କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

'କେନ୍ଦୁଝର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ତେଲକୋଇ
  2. ଘସିପୁରା
  3. ଆନନ୍ଦପୁର
  4. ପାଟଣା
  5. କେନ୍ଦୁଝର
  6. ଚମ୍ପୁଆ
  7. କରଞ୍ଜିଆ

ସାଂସଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "General Election 2019 - Election Commission of India". results.eci.gov.in. Retrieved 2019-06-14.

ଆହୁରି ଦେଖନ୍ତୁ[ସମ୍ପାଦନା]