Jump to content

ପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ
ସାଂସଦ : ସମ୍ବିତ ପାତ୍ର (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୧୬,୯୯,୪୪୮
ଜିଲ୍ଲା: ପୁରୀ(ଆଂଶିକ)
ଖୋର୍ଦ୍ଧା(ଆଂଶିକ)
ନୟାଗଡ଼(ଆଂଶିକ)
ବିଧାନ ସଭା ମଣ୍ଡଳୀ:
  1. ପୁରୀ
  2. ବ୍ରହ୍ମଗିରି
  3. ସତ୍ୟବାଦୀ
  4. ପିପିଲି
  5. ଚିଲିକା
  6. ରଣପୁର
  7. ନୟାଗଡ଼[] []

ପୁରୀ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ
ଗତ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥି ସମ୍ବିତ ପାତ୍ର, ବିଜୁ ଜନତା ଦଳର ପ୍ରାର୍ଥି ଅରୂପ ମୋହନ ପଟ୍ଟନାୟକଙ୍କଠାରୁ ୧,୦୪,୭୦୯ ଖଣ୍ଡ ଭୋଟ ଅଧିକ ପାଇ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।

ନିର୍ବାଚିତ ସାଂସଦଗଣ

[ସମ୍ପାଦନା]

ଆଉରି ଦେଖନ୍ତୁ

[ସମ୍ପାଦନା]
  1. Seats of Odisha
  2. Assembly Constituencies and their Extent
  3. "General Election 2019 - Election Commission of India". results.eci.gov.in. Retrieved 2019-06-14.