ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ

ଆସିକା ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହାର କ୍ରମିକ ସଂଖ୍ୟା ରାଜ୍ୟରେ ୧୯। ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

  1. ପୋଲସରା(୧୨୪)
  2. କବିସୂର୍ଯ୍ୟ ନଗର(୧୨୫)
  3. ଖଲ୍ଲିକୋଟ(୧୨୬)
  4. ଆସିକା(୧୨୮)
  5. ସୋରଡ଼ା(୧୨୯)
  6. ସାନଖେମୁଣ୍ଡି(୧୩୦)
  7. ହିଞ୍ଜିଳି(୧୩୧)

ନିର୍ବାଚିତ ସାଂସଦଗଣ [୧][୨][ସମ୍ପାଦନା]

୨୦୧୪ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୧୪ ସାଧାରଣ ନିର୍ବାଚନରେରେ ବିଜୁ ଜନତା ଦଳ ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁ ୩,୧୧,୯୯୭ ଭୋଟ ବ୍ୟବଧ୍ୟାନରେ କଂଗ୍ରେସପ୍ରାର୍ଥୀ ଲୋକନାଥ ରଥଙ୍କୁ ହରାଇଥିଲେ |[୪]

୨୦୧୪ ଲୋକ ସଭା ନିର୍ବାଚନ ଫଳାଫଳ, ଆସିକା [୫][୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲଡୁକିଶୋର ସ୍ୱାଇଁ ୫,୪୧,୪୭୩ ୬୦.୪୧
କଂଗ୍ରେସ ଲୋକନାଥ ରଥ ୨,୨୯,୪୭୬ ୨୫.୬
ଭାଜପା ମହେଶ ଚନ୍ଦ୍ର ମହାନ୍ତି ୬୭,୩୬୧ ୭.୫୨
ଆମ୍ ଆଦମି ପାର୍ଟି ପ୍ରଭାତ କୁମାର ମହାନ୍ତି ୧୧,୦୬୩ ୧.୨୩
ବସପା ବିଜୟ କୁମାର ମହାପତ୍ର ୯,୧୨୭ ୧.୦୨
ତୃଣମୂଳ କଂଗ୍ରେସ ବଂଶୀଧର ତ୍ରିପାଠୀ ୭,୫୫୩ ୦.୮୪
ସ୍ୱାଧୀନ କେ ଶ୍ୟାମବାବୁ ସୁବୁଦ୍ଧି ୫,୨୯୩ ୦.୫୯
ସ୍ୱାଧୀନ କାଳିଚରଣ ନାୟକ ୫,୧୯୨ ୦.୫୮ -
ସିପିଆଇ(ମାଲେ) ଲିବରେସନ ଶଙ୍କର ସାହୁ ୪,୩୬୧ ୦.୪୯
ନା ପସନ୍ଦ ୧୫,୩୮୨ ୧.୭୨ -
ଭୋଟ ବ୍ୟବଧାନ ୩,୧୧,୯୯୭ ୩୪.୮୧ -
ମତଦାନ ହାର ୮,୯୬,୨୮୧ ୬୪.୧୩

ଆଧାର[ସମ୍ପାଦନା]

  1. "Aska Parliamentary Constituency, mapsofindia.com". mapsofindia.com. Retrieved 29 May 2013. Election Results of Aska Parliamentary Constituency
  2. "Aska Election results 1951 to 2009". travelindia-guide.com. Retrieved 29 May 2013. Election Results for Aska:
  3. "The Hindu : National / Elections 2004 : Stage play sets scene for Naveen's entry". hindu.com. 2012. Retrieved 28 May 2013. in 1997 when he won the by-election from the Aska Lok Sabha seat as a nominee of the erstwhile Janata Dal.
  4. "Odisha Result Status". ELECTION COMMISSION OF INDIA. Retrieved 31 May 2014.
  5. http://eciresults.nic.in/ConstituencywiseS1819.htm?ac=19
  6. "Lok Sabha Election 2014 - Orissa, Constituency: Aska (19)". EmpoweringIndia.org. Retrieved 31 May 2014.

ଆଉରି ଦେଖନ୍ତୁ[ସମ୍ପାଦନା]