କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
Appearance
କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ | |
---|---|
ସାଂସଦ : | ସପ୍ତଗିରି ଶଙ୍କର ଉଲ୍ଲାକା (କଂଗ୍ରେସ) (୨୦୨୪) |
ଆରକ୍ଷଣ: | ଅନୁସୂଚିତ ଜନଜାତି |
ମତଦାତା ସଂଖ୍ୟା (୨୦୨୪): | ୧୬,୯୯,୪୪୮ |
ଜିଲ୍ଲା: | କୋରାପୁଟ(ଆଂଶିକ) ରାୟଗଡ଼ା |
ବିଧାନସଭା ମଣ୍ଡଳୀ: | ୭ |
କୋରାପୁଟ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥି ସପ୍ତଗିରି ଶଙ୍କର ଉଲ୍ଲାକା, ବିଜୁ ଜନତା ଦଳ ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କ ଠାରୁ ୧,୪୭,୭୪୪ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି। [୧] [୨]
ନିର୍ବାଚିତ ସାଂସଦଗଣ
[ସମ୍ପାଦନା]- ୨୦୨୪: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)
- ୨୦୧୯: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)[୩]
- ୨୦୧୪: ଝିନ ହିକକା (ବିଜୁ ଜନତା ଦଳ)
- ୨୦୦୯: ଜୟରାମ ପାଙ୍ଗି (ବିଜୁ ଜନତା ଦଳ)
- ୨୦୦୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୯: ହେମା ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୮: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୬: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୯: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୦: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୨(ଉପ): ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୭୧: ଭାଗିରଥି ଗମାଙ୍ଗ (କଂଗ୍ରେସ)
- ୧୯୬୭: ଭାଗିରଥି ଗମାଙ୍ଗ (କଂଗ୍ରେସ)
- ୧୯୬୨: ରାମଚନ୍ଦ୍ର ଉଲ୍ଲାକା (କଂଗ୍ରେସ)
- ୧୯୫୭ (କୋରାପୁଟ): ଜଗନ୍ନାଥ ରାଓ (କଂଗ୍ରେସ) ଏବଂ
ଟି ସଙ୍ଗନ୍ନା (କଂଗ୍ରେସ) - ୧୯୫୨ (ରାୟଗଡ଼ା-ଫୁଲବାଣୀ): ଟି ସଙ୍ଗନ୍ନା (କଂଗ୍ରେସ)
ଆଉରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-15.