ବାଲେଶ୍ଵର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ | |
|---|---|
ଲୋକ ସଭା ନିର୍ବାଚନ ମଣ୍ଡଳୀ | |
ବାଲେଶ୍ୱରର ଲୋକ ସଭା ନିର୍ବାଚନ ମଣ୍ଡଳୀ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲା | ବାଲେଶ୍ୱର |
| Government | |
| • ସାଂସଦ | ଶ୍ରୀକାନ୍ତ ଜେନା |
| • ପରିଚାଳନା | ଲୋକ ସଭା |
| Time zone | UTClatd = 21 (ଭା.ମା.ସ.) |
| ପିନ କୋଡ଼ | ୭୫୬xxx |
| Area code | ୦୮୬୭୨ |
| Website | baleswar.nic.in |
ବାଲେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦଗଣ
[ସମ୍ପାଦନା]- ୨୦୨୪: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାଜପା)
- ୨୦୧୯: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାଜପା)[୩]
- ୨୦୧୪: ରବୀନ୍ଦ୍ର କୁମାର ଜେନା (ବିଜୁ ଜନତା ଦଳ)
- ୨୦୦୯: ଶ୍ରୀକାନ୍ତ ଜେନା, ଭାରତୀୟ ଜାତୀୟ କଂଗ୍ରେସ
- ୨୦୦୪: ଖାରବେଳ ସ୍ୱାଇଁ, ଭାରତୀୟ ଜନତା ପାର୍ଟି
- ୧୯୯୯: ଖାରବେଳ ସ୍ୱାଇଁ, (ଭାଜପା)
- ୧୯୯୮: ଖାରବେଳ ସ୍ୱାଇଁ, (ଭାଜପା)
- ୧୯୯୬: କାର୍ତ୍ତିକ ମହାପାତ୍ର, (କଂଗ୍ରେସ)
- ୧୯୯୧: କାର୍ତ୍ତିକେଶ୍ୱର ପାତ୍ର, (କଂଗ୍ରେସ)
- ୧୯୮୯: ସମରେନ୍ଦ୍ର କୁଣ୍ଡୁ, ଜନତା ଦଳ
- ୧୯୮୪: ଚିନ୍ତାମଣି ଜେନା, (କଂଗ୍ରେସ)
- ୧୯୮୦: ଚିନ୍ତାମଣି ଜେନା, (କଂଗ୍ରେସ)
- ୧୯୭୭: ସମରେନ୍ଦ୍ର କୁଣ୍ଡୁ, ଜନତା ଦଳ
- ୧୯୭୧: ଶ୍ୟାମସୁନ୍ଦର ମହାପାତ୍ର, (କଂଗ୍ରେସ)
- ୧୯୬୭: ସମରେନ୍ଦ୍ର କୁଣ୍ଡୁ, (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୨: ଗୋକୁଳାନନ୍ଦ ମହାନ୍ତି, (କଂଗ୍ରେସ)
- ୧୯୫୭: ଭାଗବତ ସାହୁ, (କଂଗ୍ରେସ)
- ୧୯୫୧: ଭାଗବତ ସାହୁ, (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.