ରେଭେନ୍ସା ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ


ରେଭେନ୍ସା ମହାବିଦ୍ୟାଳୟ
(ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ)
Latin: Ravenshaw College
ଲକ୍ଷ୍ୟଜ୍ଞାନ ହିଁ ଶକ୍ତି (Knowledge Is Power)
ସ୍ଥାପିତ୧୮୬୮
ପ୍ରକାରସର୍ବସାଧାରଣ
ଅବସ୍ଥାନକଟକ, ଓଡ଼ିଶା, ଭାରତ
ପରିସର୮୭.୪ ଏକର
ୱେବସାଇଟravenshawuniversity.ac.in

ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟ) କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (Thomas Edward Ravenshaw) , ୱିଲିୟମ ୱୀଥର (William Withers)ଙ୍କ ବଂଶଜ , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଥୋମାସ ଓ ତାଙ୍କ ପତ୍ନୀ ମ୍ୟାରୀ ସୁସନ୍ନା ସାଇମଣ୍ଡ ରେଭେନ୍ସା (Mary Susannah Symonds Ravenshaw) ସେତେବେଳେ ଓଡ଼ିଶାରେ ରହୁଥିଲେ ।
୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ।[୧]

ଇତିହାସ[ସମ୍ପାଦନା]

୧୮୬୬ର ନ'ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ । ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା 'ଥୋମାସ ରେଭେନ୍ସା' , ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ । ଏହିପରିଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା ।

ବିଶିଷ୍ଟ ଛାତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]