କଟକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'କଟକ' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ବଡ଼ମ୍ବା
  2. ବାଙ୍କୀ
  3. ଆଠଗଡ଼
  4. ବାରବାଟି-କଟକ
  5. ଚୌଦ୍ୱାର-କଟକ
  6. କଟକ ସଦର
  7. ଖଣ୍ଡପଡ଼ା

ସାଂସଦ[ସମ୍ପାଦନା]

  • ୨୦୧୯: ଭର୍ତ୍ତୃହରି ମହତାବ (ବିଜୁ ଜନତା ଦଳ)[୧]
  • ୨୦୧୪: ଭର୍ତ୍ତୃହରି ମହତାବ (ବିଜୁ ଜନତା ଦଳ)
  • ୨୦୦୯: ଭର୍ତ୍ତୃହରି ମହତାବ (ବିଜୁ ଜନତା ଦଳ)
  • ୨୦୦୪: ଭର୍ତ୍ତୃହରି ମହତାବ (ବିଜୁ ଜନତା ଦଳ)
  • ୧୯୯୯: ଭର୍ତ୍ତୃହରି ମହତାବ (ବିଜୁ ଜନତା ଦଳ)

ଆଧାର[ସମ୍ପାଦନା]

  1. "General Election 2019 - Election Commission of India". results.eci.gov.in. Retrieved 2019-06-14.

ଆହୁରି ଦେଖନ୍ତୁ[ସମ୍ପାଦନା]