ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ସାଂସଦ : | ପ୍ରଦୀପ ପୁରୋହିତ (ଭାଜପା) (୨୦୨୪) |
| ଆରକ୍ଷଣ: | ସାଧାରଣ |
| ମତଦାତା ସଂଖ୍ୟା (୨୦୨୪): | ୧୬,୧୫,୨୦୮ |
| ଜିଲ୍ଲା: | ବରଗଡ଼ ଝାରସୁଗୁଡ଼ା |
| ବିଧାନ ସଭା ମଣ୍ଡଳୀ: | ୭ |
ବରଗଡ଼ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ଉପରୋକ୍ତ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ।
ନିର୍ବାଚିତ ସାଂସଦଗଣ
[ସମ୍ପାଦନା]- ୨୦୨୪: ପ୍ରଦୀପ ପୁରୋହିତ (ଭାରତୀୟ ଜନତା ପାର୍ଟି)
- ୨୦୧୯: ସୁରେଶ ପୂଜାରୀ (ଭାରତୀୟ ଜନତା ପାର୍ଟି)[୧]
- ୨୦୧୪: ପ୍ରଭାସ କୁମାର ସିଂହ (ବିଜୁ ଜନତା ଦଳ)
- ୨୦୦୯: ରାଧାରାଣୀ ପଣ୍ଡା (ଭାରତୀୟ ଜନତା ପାର୍ଟି)
- ୧୯୫୬-୨୦୦୮: ନିର୍ବାଚନ ମଣ୍ଡଳୀ ନଥିଲା
- ୧୯୫୨: ଘନଶ୍ୟାମ ଦାସ ଥିରାନୀ (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ "General Election 2019 - Election Commission of India". results.eci.gov.in. Retrieved 2019-06-15.