ମାଳବିକା ଦେବୀ
Appearance
ମାଳବିକା ଦେବୀ | |
---|---|
ସାଂସଦ: ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ବସନ୍ତ କୁମାର ପଣ୍ଡା |
ନିର୍ବାଚନ ମଣ୍ଡଳୀ | କଳାହାଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବୃତ୍ତି | ରାଜନୀତିଜ୍ଞ |
ମାଳବିକା ଦେବୀ (ସମ୍ପୂର୍ନ୍ଣ ନାମ: ମାଳବିକା କେଶରୀ ଦେଓ)ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ରାଣୀ ମା[୧] ଭାବରେ ଜଣାଶୁଣା ।[୨] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଜନ୍ମ ଓ ପରିବାର
[ସମ୍ପାଦନା]ତାଙ୍କ ପତି ଅର୍କ କେଶରୀ ଦେଓ ଜଣେ ରାଜନେତା ଭାବରେ ଓଡ଼ିଶାରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ସେ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ମାଳବିକା ଦେବୀ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୫] ଏହି ନିର୍ବାଚନରେ, ସେ ସମୁଦାୟ ୫,୪୪,୩୦୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଅଳଙ୍କୁ ୧,୩୩,୮୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ Sahoo, Akshaya Kumar (2024-05-08). "Kalahandi LS seat in Odisha sees queen, tribal lady and OBC leader vying for honour". www.deccanchronicle.com (in ଇଂରାଜୀ). Retrieved 2024-06-05.
- ↑ "Malvika Devi(Bharatiya Janata Party(BJP)):Constituency- KALAHANDI(ODISHA) - Affidavit Information of Candidate:". myneta.info. Retrieved 2024-06-05.
- ↑ "Kalahandi, Odisha Lok Sabha Election Results 2024 Highlights: Malvika Devi Secures Victory". India Today (in ଇଂରାଜୀ). 2024-06-04. Retrieved 2024-06-05.
- ↑ Service, Express News (2023-09-28). "Arka Keshari Deo, wife Malavika join BJP". The New Indian Express (in ଇଂରାଜୀ). Retrieved 2024-06-05.
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Kalahandi (Odisha)". Election Commission of India. Retrieved 6 June 2024.