ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
Appearance
'ସମ୍ବଲପୁର' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ସାଂସଦ
[ସମ୍ପାଦନା]- ୨୦୨୪: ଧର୍ମେନ୍ଦ୍ର ପ୍ରଧାନ (ଭାରତୀୟ ଜନତା ପାର୍ଟି)
- ୨୦୧୯: ନୀତେଶ ଗଙ୍ଗଦେବ (ଭାରତୀୟ ଜନତା ପାର୍ଟି)[୧]
- ୨୦୧୪: ନଗେନ୍ଦ୍ର ପ୍ରଧାନ (ବିଜୁ ଜନତା ଦଳ)
- ୨୦୦୯: ଅମରନାଥ ପ୍ରଧାନ (ଭାରତୀୟ ଜାତୀୟ କଂଗ୍ରେସ)
- ୨୦୦୪: ପ୍ରସନ୍ନ ଆଚାର୍ଯ୍ୟ (ବିଜୁ ଜନତା ଦଳ)
- ୧୯୯୯: ପ୍ରସନ୍ନ ଆଚାର୍ଯ୍ୟ (ବିଜୁ ଜନତା ଦଳ)
- ୧୯୯୮: ପ୍ରସନ୍ନ ଆଚାର୍ଯ୍ୟ (ବିଜୁ ଜନତା ଦଳ)
- ୧୯୯୬: କୃପାସିନ୍ଧୁ ଭୋଇ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: କୃପାସିନ୍ଧୁ ଭୋଇ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୯: ଭବାନୀ ଶଙ୍କର ହୋତା (ଜନତା ଦଳ)
- ୧୯୮୪: କୃପାସିନ୍ଧୁ ଭୋଇ (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୮୦: କୃପାସିନ୍ଧୁ ଭୋଇ (ଭାରତୀୟ ଜାତୀୟ କଂଗ୍ରେସ)
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.