କନ୍ଧମାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
କନ୍ଧମାଳ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ସାଂସଦ
[ସମ୍ପାଦନା]- ୨୦୨୪: ସୁକାନ୍ତ କୁମାର ପାଣିଗ୍ରାହୀ (ବିଜେପି)
- ୨୦୧୯: ଅଚ୍ୟୁତ ସାମନ୍ତ (ବିଜୁ ଜନତା ଦଳ)[୧]
- ୨୦୧୪: ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
- ୨୦୦୯: ରୁଦ୍ର ମାଧବ ରାୟ (ବିଜୁ ଜନତା ଦଳ)
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.