କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'କୋରାପୁଟ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ଗୁଣୁପୁର
  2. ବିଷମ କଟକ
  3. ରାୟଗଡ଼ା
  4. ଲକ୍ଷ୍ମୀପୁର
  5. ଜୟପୁର
  6. କୋରାପୁଟ
  7. ପଟ୍ଟାଙ୍ଗି

ସାଂସଦ[ସମ୍ପାଦନା]

  • ୨୦୧୯: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)[୩]
  • ୨୦୧୪: ଝିନ ହିକକା (ବିଜୁ ଜନତା ଦଳ)
  • ୨୦୦୯: ଜୟରାମ ପାଙ୍ଗି (ବିଜୁ ଜନତା ଦଳ)
  • ୨୦୦୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୯: ହେମା ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୮: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୬: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୧: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୯: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୦: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୨: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-15.