ଭାରତୀୟ ଜାତୀୟ କଂଗ୍ରେସ
ଭାରତୀୟ ଜାତୀୟ କଂଗ୍ରେସ | |
---|---|
200px | |
ଅଧକ୍ଷ | Mallikarjun Kharge |
ସଂସଦରେ ଅଧକ୍ଷ | ସୋନିଆ ଗାନ୍ଧୀ |
ଲୋକସଭା ନେତା | Adhir Ranjan Chowdhury |
ରାଜ୍ୟସଭା ନେତା | Mallikarjun Kharge (ବିପକ୍ଷ ଦଳର ନେତା) |
ଗଠନ | ୧୮୮୫ |
ମୁଖ୍ୟ କାର୍ଯ୍ୟାଳୟ | ୨୪ ଆକବର ରୋଡ଼, ନୂଆ ଦିଲ୍ଲୀ, ୧୧୦୦୧୧ |
ଛାତ୍ର ଶାଖା | National Students Union of India |
ଯୁବକ ଶାଖା | ଜାତୀୟ ଯୁବ କଂଗ୍ରେସ |
ମହିଳା ଶାଖା | ମହିଳା କଂଗ୍ରେସ |
ଶ୍ରମିକ ଶାଖା | Indian National Trade Union Congress |
ବିଚାରଧାରା | Populism Indian Nationalism (Liberal nationalism) Social liberalism Democratic socialism Social democracy Secularism Gandhian socialism |
ରାଜନୈତିକ ଅବସ୍ଥାନ | Center-left[୧] |
ଅନ୍ତର୍ଜାତୀୟ ଅନୁବନ୍ଧନ | Alliance of Democrats[୨] |
ରଙ୍ଗ | Aqua |
ଭା. ନି. କ. ସ୍ଥିତି | National Party |
ମେଣ୍ଟ | United Progressive Alliance (UPA) |
ଲୋକସଭାରେ ଆସନ ସଂଖ୍ୟା | ୪୮ / ୫୪୫ |
ରାଜ୍ୟସଭାରେ ଆସନ ସଂଖ୍ୟା | ୫୦ / ୨୪୫ |
ନିର୍ବାଚନ ଚିହ୍ନ | |
![]() | |
ୱେବସାଇଟ | |
www |
ଭରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।[୩]
ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ ।
ଇତିହାସ[ସମ୍ପାଦନା]
କଂଗ୍ରେସର ଇତିହାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ ।
- ପ୍ରାକ-ସ୍ୱାଧୀନତା ସମୟ
- ସ୍ୱାଧୀନତା ପର ସମୟ
ପ୍ରାକ-ସ୍ୱାଧୀନତା ସମୟ[ସମ୍ପାଦନା]
ଭାରତର କିଛି ଲୋକଙ୍କୁ ପ୍ରତିନିଧି ବନେଇ ଦେଶରେ କଣ ଘଟୁଛି ଜାଣିବା ନିମିତ୍ତ ୧୮୮୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଜାତୀୟ କଂଗ୍ରେସ ନାମକ ଏକ ଦଳ ଗଠନ କରିଥିଲେ । ଯେବେ ବ୍ରିଟିଶ ସରକାର ଭାରତବାସୀଙ୍କର ମୌଳିକ ଆବଶ୍ୟକତା ପୁରାଣ କରିବାରେ ପଛଘୁଞ୍ଚା ଦେଲେ, ସମୟାନୁକ୍ରମେ କଂଗ୍ରେସର ଲକ୍ଷ୍ୟ ଏକ ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଭାରତ ଗଠନରେ ନିବେଶିତ ହେଲା । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହୁରୁ, ସୁଭାଷ ଚନ୍ଦ୍ର ବୋଷ, ବଲ୍ଲଭ ଭାଇ ପଟେଲ ଭଳି ବଳିଷ୍ଠ ନେତାମାନେ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ କଂଗ୍ରେସଦଳରେ ରହି ବହୁ ଉଲ୍ଲେଖନୀୟ ଅବଦାନ କରିଥିଲେ । ଏହିଭଳି ଅନେକ କଂଗ୍ରେସକର୍ମୀ ଏବଂ ଅନ୍ୟାନ୍ୟ ଦଳର ଲୋକମାନଙ୍କ ସହାୟତାରେ ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ।
ସ୍ୱାଧୀନତା ପର ସମୟ[ସମ୍ପାଦନା]
ସ୍ୱାଧିନତାପରେ ଏହି ଦଳ ଭାରତର କିଛି ବର୍ଷଧରି ସଂଖ୍ୟାଗରିଷ୍ଠ ଦଳ ରୂପେ ରହିଥିଲା । ୧୯୫୨ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହୋଇଥିଲା । ୧୯୭୭ ମସିହା ପର୍ଯ୍ୟନ୍ତ ଏକ ଅପରାଜୟ ଦଳ ରୂପେ ଏହା କେନ୍ଦ୍ରରେ ସରକାର ଗଢିଚାଲୁଥିଲା । ୧୯୭୭ ମସିହାରେ ଜନତା ଦଳ ପ୍ରଥମ ଥର ନିମିତ୍ତ କଂଗ୍ରେସକୁ ନିର୍ବାଚନରେ ପରାସ୍ତ କରିଥିଲା । ସ୍ୱାଧୀନତା ପରର କାଂଶକୁ ଆମେ ନିମ୍ନ ବିଭାଗରେ ବିଭକ୍ତ କରିପାରିବା:
- ନେହେରୁ/ଶାସ୍ତ୍ରୀ କାଳ (୧୯୪୭-୧୯୬୬)
- ଇନ୍ଦିରା କାଳ (୧୯୬୬-୧୯୮୪)
- ରାଜୀବ/ରାଓ କାଳ (୧୯୮୫-୧୯୮୮)
- ମନମୋହନ କାଳ (୨୦୦୪-୨୦୧୪)
- ଆଧୁନିକ କାଳ (୨୦୧୪-ବର୍ତ୍ତମାନ)
ସାଧାରଣ ନିର୍ବାଚନ[ସମ୍ପାଦନା]
Year | Legislature | Leader | Seats won | Change in # of seats | Percentage of vote | Vote swing | Outcome |
---|---|---|---|---|---|---|---|
1934 | 5th Central Legislative Assembly | Bhulabhai Desai | ୪୨ / ୧୪୭ |
![]() |
N/A | ||
1945 | 6th Central Legislative Assembly | Sarat Chandra Bose | ୫୯ / ୧୦୨ |
![]() |
Interim Government of India (1946-1947) | ||
1951 | 1st ଲୋକ ସଭା | Jawaharlal Nehru | ୩୬୪ / ୪୮୯ |
44.99% | Government | ||
1957 | 2nd ଲୋକ ସଭା | Jawaharlal Nehru | ୩୭୧ / ୪୯୪ |
![]() |
47.78% | ![]() |
Government |
1962 | 3rd ଲୋକ ସଭା | Jawaharlal Nehru | ୩୬୧ / ୪୯୪ |
![]() |
44.72% | ![]() |
Government |
1967 | 4th ଲୋକ ସଭା | Indira Gandhi | ୨୮୩ / ୫୨୦ |
![]() |
40.78% | ![]() |
Government |
1971 | 5th ଲୋକ ସଭା | Indira Gandhi | ୩୫୨ / ୫୧୮ |
![]() |
43.68% | ![]() |
Government |
1977 | 6th ଲୋକ ସଭା | Indira Gandhi | ୧୫୩ / ୫୪୨ |
![]() |
34.52% | ![]() |
Opposition |
1980 | 7th ଲୋକ ସଭା | Indira Gandhi | ୩୫୧ / ୫୪୨ |
![]() |
42.69% | ![]() |
Government |
1984 | 8th ଲୋକ ସଭା | Rajiv Gandhi | ୪୧୫ / ୫୩୩ |
![]() |
49.01% | ![]() |
Government |
1989 | 9th ଲୋକ ସଭା | Rajiv Gandhi | ୧୯୭ / ୫୪୫ |
![]() |
39.53% | ![]() |
Opposition |
1991 | 10th ଲୋକ ସଭା | P.V. Narasimha Rao | ୨୪୪ / ୫୪୫ |
![]() |
35.66% | ![]() |
Government |
1996 | 11th ଲୋକ ସଭା | P. V. Narasimha Rao | ୧୪୦ / ୫୪୫ |
![]() |
28.80% | ![]() |
Opposition, later outside support for UF |
1998 | 12th ଲୋକ ସଭା | Sitaram Kesri | ୧୪୧ / ୫୪୫ |
![]() |
25.82% | ![]() |
Opposition |
1999 | 13th ଲୋକ ସଭା | Sonia Gandhi | ୧୧୪ / ୫୪୫ |
![]() |
28.30% | ![]() |
Opposition |
2004 | 14th ଲୋକ ସଭା | Sonia Gandhi | ୧୪୫ / ୫୪୩ |
![]() |
26.7% | ![]() |
Government |
2009 | 15th ଲୋକ ସଭା | Manmohan Singh | ୨୦୬ / ୫୪୩ |
![]() |
28.55% | ![]() |
Government |
2014 | 16th ଲୋକ ସଭା | Rahul Gandhi | ୪୪ / ୫୪୩ |
![]() |
19.3% | ![]() |
Opposition |
ଆଧାର[ସମ୍ପାଦନା]
- ↑ Strong Victory For Center-Left Congress Party In India—World’s Two Largest Democracies Now Firmly Reject Conservatives, Texas Liberal,
- ↑ Political Parties, International Organizations and Individuals joining the Alliance of Democrats, Alliance of Democrats
- ↑ https://www.britannica.com/topic/Indian-National-Congress
ଅଧିକ ତଥ୍ୟ[ସମ୍ପାଦନା]

- Indian National Congress — Official website
- Indian National Congress Discussion Group
- Congress Archives
- Congress Media
- Congress Sandesh Archived 2017-07-25 at the Wayback Machine.
- National Students Union of India Archived 2013-01-14 at the Wayback Machine.
- Indian Youth Congress Archived 2012-01-30 at the Wayback Machine.
- Indian National Congress at Curlie