ପାଟକୁରା
ଦେଖଣା
ପାଟକୁରା | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକ ସଭା | କେନ୍ଦ୍ରାପଡ଼ା |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନ ସଭା | ୫ଟି ଆସନ
|
| Time zone | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୫୪ xxx |
ପାଟକୁରା ହେଉଛି ଓଡ଼ିଶାର ୧୪୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ।[୧][୨]
ଭୂଗୋଳ
[ସମ୍ପାଦନା]କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୁଖ ଅଞ୍ଚଳ । ପାଟକୁରା ଏକ ନଦୀନାଳ ଘେରା ଅଞ୍ଚଳ । ଏହି ଅଞ୍ଚଳ ଦେଇ ମହାନଦୀ,ଚିତ୍ରୋତ୍ପଳା,ଲୁଣା,କରାଣ୍ଡିଆ ନଦୀ ପ୍ରବାହିତ । କୃଷି ପ୍ରଧାନ ଅଞ୍ଚଳ ଭାବେ ଲୋକମାନେ କୃଷି କାର୍ଯ୍ୟକରି ଲୋକମାନେ ନିଜର ଜୀବିକା ନିର୍ବାହ କରନ୍ତି ।
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |