ବଲପୁର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ସମ୍ବଲପୁର, ଦେବଗଡ଼, ଅନୁଗୋଳ
କେନ୍ଦୁଝର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ କେନ୍ଦୁଝର, ମୟୂରଭଞ୍ଜ
ଢେଙ୍କାନାଳ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ ଢେଙ୍କାନାଳ, ଅନୁଗୋଳ
କଟକ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ୱାର - କଟକ, କଟକ ସଦର, ଖଣ୍ଡପଡ଼ା କଟକ, ନୟାଗଡ଼
ପୁରୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ପୁରୀ, ଖୋର୍ଦ୍ଧା, ନୟାଗଡ଼
ଭୁବନେଶ୍ୱର ଖଣ୍ଡପଡ଼ା, ଖୋର୍ଦ୍ଧା, ଜଟଣି, ଦଶପଲ୍ଲା, ନୟାଗଡ଼, ବେଗୁନିଆ, ଭୁବନେଶ୍ୱର, ଜୟଦେବ ଖୋର୍ଦ୍ଧା
ଚତୁର୍ଥ ୨୯ ଅପ୍ରେଲ ୨୦୧୯ ମୟୂରଭଞ୍ଜ ଜଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା ମୟୂରଭଞ୍ଜ
ବାଲେଶ୍ୱର ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବାଲେଶ୍ୱର
ଭଦ୍ରକ ସୋର, ଶିମୂଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ଭଦ୍ରକ, ବାଲେଶ୍ୱର
ଯାଜପୁର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦା ଯାଜପୁର
କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା କେନ୍ଦ୍ରାପଡ଼ା, କଟକ
ଜଗତସିଂହପୁର ନିଆଳି, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ଜଗତସିଂହପୁର, କଟକ, ପୁରୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକ ସଭା ଏବଂ ୨୮ଟି ବିଧାନ ସଭା ଆସନ ପାଇଁ ଯଥାକ୍ରମେ ୨୮ ଜଣ ଲୋକ ସଭା ପ୍ରାର୍ଥୀ ଏବଂ ୨୦୩ ଜଣ ବିଧାନ ସଭା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୧]

ପ୍ରଚାର

[ସମ୍ପାଦନା]

କଂଗ୍ରେସ ନିର୍ବାଚନ ପାଇଁ ୪୪ଟି ଆସନରୁ ପ୍ରାର୍ଥୀ ଛିଡ଼ା କରେଇବ ବୋଲି ଅକ୍ଟୋବରରେ ଘୋଷଣା କରିଥିଲେ ।[୧୨][୧୩] ସେହି ମାସ, ଅକ୍ଟୋବର, ୨୦୧୮ରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ।[୧୪][୧୫] ଏହାର ମାସକ ପରେ ନଭେମ୍ବରରେ ଭାରତୀୟ ଜନତା ପାର୍ଟି ପକ୍ଷ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।[୧୬][୧୭] ନରେନ୍ଦ୍ର ମୋଦୀଙ୍କର ଜନପ୍ରିୟତାରେ ବିଜେପି ଓଡ଼ିଶାରେ ନିର୍ବାଚନ ଜିତିବା ଆଶାରେ ଥିଲେ ।[୧୮]

ପ୍ରସଙ୍ଗଗୁଡ଼ିକ

[ସମ୍ପାଦନା]

ବେକାରୀ ସମସ୍ୟା, ଚାଷ ଜମିକୁ ପାଣି, ଘରକୁ ପାଣି, ମନରେଗା (MNREGA)ରେ ଆସୁଥିବା ଟଙ୍କାର ଲୁଟ ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ରହିଥିଲା ।[୧୯] କଂଗ୍ରେସ ଏହାର ପ୍ରସ୍ତାବିତ ଇସ୍ତାହାରରେ ଚାଷ ଓ ଚାଷୀ ପ୍ରସଙ୍ଗରେ କୃଷି ଋଣଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ଚାଷୀଙ୍କୁ ୫ ବର୍ଷ ଯାଏଁ ସହାୟତା, ସୋଲାର ପମ୍ପ ଯୋଗାଣ, ପ୍ରତ୍ୟେକ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ; ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ମହିଳାଙ୍କୁ ଆର୍ଥିକ ସହାୟତା ବ୍ୟତୀତ ସେମାନଙ୍କୁ ସଶକ୍ତୀକରଣ କରି ସେମାନଙ୍କ ମାଧ୍ୟମରେ ରାଜ୍ୟରେ ମହିଳା ହିଂସା ହାର ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।[୨୦]

ବିଭିନ୍ନ ଦଳ ଏବଂ ଗଠବନ୍ଧନ

[ସମ୍ପାଦନା]

ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ୧୭ ଫେବୃୟାରୀ ୨୦୧୯ରେ ସିପିଆଇ, ସିପିଏମ୍‍, ଜେଏମଏମ ଓ କଂଗ୍ରେସକୁ ନେଇ ଏକ ମହାମେଣ୍ଟ ଗଠନ କରାଯିବ ବୋଲି ଘୋଷଣା କରିଥିଲେ ।[୨୧]

ପ୍ରାର୍ଥୀ ତାଲିକା

[ସମ୍ପାଦନା]

ବିଧାନ ସଭା ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା:[୨୨][୨୩][୨୪][୨୫][୨୬][୨୭][୨୮][୨୯][୩୦][୩୧][୩୨][୩୩][୩୪]

ନିର୍ବାଚନ ମଣ୍ଡଳୀ କ୍ରମାଙ୍କ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ
ବିଜେତାବିଜୁ ଜନତା ଦଳଭାରତୀୟ ଜନତା ପାର୍ଟିଭାରତୀୟ ଜାତୀୟ କଂଗ୍ରେସଅନ୍ୟ ଦଳ ପ୍ରାର୍ଥୀସ୍ୱାଧୀନ ପ୍ରାର୍ଥୀ
ଅତାବିରା(ସଂ)ସ୍ନେହାଙ୍ଗିନୀ ଛୁରିଆ ସ୍ନେହାଙ୍ଗିନୀ ଛୁରିଆମିଲନ ସେଠ୍ନିହାର ମହାନନ୍ଦ
୬୧ ଅନୁଗୁଳରଜନୀକାନ୍ତ ସିଂହ ରଜନୀକାନ୍ତ ସିଂହପ୍ରତାପ ପ୍ରଧାନବିପ୍ଳବ ଜେନା
୮୯ ଆଠଗଡରଣେନ୍ଦ୍ର ପ୍ରତାପ ସ୍ୱାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଉମାବଲ୍ଲଭ ରଥ
୬୩ ଆଠମଲ୍ଲିକରମେଶ ଚନ୍ଦ୍ର ସାଇ ରମେଶ ଚନ୍ଦ୍ର ସାଇ ବିଜୟାନନ୍ଦ ଛୋଲିଆ
୨୨ ଆନନ୍ଦପୁର(ସଂ)ଭାଗିରଥୀ ସେଠୀ ଭାଗିରଥୀ ସେଠୀ ଜୟଦେବ ଜେନା
୯୮ ଆଳିପ୍ରତାପ କେଶରୀ ଦେବ ପ୍ରତାପ କେଶରୀ ଦେବଦୋଳଗୋବିନ୍ଦ ନାୟକଦେବେନ୍ଦ୍ର ଶର୍ମା
୧୨୮ ଆସ୍କାମଞ୍ଜୁଳା ସ୍ୱାଇଁ ମଞ୍ଜୁଳା ସ୍ୱାଇଁଦେବରାଜ ମହାନ୍ତିମନୋଜ କୁମାର ଜେନା
୩୧ ଉଦଳା (ସଂ)ଭାସ୍କର ମଢ଼େଇ ଶ୍ରୀନାଥ ସୋରେନ୍‌ଭାସ୍କର ମଢ଼େଇ
୭୩ ଉମରକୋଟ(ସଂ)ନିତ୍ୟାନନ୍ଦ ଗଣ୍ଡ ସୁବାଷ ଗଣ୍ଡନିତ୍ୟାନନ୍ଦ ଗଣ୍ଡଯଶୋଦା ରାଣୀ ଗଣ୍ଡ
୧୧୪ ଏକାମ୍ର ଭୁବନେଶ୍ୱରଅଶୋକ ଚନ୍ଦ୍ର ପଣ୍ଡା ଅଶୋକ ଚନ୍ଦ୍ର ପଣ୍ଡାବାବୁ ସିଂହରଶ୍ମୀରେଖା ମହାପାତ୍ର
୯୩ କଟକ ସଦର(ସଂ)ଚନ୍ଦ୍ର ସାରଥି ବେହେରା ଚନ୍ଦ୍ର ସାରଥି ବେହେରାଦିଲ୍ଲୀପ ମଲ୍ଲିକଅଭିଷେକ ମହାନନ୍ଦ
୭୦ କଣ୍ଟାବାଞ୍ଜିସନ୍ତୋଷ ସିଂ ସାଲୁଜା ଅଜୟ ଦାସଲକ୍ଷ୍ମଣ ବାଗସନ୍ତୋଷ ସିଂ ସାଲୁଜା
୮୫ କଣ୍ଟାମାଳମହୀଧର ରଣା ମହୀଧର ରଣାକହ୍ନେଇ ଡାଙ୍ଗପ୍ରଶାନ୍ତ ସାହୁ
୧୨୫ କବିସୂର୍ଯ୍ୟ ନଗରଲତିକା ପ୍ରଧାନ ଲତିକା ପ୍ରଧାନରଂଜନ ପଲ୍ଲାଇବିଜୟ କୁମାର ସାହୁ
୩୦ କରଂଜିଆ(ସଂ)ବାସନ୍ତୀ ହେମ୍ବ୍ରମ ବାସନ୍ତୀ ହେମ୍ବ୍ରମପଦ୍ମଚରଣ ହାଇବ୍ରୁସୁଦାମ ଚରଣ ନାୟକ
୧୦୫ କାକଟପୁର(ସଂ)ତୁଷାରକାନ୍ତି ବେହେରା ତୁଷାରକାନ୍ତି ବେହେରା ବିଶ୍ୱଭୂଷଣ ଦାସ
୫୭ କାମାକ୍ଷାନଗରପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଫୁଲ୍ଲ କୁମାର ମଲ୍ଲିକଶତ୍ରୁଘ୍ନ ଜେନା
୧୫ କୁଚିଣ୍ଡା(ସଂ)କିଶୋର ଚନ୍ଦ୍ର ନାୟକ କିଶୋର ଚନ୍ଦ୍ର ନାୟକରବିନାରାୟଣ ନାୟକଶୋଭରାମ ପ୍ରଧାନ
୨୪ କେନ୍ଦୁଝର(ସଂ)ମୋହନ ଚରଣ ମାଝୀ ମାଧବ ସର୍ଦ୍ଦାରମୋହନ ଚରଣ ମାଝୀବିଦ୍ୟାଧର ଦେହୁରୀ
୯୭ କେନ୍ଦ୍ରାପଡ଼ାଶଶିଭୂଷଣ ବେହେରା ଶଶିଭୂଷଣ ବେହେରା[୩୫]ଗଣେଶ୍ୱର ବେହେରା
୧୪୨ କୋଟପାଡ଼(ସଂ)ପଦ୍ମିନୀ ଦିଆନ ପଦ୍ମିନୀ ଦିଆନଖଗେଶ୍ୱର ପୂଜାରୀଚନ୍ଦ୍ରଶେଖର ମାଝୀ
୧୪୪ କୋରାପୁଟ(ସଂ)ରଘୁରାମ ପୋଡାଲ ରଘୁରାମ ପୋଡାଲତ୍ରିପୁରା ଗର୍ଦ୍ଦାକୃଷ୍ଣଚନ୍ଦ୍ର କୁଲଦୀପ୍
୫୩ କୋରାଇଅଶୋକ କୁମାର ବଳ ଅଶୋକ କୁମାର ବଳ ବିଶ୍ୱଜିତ ନାୟକବନ୍ଦିତା ପରିଡା
୧୨୦ ଖଣ୍ଡପଡ଼ାସୌମ୍ୟ ରଞ୍ଜନ ପଟ୍ଟନାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସିଦ୍ଧାର୍ଥ ସିଂ ମର୍ଦ୍ଦରାଜଦୁଷ୍ମନ୍ତ କୁମାର ସ୍ୱାଇଁ
୭୨ ଖଡ଼ିଆଳଅଧିରାଜ ମୋହନ ପାଣିଗ୍ରାହୀ ଲମ୍ବୋଦର ନିଆଲରୀତାରାଣୀ ବଗର୍ତ୍ତିଅଧିରାଜ ମୋହନ ପାଣିଗ୍ରାହୀ
୧୨୬ ଖଲ୍ଲିକୋଟ (ସଂ)ସୂର୍ଯ୍ୟମଣି ବୈଦ୍ୟ ସୂର୍ଯ୍ୟମଣି ବୈଦ୍ୟଶ୍ରୀମତୀ ଭାରତୀ ବେହେରାଭୋକାଲି ସେଟି
୧୧୭ ଖୋର୍ଦ୍ଧାଜ୍ୟୋତିରିନ୍ଦ୍ର ନାଥ ମିତ୍ର ଜ୍ୟୋତିରିନ୍ଦ୍ର ନାଥ ମିତ୍ର କାଳୁଖଣ୍ଡାୟତ ରାୟ
୧୩୮ ଗୁଣୁପୁର(ସଂ)ରଘୁନାଥ ଗମାଙ୍ଗ ରଘୁନାଥ ଗମାଙ୍ଗଶିଶିର ଗମାଙ୍ଗପୁରୁଷୋତ୍ତମ ଗମାଙ୍ଗ
୧୩୨ ଗୋପାଳପୁରପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଦୀପ କୁମାର ପାଣିଗ୍ରାହୀବିଭୂତି ଜେନାଏସ୍.ଧାମରାଜ ରେଡ୍ଡି
୨୧ ଘସିପୁରାବଦ୍ରି ନାରାୟଣ ପାତ୍ର ବଦ୍ରି ନାରାୟଣ ପାତ୍ରପୃଥ୍ୱୀରାଜ କୁଅଁରନିରଞ୍ଜନ ପଟ୍ଟନାୟକ
୨୫ ଚମ୍ପୁଆମିନାକ୍ଷୀ ମହନ୍ତ ମିନାକ୍ଷୀ ମହନ୍ତ ମୁରଲୀ ଶର୍ମାଯଦୁମଣୀ ବାରିକ
୪୭ ଚାନ୍ଦବାଲିବ୍ୟୋମକେଶ ରାୟ ବ୍ୟୋମକେଶ ରାୟମନମୋହନ ସାମଲ
୧୩୫ ଚିକିଟିଉଷା ଦେବୀ ଉଷା ଦେବୀମନୋରଞ୍ଜନ ଦ୍ୟାନସାମନ୍ତରାୟସୁବାସ ଚନ୍ଦ୍ର ରାଉତ
୧୪୭ ଚିତ୍ରକୋଣ୍ଡା(ସଂ)ପୂର୍ଣଚନ୍ଦ୍ର ବକା ପୂର୍ଣଚନ୍ଦ୍ର ବକାପାଡୁ ମାଝୀଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
୧୧୮ ଚିଲିକାପ୍ରଶାନ୍ତ କୁମାର ଜଗଦେବ ପ୍ରଶାନ୍ତ କୁମାର ଜଗଦେବ ପୃଥ୍ୱୀରାଜ ହରିଚନ୍ଦନ ପ୍ରଦୀପ ସ୍ବାଇଁ
୯୧ ଚୌଦ୍ୱାର କଟକସୌଭିକ ବିଶ୍ୱାଳ ସୌଭିକ ବିଶ୍ୱାଳନୟନ କିଶୋର ମହାନ୍ତିଜଗଦିଶ ମହାନ୍ତି
୧୨୭ ଛତ୍ରପୁରସୁବାସ ଚନ୍ଦ୍ର ବେହେରା ସୁବାସ ଚନ୍ଦ୍ର ବେହେରାପ୍ରଶାନ୍ତ କର
୬୨ ଛେଣ୍ଡିପଦା(ସଂ)ସୁଶାନ୍ତ କୁମାର ବେହେରା ସୁଶାନ୍ତ କୁମାର ବେହେରାଅଗସ୍ତି ବେହେରାସସ୍ମିତା ବେହେରା
୧୦୪ ଜଗତସିଂହପୁରପ୍ରଶାନ୍ତ କୁମାର ମୁଦୁଲି ପ୍ରଶାନ୍ତ କୁମାର ମୁଦୁଲି ସତ୍ୟବ୍ରତ ମହାପାତ୍ରଚିରଂଜୀବ ବିଶ୍ୱାଳ
୧୧୫ ଜଟଣୀସୁରେଶ କୁମାର ରାଉତରାୟ ବିଭୂତି ଭୂଷଣ ବଳବନ୍ତରାୟବିଶ୍ୱରଞ୍ଜନ ବଡ଼ଜେନା ସୁରେଶ କୁମାର ରାଉତରାୟ
୩୫ ଜଳେଶ୍ୱରଅଶ୍ୱିନୀ କୁମାର ପାତ୍ର ଅଶ୍ୱିନୀ କୁମାର ପାତ୍ରଜୟନାରାୟଣ ମହାନ୍ତିସୁଦର୍ଶନ ଦାସ
୮୩ ଜି.ଉଦୟଗିରି(ସଂ)ସାଲୁଜା ପ୍ରଧାନ ସାଲୁଜା ପ୍ରଧାନଶ୍ରୀମତୀ ଅର୍ଚ୍ଚନା ପ୍ରଧାନଶ୍ୟାମଘନ ପ୍ରଧାନ
୭୮ ଜୁନାଗଡ଼ଦିବ୍ୟଶଙ୍କର ମିଶ୍ର ଦିବ୍ୟଶଙ୍କର ମିଶ୍ରମନୋଜ ମେହେରଅନୀଲ ସିଂ ଦେଓ
୧୪୩ ଜୟପୁରତାରାପ୍ରସାଦ ବାହିନୀପତି ରବିନାରାୟଣ ନନ୍ଦଗୈାତମ ସାମନ୍ତରାୟତାରାପ୍ରସାଦ ବାହିନୀପତି
୧୧୧ ଜୟଦେବଅରବିନ୍ଦ ଢାଲି ଅରବିନ୍ଦ ଢାଲି[୩୫]ନରେନ୍ଦ୍ର ନାୟକସୁକାନ୍ତ ତିଆଡ଼ି ଭୋଇନବ କିଶୋର ମଲ୍ଲିକ
୭୪ ଝରିଗ୍ରାମପ୍ରକାଶ ଚନ୍ଦ୍ର ମାଝୀ ପ୍ରକାଶ ଚନ୍ଦ୍ର ମାଝୀପର୍ଶୁରାମ ମାଝୀଉଧାର ମାଝୀ
ଝାରସୁଗୁଡ଼ାନବ କିଶୋର ଦାସ ନବ କିଶୋର ଦାସଦିନେଶ ଜୈନମହେନ୍ଦ୍ର ନାୟକ
୬୯ ଟିଟିଲାଗଡ଼ଟୁକୁନି ସାହୁ ଟୁକୁନି ସାହୁଅଶୋକ ଦୋରାସୁରେନ୍ଦ୍ର ସିଂ ଭୋଇ
୭୬ ଡାବୁଗାଁ(ସଂ)ମନୋହର ରନ୍ଧାରୀ ମନୋହର ରନ୍ଧାରୀପଦ୍ମନ ନାୟକଭୂଜବଳ ମାଝୀ
୫୫ ଢେଙ୍କାନାଳସୁଧୀର କୁମାର ସାମଲ ସୁଧୀର କୁମାର ସାମଲକୃଷ୍ଣଚନ୍ଦ୍ର ପାତ୍ରନବୀନ ନନ୍ଦ
ତଳସରା(ସଂ)ଭବାନୀ ଶଙ୍କର ଭୋଇ ଷ୍ଟିଫେନ ସୋରେନଭବାନୀ ଶଙ୍କର ଭୋଇପ୍ରଫୁଲ୍ଲ ମାଝି
୬୦ ତାଳଚେରବ୍ରଜ କିଶୋର ପ୍ରଧାନ ବ୍ରଜ କିଶୋର ପ୍ରଧାନକାଳନ୍ଦୀ ସାମଲସୁରେଶ ଚନ୍ଦ୍ର ବେହେରା
୧୦୨ ତିର୍ତ୍ତୋଲ (ସଂ)ବିଷ୍ଣୁ ଚରଣ ଦାସ ବିଷ୍ଣୁ ଚରଣ ଦାସପ୍ରଫେସର ରମାକାନ୍ତ ଭୋଇ
୨୦ ତେଲକୋଇ (ସଂ)ପ୍ରେମାନନ୍ଦ ନାଏକ ପ୍ରେମାନନ୍ଦ ନାଏକଧନୁର୍ଜୟ ସିଧୁ
୧୨୧ ଦଶପଲ୍ଲା(ସଂ)ରମେଶ ଚନ୍ଦ୍ର ବେହେରା ରମେଶ ଚନ୍ଦ୍ର ବେହେରାପୂର୍ଣ୍ଣଚନ୍ଦ୍ର ନାୟକପ୍ରଶାନ୍ତ କୁମାର ନାୟକ
୧୩୪ ଦିଗପହଣ୍ଡିସୂର୍ଯ୍ୟ ନାରାୟଣ ପାତ୍ର ସୂର୍ଯ୍ୟ ନାରାୟଣ ପାତ୍ରପିଙ୍କି ପ୍ରଧାନବିସ୍ମୟ ମହାପାତ୍ର/ପ୍ରଫୁଲ୍ଲ ପଣ୍ଡା (ଯାଞ୍ଚ ଆବଶ୍ୟକ)
୧୯ ଦେବଗଡସୁବାଶ ଚନ୍ଦ୍ର ପାଣିଗ୍ରାହୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସୁବାଶ ଚନ୍ଦ୍ର ପାଣିଗ୍ରାହୀଉମାଶଙ୍କର ସାହୁ
୭୯ ଧର୍ମଗଡ଼ମୌସଦୀ ବାଗ ମୌସଦୀ ବାଗଅନନ୍ତ ପ୍ରତାପ ଦେଓଦିଗମ୍ବର ଦୁରିଆ
୫୧ ଧର୍ମଶାଳାପ୍ରଣବ କୁମାର ବଳବନ୍ତରାୟ ପ୍ରଣବ କୁମାର ବଳବନ୍ତରାୟରମେଶ ଚନ୍ଦ୍ର ପରିଡ଼ା
୪୬ ଧାମନଗର (ସଂ)ବିଷ୍ଣୁ ଚରଣ ସେଠୀ ରାଜେନ୍ଦ୍ର କୁମାର ଦାସ ବିଷ୍ଣୁ ଚରଣ ସେଠୀ
୭୫ ନବରଙ୍ଗପୁର(ସଂ)ସଦାଶିବ ପ୍ରଧାନୀ ସଦାଶିବ ପ୍ରଧାନୀଗୌରୀ ମାଝୀସଦନ ନାଏକ
୮୧ ନର୍ଲାଭୂପିନ୍ଦର ସିଂ ଭୂପିନ୍ଦର ସିଂଅନିରୁଦ୍ଧ ପ୍ରଧାନଚିତରଂଜନ ମଣ୍ଡଳ
୯୨ ନିଆଳୀପ୍ରମୋଦ କୁମାର ମଲ୍ଲିକ ପ୍ରମୋଦ କୁମାର ମଲ୍ଲିକ ଛବି ମଲ୍ଲିକ
୧୦୬ ନିମାପଡ଼ାସମୀର ରଞ୍ଜନ ଦାସ ସମୀର ରଞ୍ଜନ ଦାସ ପାର୍ବତୀ ପରିଡ଼ା
୪୦ ନୀଳଗିରିସୁକାନ୍ତ କୁମାର ନାୟକ ସନ୍ତୋଷ ଖଟୁଆ ସୁକାନ୍ତ କୁମାର ନାୟକ ମନୋଜ ମଂଜରୀ ଦେବି
୭୧ ନୂଆପଡ଼ାରାଜେନ୍ଦ୍ର ଢ଼ୋଲକିଆ ରାଜେନ୍ଦ୍ର ଢ଼ୋଲକିଆହୋମସିଂହ ମାଝୀଘାସିରାମ ମାଝୀ
୧୨୨ ନୟାଗଡ଼ଅରୁଣ କୁମାର ସାହୁ ଅରୁଣ କୁମାର ସାହୁଇରାନି ରାୟ
୧୪୫ ପଟାଙ୍ଗୀପ୍ରୀତମ୍ ପାଢ଼ୀ ପ୍ରୀତମ୍‌ ପାଢ଼ୀରାମଚନ୍ଦ୍ର ପାଙ୍ଗୀରାମଚନ୍ଦ୍ର କାଡାମ୍
ପଦ୍ମପୁରବିଜୟରଞ୍ଜନ ସିଂ ବରିହା ବିଜୟରଞ୍ଜନ ସିଂ ବରିହାପ୍ରଦୀପ ପୁରୋହିତସତ୍ୟଭୂଷଣ ସାହୁ
୫୮ ପରଜଙ୍ଗନୃସିଂହ ଚରଣ ସାହୁ ନୃସିଂହ ଚରଣ ସାହୁବିଭୂତି ପ୍ରଧାନ
୯୬ ପାଟକୁରାସାବିତ୍ରୀ ଅଗରୱାଲ[] ସାବିତ୍ରୀ ଅଗରୱାଲବିଜୟ ମହାପାତ୍ରଜୟନ୍ତ ମହାନ୍ତି
୨୩ ପାଟଣାଜଗନ୍ନାଥ ନାଏକ ଜଗନ୍ନାଥ ନାଏକଭବାନୀଶଙ୍କର ନାୟକ
୬୭ ପାଟଣାଗଡ଼ସରୋଜ ମେହେର ସରୋଜ ମେହେରକନକବର୍ଦ୍ଧନ ସିଂଦେଓରମେଶ ପୁରୋହିତ
୧୩୭ ପାରଳାଖେମୁଣ୍ଡିକେ. ନାରାୟଣ ରାଓ କଲ୍ୟାଣୀ ଗଜପତିକେ. ନାରାୟଣ ରାଓକେ. ସୁର୍ଯ୍ୟା ରାଓ
୧୦୧ ପାରାଦୀପସମ୍ବିତ ରାଉତରାୟ ସମ୍ବିତ ରାଉତରାୟସମ୍ପଦ ସ୍ବାଇଁଅରିନ୍ଦମ ସର୍ଖେଲ
୧୦୭ ପୁରୀଜୟନ୍ତ କୁମାର ଷଡ଼ଙ୍ଗୀ ମହେଶ୍ୱର ମହାନ୍ତିଜୟନ୍ତ କୁମାର ଷଡ଼ଙ୍ଗୀ
୫୯ ପାଲଲହଡାମୁକେଶ କୁମାର ପାଲ ମୁକେଶ କୁମାର ପାଲ ଅଶୋକ ମହାନ୍ତିସୁବ୍ରତ ଗଡନାୟକ
୧୧୦ ପିପିଲିପ୍ରଦୀପ ମହାରଥୀ ପ୍ରଦୀପ ମହାରଥୀ ଆଶ୍ରିତ ପଟ୍ଟନାୟକ
୧୨୪ ପୋଲସରାଶ୍ରୀକାନ୍ତ ସାହୁ ଶ୍ରୀକାନ୍ତ ସାହୁଗୋକୁଳାନନ୍ଦ ମଲ୍ଲିକହରିଚରଣ ସ୍ୱାଇଁ
୮୪ ଫୁଲବାଣୀଅଙ୍ଗଦ କଅଁର ଅଙ୍ଗଦ କଅଁର ଦେବନାରାୟଣ ପ୍ରଧାନକିଶୋର ଚନ୍ଦ୍ର କଅଁର
୫୦ ବଡ଼ଚଣାଅମର ପ୍ରସାଦ ଶତପଥୀ ଅମର ପ୍ରସାଦ ଶତପଥୀଅମର ନାୟକ
୮୭ ବଡ଼ମ୍ବାଦେବୀ ପ୍ରସାଦ ମିଶ୍ର ଦେବୀ ପ୍ରସାଦ ମିଶ୍ରବିଜୟ କୁମାର ଦଳବେହେରା
୩୨ ବଡ଼ସାହି (ସଂ)ସନାତନ ବିଜୁଳି ବୃନ୍ଦାବନ ଦାସସନାତନ ବିଜୁଳି
୧୪ ବଣାଇଗଡ଼(ସଂ)ଲକ୍ଷ୍ମଣ ମୁଣ୍ଡା ରଞ୍ଜିତ କିଷାନଅନିଲ ବାର୍ଲାଲକ୍ଷ୍ମଣ ମୁଣ୍ଡା (ସିପିଆଇଏମ)
ବରଗଡ଼ଦେବେଶ ଆଚାର୍ଯ୍ୟ ଦେବେଶ ଆଚାର୍ଯ୍ୟଅଶ୍ୱିନୀ ଷଡ଼ଙ୍ଗୀନିପନ୍ ଦାସ
୪୯ ବରୀସୁନନ୍ଦା ଦାସ ସୁନନ୍ଦା ଦାସ ବିଶ୍ୱରଞ୍ଜନ ମଲ୍ଲିକ
୩୭ ବସ୍ତାନିତ୍ୟାନନ୍ଦ ସାହୁ ନିତ୍ୟାନନ୍ଦ ସାହୁ ରଘୁନାଥ ମହାନ୍ତି
୬୮ ବଲାଙ୍ଗୀରନରସିଂହ ମିଶ୍ର ଅର୍କ ନାରାୟଣ ସିଂଦେଓଅନନ୍ତ ଦାସନରସିଂହ ମିଶ୍ର
୮୮ ବାଙ୍କିଦେବୀରଞ୍ଜନ ତ୍ରିପାଠୀ ଦେବୀରଞ୍ଜନ ତ୍ରିପାଠୀଦେବାଶିଷ ପଟ୍ଟନାୟକ
୨୯ ବାଙ୍ଗିରିପୋଷି (ସଂ)ସୁଦାମ ମାରାଣ୍ଡି ସୁଦାମ ମାରାଣ୍ଡିସୁକୁଡା ମୁର୍ମୁ
୯୦ ବାରବାଟୀ-କଟକମହମ୍ମଦ ମୁକ୍କିମ ଦେବାଶିଷ ସାମନ୍ତରାୟସମୀର ଦେମହମ୍ମଦ ମୁକ୍କିମ
୩୩ ବାରିପଦା (ସଂ)ପ୍ରକାଶ ସୋରେନ ସରୋଜିନୀ ହେମ୍ବ୍ରମ [୩୬]ପ୍ରକାଶ ସୋରେନ୍
୧୦୩ ବାଲିକୁଦା ଏରସମାରଘୁନନ୍ଦନ ଦାସ ରଘୁନନ୍ଦନ ଦାସ ଦାମୋଦର ରାଉତ
୮୨ ବାଲିଗୁଡ଼ା(ସଂ)ଚକ୍ରମଣି କହଁର ଚକ୍ରମଣି କହଁରକରେନ୍ଦ୍ର ମାଝୀସିମନ୍ ମଲ୍ଲିକ
୩୮ ବାଲେଶ୍ୱରମଦନମୋହନ ଦତ୍ତ ଜୀବନ ପ୍ରଦୀପ ଦାଶମଦନମୋହନ ଦତ୍ତନବଜ୍ୟୋତି ପଟ୍ଟନାୟକ [୩୭]
୪୫ ବାସୁଦେବପୁରବିଷ୍ଣୁବ୍ରତ ରାଉତରାୟ ବିଷ୍ଣୁବ୍ରତ ରାଉତରାୟମାଧବାନନ୍ଦ ମଲ୍ଲିକ
୪୮ ବିଞ୍ଝାରପୁର (ସଂ)ପ୍ରମିଳା ମଲ୍ଲିକ ପ୍ରମିଳା ମଲ୍ଲିକଶ୍ରୀମତି ବବିତା ମଲ୍ଲିକ
ବିଜେପୁରନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକସନତ ଗଡ଼ତିଆ [୩୮]ରିପୁନାଥ ସେଠ
୧୩୯ ବିଷମ କଟକ(ସଂ)ଜଗନ୍ନାଥ ସାରକା ଜଗନ୍ନାଥ ସାରକାଶିବଶଙ୍କର ଉଲ୍ଲାକାନୀଳମାଧବ ହିକୋକା
୬୪ ବୀରମହାରାଜପୁର(ସଂ)ପଦ୍ମନାଭ ବେହେରା ପଦ୍ମନାଭ ବେହେରାରଘୁନାଥ ଜଗଡାଲବିନୋଦ କୁମାର ପାତ୍ର
୧୦ ବୀରମିତ୍ରପୁର(ସଂ)ଶଙ୍କର ଓରାମ ଶଙ୍କର ଓରାମରୋହିତ ଯୋଶେଫ୍ ତିର୍କୀ
୧୧୬ ବେଗୁନିଆରାଜେନ୍ଦ୍ର କୁମାର ସାହୁ ରାଜେନ୍ଦ୍ର କୁମାର ସାହୁ ରିଷଭ ନନ୍ଦପ୍ରଦୀପ ସାହୁ
୮୬ ବୌଦ୍ଧପ୍ରଦୀପ କୁମାର ଅମାତ ପ୍ରଦୀପ କୁମାର ଅମାତସୁଶାନ୍ତ ପ୍ରଧାନ
ବ୍ରଜରାଜନଗରକିଶୋର କୁମାର ମହାନ୍ତି କିଶୋର କୁମାର ମହାନ୍ତିଶ୍ରୀମତୀ ରାଧାରାଣୀ ପଣ୍ଡା
୧୦୮ ବ୍ରହ୍ମଗିରିଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟ କୁମାର ଦାସବର୍ମାଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଉମାକାନ୍ତ ବରାଳ
୧୩୩ ବ୍ରହ୍ମପୁରବିକ୍ରମ କୁମାର ପଣ୍ଡା ବିକ୍ରମ କୁମାର ପଣ୍ଡାକାହ୍ନୁ ପତିଲିଙ୍ଗରାଜ ଚୌଧୁରୀ
୧୨୩ ଭଞ୍ଜନଗରବିକ୍ରମ କେଶରୀ ଆରୁଖ ବିକ୍ରମ କେଶରୀ ଆରୁଖପ୍ରଦ୍ୟୁମ୍ନ ନାୟକସଞ୍ଜୟ କୁମାର ତ୍ରିପାଠୀ
୪୪ ଭଦ୍ରକସଞ୍ଜିବ କୁମାର ମଲିକ ସଞ୍ଜିବ କୁମାର ମଲିକପ୍ରଦୀପ ନାୟକନିରଞ୍ଜନ ପଟ୍ଟନାୟକ [୩୭]
୪୩ ଭଣ୍ଡାରିପୋଖରୀପ୍ରଫୁଲ ସାମଲ ପ୍ରଫୁଲ ସାମଲବଦ୍ରିନାରାୟଣ ଧଳନିରଞ୍ଜନ ପଟ୍ଟନାୟକ [୩୭]
ଭଟଲିସୁଶାନ୍ତ ସିଂ ସୁଶାନ୍ତ ସିଂଇରାଶିଷ ଆଚାର୍ଯ୍ୟସରୋଜ ମହାପାତ୍ର
୮୦ ଭବାନୀପାଟଣା(ସଂ)ପ୍ରଦୀପ୍ତ କୁମାର ନାୟକ ଦୁଷ୍ମନ୍ତ ନାଏକପ୍ରଦୀପ୍ତ କୁମାର ନାୟକସାଗର ଚରଣ ଦାସ
୧୧୩ ଭୁବନେଶ୍ୱର (ଉତ୍ତର)ସୁଶାନ୍ତ କୁମାର ରାଉତ ସୁଶାନ୍ତ କୁମାର ରାଉତ ଇତିସ ପ୍ରଧାନ
୧୧୨ ଭୁବନେଶ୍ୱର (ମଧ୍ୟ)ଅନନ୍ତ ନାରାୟଣ ଜେନା ଅନନ୍ତ ନାରାୟଣ ଜେନା [୩୯]ଜଗନ୍ନାଥ ପ୍ରଧାନରାଜୀବ ପଟ୍ଟନାୟକ
୩୬ ଭୋଗରାଇଅନନ୍ତ ଦାସ ଅନନ୍ତ ଦାସମାନସ ମହାନ୍ତି
୧୦୦ ମହାକାଳପଡ଼ାଅତନୁ ସବ୍ୟସାଚୀ ନାୟକ ଅତନୁ ସବ୍ୟସାଚୀ ନାୟକ
୧୪୬ ମାଲକାନଗିରି(ସଂ)ଆଦିତ୍ୟ ମାଢ଼ୀ ମୁକୁନ୍ଦ ସୋଡ଼ିଆଦିତ୍ୟ ମାଢ଼ୀମାଲା ମାଢ଼ୀ
୯୫ ମାହାଙ୍ଗାପ୍ରତାପ ଜେନା ପ୍ରତାପ ଜେନାଶରଦ ପ୍ରଧାନ
୧୩୬ ମୋହନା(ସଂ)ଦାଶରଥୀ ଗମାଙ୍ଗ ପୂର୍ଣ୍ଣବାସୀ ନାଏକପ୍ରଶାନ୍ତ ମଲ୍ଲିକଦାଶରଥୀ ଗମାଙ୍ଗ
୩୪ ମୋରଡ଼ାରାଜକିଶୋର ଦାସ ରାଜକିଶୋର ଦାସ [୪୦]କୃଷ୍ଣଚନ୍ଦ୍ର ମହାପାତ୍ର [୪୦]ପ୍ରଭାସ କର ମହାପାତ୍ର [୪୦]କଳିଙ୍ଗ କିଶୋର ଜେନା (ଜେଏମଏମ) [୪୦]
୨୬ ଯଶିପୁର (ସଂ)ଗଣେଶରାମ ଖୁଣ୍ଟିଆ ଗୋଲକ ବିହାରି ନାୟକଗଣେଶରାମ ଖୁଣ୍ଟିଆ
୫୨ ଯାଜପୁରପ୍ରଣବ ପ୍ରକାଶ ଦାସ ପ୍ରଣବ ପ୍ରକାଶ ଦାସ ଗୌତମ ରାୟ
୧୧ ରଘୁନାଥପାଲ୍ଲି(ସଂ)ସୁବ୍ରତ ତରାଇ ସୁବ୍ରତ ତରାଇଜଗବନ୍ଧୁ ବେହେରାପ୍ରଶାନ୍ତ ସେଠୀ
୧୧୯ ରଣପୁରସତ୍ୟନାରାୟଣ ପ୍ରଧାନ ସତ୍ୟନାରାୟଣ ପ୍ରଧାନସୁରମା ପାଢ଼ୀଶୁଭଶ୍ରୀ ପଣ୍ଡା
୧୨ ରାଉରକେଲାଶାରଦା ପ୍ରସନ୍ନ ନାୟକ ଶାରଦା ପ୍ରସନ୍ନ ନାୟକନିହାର ରାୟବୀରେନ ସେନାପତି
୨୮ ରାଇରଂଗପୁରନବ ଚରଣ ମାଝୀ ବାସନ୍ତୀ ମାରାଣ୍ଡିନବ ଚରଣ ମାଝୀ
୧୩ ରାଜଗାଙ୍ଗପୁର(ସଂ)ସି.ଏସ୍.ରାଜନ୍ ଏକ୍କା ମଙ୍ଗଳା କିଷାନନରସିଂ ମିଞ୍ଜ୍ସି.ଏସ୍.ରାଜନ୍ ଏକ୍କା
୯୯ ରାଜନଗରଧ୍ରୁବ ଚରଣ ସାହୁ ଧ୍ରୁବ ଚରଣ ସାହୁଅଲେଖ ଜେନାଅଂଶୁମାନ ମହାନ୍ତି
୧୪୦ ରାୟଗଡ଼ା(ସଂ)ମାର୍କଣ୍ଡ ମୁଦୁଲି ଲାଲବିହାରୀ ହିମିରିକାବସନ୍ତ ଉଲ୍ଲାକାଆପଲସ୍ୱାମୀ କାଡ୍ରାକାମାର୍କଣ୍ଡ ମୁଦୁଲି
୧୬ ରେଙ୍ଗାଲି(ସଂ)ନାଉରୀ ନାୟକ ରିନା ତନ୍ତିନାଉରୀ ନାୟକବାଳକ୍ରିଷ୍ଣ ରୋହିଦାସ
୧୮ ରେଢାଖୋଲରୋହିତ ପୂଜାରୀ ରୋହିତ ପୂଜାରୀଦେବେନ୍ଦ୍ର ମହାପାତ୍ରଆସଫ ଅଲ୍ଲୀ ଖାନ
୩୯ ରେମୁଣା (ସଂ)ସୁଧାଂଶୁ ଶେଖର ପରିଡ଼ା ସୁଧାଂଶୁ ଶେଖର ପରିଡ଼ାଗୋବିନ୍ଦ ଚନ୍ଦ୍ର ଦାସ
୧୪୧ ଲକ୍ଷ୍ମୀପୁର(ସଂ)ପ୍ରଭୁ ଜାନୀ ପ୍ରଭୁ ଜାନୀକୁମୁଦ ସାଉଣ୍ଟାକୈଳାସ କୁଲେସିକା
୭୭ ଲାଞ୍ଜିଗଡ଼(ସଂ)ପ୍ରଦୀପ କୁମାର ଦିଶାରୀ ପ୍ରଦୀପ କୁମାର ଦିଶାରୀରମେଶ ମାଝୀଶିବାଜୀ ମାଝୀ
୬୬ ଲୋଇସିଂହା(ସଂ)ମୁକେଶ ମହାଲିଙ୍ଗା ପ୍ରଦୀପ ବେହେରାମୁକେଶ ମହାଲିଙ୍ଗାନବକିଶୋର ନାୟକ
୧୦୯ ସତ୍ୟବାଦୀଉମାକାନ୍ତ ସାମନ୍ତରାୟ ଉମାକାନ୍ତ ସାମନ୍ତରାୟଓମ୍ ପ୍ରକାଶ ମିଶ୍ରପ୍ରସାଦ ହରିଚନ୍ଦନ
୧୭ ସମ୍ବଲପୁରଜୟନାରାୟଣ ମିଶ୍ର ରାସେଶ୍ୱରୀ ପାଣିଗ୍ରାହୀଜୟନାରାୟଣ ମିଶ୍ରଅଶ୍ୱିନୀ ପୁଜାରୀ
୧୩୦ ସାନଖେମୁଣ୍ଡିରମେଶ ଚନ୍ଦ୍ର ଜେନା ନନ୍ଦିନୀ ଦେବୀବିଜୟ ସ୍ୱାଇଁରମେଶ ଚନ୍ଦ୍ର ଜେନା
୨୭ ସାରସକଣା (ସଂ)ବୁଧନ ମୁର୍ମୁ ଅମର ସିଂ ଟୁଡୁବୁଧନ ମୁର୍ମୁରାମଚନ୍ଦ୍ର ହାଁସଦା [୪୧]
୮୭ ସାଲେପୁରପ୍ରଶାନ୍ତ ବେହେରା ପ୍ରଶାନ୍ତ ବେହେରାପ୍ରକାଶ ବେହେରା
୪୨ ଶିମୁଳିଆଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀପଦ୍ମଲୋଚନ ପଣ୍ଡା
୫୪ ସୁକିନ୍ଦାପ୍ରୀତିରଞ୍ଜନ ଘଡ଼େଇ ପ୍ରୀତିରଞ୍ଜନ ଘଡ଼େଇପ୍ରଦୀପ ବଳସାମନ୍ତ
ସୁନ୍ଦରଗଡ଼(ସଂ)କୁସୁମ ଟେଟେ ଯୋଗେଶ ସିଂକୁସୁମ ଟେଟେଅମିତା ବିଶ୍ୱାଳ
୬୫ ସୋନପୁରନିରଞ୍ଜନ ପୂଜାରୀ ନିରଞ୍ଜନ ପୂଜାରୀଅଶୋକ ପୁଜାରୀଚିତରଂଜନ ମିଶ୍ର
୧୨୯ ସୋରଡାପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନୀଳମଣୀ ବିଶୋୟୀସଂଗ୍ରାମ ମହାନ୍ତି
୪୧ ସୋରୋ (ସଂ)ପର୍ଶୁରାମ ଧଡା ପର୍ଶୁରାମ ଧଡାରାକେଶ ମଲ୍ଲିକ
୧୩୧ ହିଞ୍ଜିଳିନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଶମ୍ଭୁନାଥ ପାଣିଗ୍ରାହୀ
୫୬ ହିନ୍ଦୋଳ (ସଂ)ସୀମାରାଣୀ ନାୟକ ସୀମାରାଣୀ ନାୟକଅଶୋକ କୁମାର ନାୟକ

(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ

ଜନମତ ସର୍ବେକ୍ଷଣ

[ସମ୍ପାଦନା]
ତାରିଖ ସର୍ବେକ୍ଷଣ କରିଥିବା ସଂସ୍ଥା ବିଜେଡ଼ି କଂଗ୍ରେସ ଭାଜପା ଅନ୍ୟାନ୍ୟ ଆଗୁଆ
୧୫ ନଭେମ୍ବର ୨୦୧୮ Spick Media ୮୪ ୩୩ ୨୮ ୧୯
ମଇ ୨୦୧୯ ସମ୍ବାଦ-କନକ ୮୫-୯୫ ୧୨-୧୫ ୨୫-୩୪ - ୬୦-୭୦


ଦଳ ଅନୁଯାୟୀ ନିର୍ବାଚନ ଫଳାଫଳ

[ସମ୍ପାଦନା]
ଦଳ ଓ ମେଣ୍ଟ ଲୋକପ୍ରିୟ ମତ ଆସନ
ଭୋଟ % ±pp ଲଢ଼ିଥିଲେ ଜିତିଥିଲେ ପରିବର୍ତ୍ତନ
  ବିଜୁ ଜନତା ଦଳ ୧୦,୫୭୧,୭୨୭ ୪୪.୭୧ ୧୪୬ ୧୧୨ Decrease
  ଭାରତୀୟ ଜନତା ପାର୍ଟି ୭,୬୯୦,୫୮୧ ୩୨.୪୯ ୧୪୬ ୨୩ ୧୩ Increase
  କଂଗ୍ରେସ ୩,୭୭୯,୭୫୧ ୧୬.୧୨ ୧୩୮ Decrease
  ସିପିଆଇ(ମାକ୍ସବାଦୀ) ୭୦,୧୧୯ ୦.୩୦ Steady
  ବହୁଜନ ସମାଜ ପାର୍ଟି ୧୯୩,୧୫୫ ୦.୮୨ ୧୦୭ Steady
  ସ୍ୱାଧୀନ ୬୬୨,୩୫୮ ୨.୮୨ Decrease
  ଅନ୍ୟାନ୍ୟ ୨୪୫,୪୨୫ ୧.୦୫
ମୋଟ ୨୩,୬୦୬,୬୪୭ ୧୦୦.୦୦ ୧୪୭
ବୈଧ ଭୋଟ ୨୩,୬୦୬,୬୪୭ ୯୯.୨୪
ଅବୈଧ ଭୋଟ ୧୮୧,୭୨୮ ୦.୭୬
ଭୋଟ ଦିଆଯାଇଥିଲା ୨୩,୭୮୮,୩୭୫ ୭୩.୨୦
ଅନୁପସ୍ଥିତ ୮,୭୦୯,୩୮୭ ୨୬.୮୦
ପଞ୍ଜୀକୃତ ମତଦାତା ୩୨,୪୯୭,୭୬୨
Source:[୪୨][୪୩][୪୪][୪୫][୪୬]

ଆହୁରି ପଢ଼ନ୍ତୁ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]
  1. Odisha Legislative Assembly election 2019 Website[permanent dead link] [permanent dead link]
  1. Dharitri. "ବାଜିଲା ନିର୍ବାଚନୀ ବିଗୁଲ: ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ, ଏପ୍ରିଲ ୧୧ରୁ ଆରମ୍ଭ; ଆଚରଣବିଧି ଲାଗୁ". Dharitri.com (in ଇଂରାଜୀ). Retrieved 2019-03-11.
  2. Congress, BJD dismiss BJP's claim to win Odisha in 2019 after victory in Tripura Archived 2019-02-22 at the Wayback Machine. New Indian Express, 4 March 2018
  3. "Dharmendra Pradhan to be BJP's chief ministerial candidate in Odisha: Senior BJP leader". The Indian Express (in Indian English). 2018-11-27. Archived from the original on 2018-11-28. Retrieved 2019-02-11.
  4. "ପାଟକୁରା ଉପନିର୍ବାଚନ ପାଇଁ ନବୀନ କଲେ ବୈଠକ, ଚୁଡାନ୍ତ ହେଲା ରଣନୀତି". Sambad (in ଆମେରିକୀୟ ଇଂରାଜୀ). 2019-07-08. Archived from the original on 2019-08-02. Retrieved 2019-08-02.
  5. "ସରିଲା ପାଟକୁରା ନିର୍ବାଚନ ମତଦାନ: ଭୋଟିଂ ୭୦ ପ୍ରତିଶତ ଟପିଲା". OdishaNews365 (in ଆମେରିକୀୟ ଇଂରାଜୀ). 2019-07-20. Archived from the original on 2019-08-02. Retrieved 2019-08-02.
  6. 1 2 "BJD Wins Patkura Poll In Odisha, Trounces BJP By A Margin Of 17,920 Votes". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-08-02. Retrieved 2019-08-02.
  7. "Orissa Assembly Election 2019 - Schedule Date, Opinion Poll & Exit Poll and Results". www.elections.in. Retrieved 2019-02-11.
  8. "List of MLAs of Orissa Legislative Assembly". www.elections.in. Retrieved 2019-02-11.
  9. "Bhubaneswar". Online Odia ePaper | Today Odia News Paper. Archived from the original on 2019-03-13. Retrieved 2019-03-11.
  10. "ନିର୍ବାଚନ-୨୦୧୯ : ଜାଣନ୍ତୁ କେଉଁ ତାରିଖରେ ଆପଣଙ୍କୁ ଭୋଟ ଦେବାର ସୁଯୋଗ ମିଳିବ". Sambad (in ଆମେରିକୀୟ ଇଂରାଜୀ). 2019-03-10. Archived from the original on 2019-03-12. Retrieved 2019-03-11.
  11. "ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଜି ସରିବ". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  12. IANS (2018-10-01). "Congress finalises 44 candidates for Odisha". Business Standard India. Archived from the original on 2018-10-01. Retrieved 2019-02-11.
  13. "Congress Finalises 44 Candidates For Odisha". NDTV.com. Archived from the original on 2018-10-02. Retrieved 2019-02-11.
  14. "Niranjan Cong's CM candidate". www.telegraphindia.com (in ଇଂରାଜୀ). Retrieved 2019-02-11.
  15. "Niranjan Patnaik to be pitched as CM candidate if Cong comes to power in Odisha". odishatv.in (in ଆମେରିକୀୟ ଇଂରାଜୀ). Retrieved 2019-02-11.[permanent dead link]
  16. Bureau, Odisha Sun Times. "Dharmendra Pradhan is BJP's CM candidate for Odisha: Jual Oram | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-02-11.[permanent dead link]
  17. India, Press Trust of (2018-11-27). "Dharmendra Pradhan to be BJP's CM candidate in Odisha in 2019: Party leader". Business Standard India. Archived from the original on 2018-11-27. Retrieved 2019-02-11.
  18. "How BJP plans to win Patnaik's Odisha". Rediff. Archived from the original on 2018-02-21. Retrieved 2019-02-12.
  19. Bureau, Samajalive. "କଣ୍ଟାବାଞ୍ଝି ସଭାରେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା | Samaja Live" (in ଆମେରିକୀୟ ଇଂରାଜୀ). Archived from the original on 2022-08-10. Retrieved 2019-02-19.
  20. "ଛତିଶଗଡ଼ ମଡେଲ୍‌ ଆପଣାଇବ ଓଡ଼ିଶା କଂଗ୍ରେସ". Sambad (in ଆମେରିକୀୟ ଇଂରାଜୀ). 2019-02-18. Archived from the original on 2019-02-21. Retrieved 2019-02-19.
  21. Bureau, Samajalive. "ଓଡ଼ିଶାରେ ବିଜେପି ଓ ବିଜେଡି ବିରୋଧରେ ମହାମେଣ୍ଟ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-18.
  22. Dharitri. "ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା: ହିଞ୍ଜିଳି ଓ ବିଜେପୁରରୁ ଲଢ଼ିବେ ନବୀନ". Dharitri.com (in ଇଂରାଜୀ). Archived from the original on 2019-03-21. Retrieved 2019-03-18.
  23. admin (2019-03-19). "କଂଗ୍ରେସ ୬ଲୋକ ସଭା ଓ ୩୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା". Odisha hot News (in ଆମେରିକୀୟ ଇଂରାଜୀ). Archived from the original on 2020-09-25. Retrieved 2019-03-21.
  24. "ଓଡ଼ିଶା ବିଧାନ ସଭାର ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ଜାଣନ୍ତୁ ଆପଣଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କିଏ". Sambad (in ଆମେରିକୀୟ ଇଂରାଜୀ). 2019-03-23. Archived from the original on 2019-03-23. Retrieved 2019-03-23.
  25. "୨୨ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି". Sambad (in ଆମେରିକୀୟ ଇଂରାଜୀ). 2019-03-23. Archived from the original on 2019-03-23. Retrieved 2019-03-23.
  26. "୯୯ ବିଧାନ ସଭା ଆସନର ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି". LocalWire (in ଆମେରିକୀୟ ଇଂରାଜୀ). 2019-03-21. Archived from the original on 2020-10-30. Retrieved 2019-03-23.
  27. Dharitri. "ଦ୍ୱିତୀୟ ପର୍ଯ୍ୟାୟରେ ୯ ବିଧାନ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି". Dharitri.com (in ଇଂରାଜୀ). Archived from the original on 2019-03-25. Retrieved 2019-03-25.
  28. Dharitri. "ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକ ସଭା, ୯ ବିଧାନ ସଭା". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-26.
  29. Dharitri. "ବିଧାନ ସଭା: ୩୬ ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା". Dharitri.com (in ଇଂରାଜୀ). Archived from the original on 2019-03-27. Retrieved 2019-03-27.
  30. Dharitri. "ବିଧାନ ସଭା ପାଇଁ ବିଜେଡିର ୧୮ ପ୍ରାର୍ଥୀଙ୍କ ନାମ ଘୋଷଣା". Dharitri.com (in ଇଂରାଜୀ). Archived from the original on 2019-03-29. Retrieved 2019-03-29.
  31. Dharitri. "ବଦଳିଲେ କଂଗ୍ରେସର ୨ ପ୍ରାର୍ଥୀ". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-30.
  32. Dharitri. "୪ ବିଧାନ ସଭା ଆସନ ଲାଗି ଭାଜପାର ପ୍ରାର୍ଥୀ ଘୋଷଣା: ବସ୍ତାରୁ ଲଢ଼ିବେ ରଘୁନାଥ". Dharitri.com (in ଇଂରାଜୀ). Archived from the original on 2019-04-04. Retrieved 2019-04-04.
  33. Dharitri. "ପ୍ରକାଶ ପାଇଲା କଂଗ୍ରେସ ପ୍ରାର୍ଥୀ ତାଲିକା". Dharitri.com (in ଇଂରାଜୀ). Archived from the original on 2019-04-04. Retrieved 2019-04-04.
  34. "Assembly Election 2019 - Election Commission of India". results.eci.gov.in. Archived from the original on 2019-05-29. Retrieved 2019-06-12.
  35. 1 2 "ଶଶିଭୂଷଣ ବେହେରା ହେଲେ କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  36. Dharitri. "ବାରିପଦା ବିଧାନ ସଭା ଆସନ: ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କଲା ବିଜେଡି". Dharitri.com (in ଇଂରାଜୀ). Archived from the original on 2019-04-07. Retrieved 2019-04-09.
  37. 1 2 3 "ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ ଓ ନବଜ୍ୟୋତି; ସମର୍ଥକଙ୍କ ଗହଣରେ ଆସି ଶକ୍ତି ପ୍ରଦର୍ଶନ କଲେ ପିତା-ପୁତ୍ର". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  38. Dharitri. "ବିଜେପୁର ପାଇଁ ସନତଙ୍କୁ ପ୍ରାର୍ଥୀ କଲା ଭାଜପା". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-26.
  39. "ପ୍ରଚାରରେ କମ୍ପୁଛି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ‌ର ଗଳିକନ୍ଦି". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  40. 1 2 3 4 Bureau, Samajalive (2019-04-07). "ମୋରଡ଼ା ପାଇଁ ପ୍ରଭାସ ହେଲେ କଂଗ୍ରେସ ପ୍ରାର୍ଥୀ". Samaja Live (in ଆମେରିକୀୟ ଇଂରାଜୀ). Archived from the original on 2019-04-09. Retrieved 2019-04-09.
  41. "ଆର୍କାଇଭ୍ କପି". Archived from the original on 2019-04-10. Retrieved 2019-04-09. {{cite web}}: Cite has empty unknown parameter: |1= (help)
  42. "Phase 1 List" (PDF).
  43. "Phase 2 List" (PDF).
  44. "Phase 3 List" (PDF).
  45. "Phase 4 List" (PDF).
  46. "Odisha Legislative Assembly Election, 2019 - Orissa". Election Commission of India. Retrieved 14 January 2022.