୧୮ଶ ଲୋକ ସଭା
ଦେଖଣା
| ୧୮ଶ ଲୋକ ସଭା | |||||
|---|---|---|---|---|---|
| |||||
ନୂତନ ସଂସଦ ଭବନ | |||||
| Overview | |||||
| ସଭା | ଭାରତୀୟ ସଂସଦ | ||||
| କାର୍ଯ୍ୟକାଳ | ଜୁନ ୨୦୨୪ – | ||||
| ନିର୍ବାଚନ | ୨୦୨୪ ଭାରତୀୟ ସାଧାରଣ ନିର୍ବାଚନ | ||||
| ସରକାର | ତୃତୀୟ ମୋଦୀ ମନ୍ତ୍ରୀ ମଣ୍ଡଳ ୫ମ ଏନଡିଏ ସରକାର | ||||
| ସୋଭେରିଆନ୍ | |||||
| ରାଷ୍ଟ୍ରପତି | ଦ୍ରୌପଦୀ ମୁର୍ମୁ | ||||
| ଉପ ରାଷ୍ଟ୍ରପତି | ଜଗଦୀପ ଧଙ୍କର | ||||
| ଲୋକ ସଭା | |||||
| ସଦସ୍ୟଗଣ | ୫୪୩ | ||||
| ବାଚସ୍ପତି | TBD | ||||
| ସଂସଦ ଦଳର ନେତା | ଶ୍ରୀ ନରେନ୍ଦ୍ର ମୋଦୀ | ||||
| ପ୍ରଧାନ ମନ୍ତ୍ରୀ | ଶ୍ରୀ ନରେନ୍ଦ୍ର ମୋଦୀ | ||||
| ବିରୋଧୀ ଦଳର ନେତା | ଶ୍ରୀ ରାହୁଲ ଗାନ୍ଧୀ | ||||
| Party control | TBD | ||||
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କଦ୍ୱାରା ୧୮ତମ ଲୋକ ସଭା ଗଠନ କରାଯାଇଥିଲା । ଭାରତୀୟ ନିର୍ବାଚନ ଆୟୋଗଙ୍କଦ୍ୱାରା ୧୯ ଅପ୍ରେଲ ୨୦୨୪ରୁ ୧ ଜୁନ ୨୦୨୪ ପର୍ଯ୍ୟନ୍ତ ସମଗ୍ର ଭାରତରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୫୪୩ ଜଣ ସାଂସଦ ନିର୍ବାଚିତ ହୋଇଥିଲେ ।[a] ୪ ଜୁନ ୨୦୨୪ ଦିନ ସକାଳେ ଆନୁଷ୍ଠାନିକ ଭାବେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ୪ ଓ ୫ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା ।
ସଦସ୍ୟଗଣ
[ସମ୍ପାଦନା]- ବାଚସ୍ପତି:
- ଉପ-ବାଚସ୍ପତି:
- ଗୃହ ଅଧକ୍ଷ:
- ବିରୋଧୀଦଳ ନେତା:
- ସାଧାରଣ ସେକ୍ରେଟେରୀ: ଉତ୍ପଳ କୁମାର ସିଂ[୧]
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
[ସମ୍ପାଦନା]| ରାଜନୈତିକ ଦଳ | ଆସନ ସଂଖ୍ୟା | ସାଂସଦ ଦଳର ନେତା |
|---|---|---|
| ଭାରତୀୟ ଜନତା ପାର୍ଟି | ୨୪୦ | ନରେନ୍ଦ୍ର ମୋଦୀ |
| ଭାରତୀୟ ଜାତୀୟ କଂଗ୍ରେସ | ୧୦୧ | ରାହୁଲ ଗାନ୍ଧୀ |
| ସମାଜବାଦୀ ପାର୍ଟି | ୩୭ | ଅଖିଳେଶ ଯାଦବ |
| ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ | ୨୯ | ସୁଦୀପ ବନ୍ଦୋପାଧ୍ୟାୟ |
| ଡିଏମ୍କେ | ୨୨ | ଟି.ଆର୍. ବାଲୁ |
| ତେଲୁଗୁ ଦେଶମ୍ ପାର୍ଟି | ୧୬ | କିଞ୍ଜାରପୁ ରାମ ମୋହନ ନାଇଡ଼ୁ |
| ଜନତା ଦଳ(ଇଉନାଇଟେଡ୍) | ୧୨ | ଲଲ୍ଲନ ସିଂହ |
| ଏସ୍ଏସ୍(ୟୁବିଟି) | ୯ | ବିନାୟକ ରାଉତ |
| ନ୍ୟାସନାଲ୍ କଂଗ୍ରେ ପାର୍ଟି(ଏସ୍ପି) | ୮ | ସୁପ୍ରିୟା ସୁଲେ |
| ଏସ୍ଏଚ୍ଏସ୍ | ୭ | ରାହୁଲ ଶେୱାଲେ |
| ଏଲ୍ଜେପି(ଆର୍ଭି) | ୫ | ଚିରାଗ ପାସୱାନ |
| ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୪ | ଅମର ରାମ |
| ରାଷ୍ଟ୍ରିୟ ଜନତା ଦଳ | 4 | ମିଶା ଭାରତୀ |
| ୱାଇଏସ୍ଆର୍ କଂଗ୍ରେସ ପାର୍ଟି | ୪ | ପି. ଭି. ମିଧୁନ ରେଡ୍ଡି |
| ଆମ୍ ଆଦମି ପାର୍ଟି | ୩ | |
| ଆଇଇଉଏମ୍ଏଲ୍ | ୩ | ଇଟି ମହମ୍ମଦ ବାଶୀର |
| ଜେଏମ୍ଏମ୍ | ୩ | ବିଜୟ କୁମାର ହାଁସଦା |
| ସିପିଆଇ(ଏମ୍ଏଲ୍)ଏଲ୍ | ୨ | |
| କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ | ୨ | |
| ଜନତା ଦଳ(ଏସ୍) | ୨ | |
| ଜେକେଏନ୍ସି | ୨ | |
| ଜେଏସ୍ପି | ୨ | |
| ଆର୍ଏଲ୍ଡି | ୨ | |
| ଭିସିକେ | ୨ | |
| ଏଡି(ଏସ୍) | ୧ | ଅନୁପ୍ରିୟା ପଟେଲ |
| ଏଜିପି | ୧ | ଫଣୀ ଭୂଷଣ ଚୌଧୁରୀ |
| ଏଆଇଏମ୍ଆଇଏମ୍ | ୧ | ଅସଦୁଦ୍ଦିନ ଓୱାଇସି |
| ଏଜେଏସ୍ୟୁ | ୧ | ଚନ୍ଦ୍ର ପ୍ରକାଶ ଚୌଧୁରୀ |
| ଏଏସ୍ପି(କେଆର୍) | ୧ | ଚନ୍ଦ୍ରଶେଖର ଆଜାଦ |
| ବିଏପି | ୧ | ରାଜକୁମାର ରାଉତ |
| ଏଚ୍ଏଏମ୍(ଏସ୍) | ୧ | ଜିତାନ ରାମ ମାଞ୍ଝି |
| କେଇସି | ୧ | କେ. ଫ୍ରାନ୍ସିସ୍ ଜର୍ଜ |
| ଏନ୍ସିପି | ୧ | ସୁନୀଲ ତତକରେ |
| ଏମ୍ଡିଏମ୍କେ | ୧ | ଦୁରାଇ ବାଇକୋ |
| ଆର୍ଏଲ୍ପି | ୧ | ହନୁମାନ ବେନିୱାଲ |
| ଆର୍ଏସ୍ପି | ୧ | ଏନ୍.କେ. ପ୍ରେମଚନ୍ଦ୍ରନ |
| ଏସ୍ଏଡି | ୧ | ହାର୍ସିମର୍ତ କୌର ବାଦଲ |
| ଏସ୍କେଏମ୍ | ୧ | ଇନ୍ଦ୍ରା ହଙ୍ଗ ସୁବ୍ବା |
| ୟୁପିପିଏଲ୍ | ୧ | ଜୟନ୍ତ ବସୁମତାରୀ |
| ଭିପିପି | ୧ | ରିକି ଏଜେ ସ୍ୟାଙ୍ଗକୋନ |
| ଜେଡ୍ପିଏମ୍ | ୧ | ରିଚାର୍ଡ଼ ବନଲାଲହମଙ୍ଗାଇହା |
| ସ୍ୱାଧୀନ | ୭ |
|
ନୋଟ୍
[ସମ୍ପାଦନା]- ↑ Repolling at one booth each in the Barasat and Mathurapur constituencies of West Bengal were held on 3 June due to violence.
ଆଧାର
[ସମ୍ପାଦନା]- ↑ "Senior IAS officer Utpal Kumar Singh named Lok Sabha Secretary General - ET Government". Economic Times (in ଇଂରାଜୀ). 30 November 2020. Retrieved 4 March 2021.