ଜଟଣୀ (ବିଧାନସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ଜଟଣୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency
ଓଡ଼ିଶାର ଜିଲ୍ଲା ତାଲିକାଖୋର୍ଦ୍ଧା ଜିଲ୍ଲା
Blocksଭୁବନେଶ୍ୱର
Electorate୨,୦୪,୧୬୬[୧][a]
Major settlementsଭୁବନେଶ୍ୱର
Current constituency
Created୨୦୧୯
ବିଧାୟକସୁରେଶ କୁମାର ରାଉତରାୟ
Partyକଂଗ୍ରେସ
Const. No.୧୧୫
ଲୋକ ସଭା ନିର୍ବାଚନ ମଣ୍ଡଳୀଭୁବନେଶ୍ୱର[୨]

ଜଟଣୀ, (କ୍ରମାଙ୍କ: ୧୧୫) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୩]

ଏହି ନିର୍ବାଚନ ମଣ୍ଡଳୀରେ ଜଟଣୀ ପଞ୍ଚାୟତ ସହିତ ଅନ୍ୟ ଛଅଟି ଗ୍ରାମ ପଞ୍ଚାୟତ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ସେଗୁଡ଼ିକ ହେଲା ଖୋର୍ଦ୍ଧା ପଞ୍ଚାୟତର:

  1. ଗଡ଼ହଳଦିଆ
  2. କେରାଙ୍ଗ
  3. ମାଳିପୁର
  4. ଟାଙ୍ଗିଆପଦା
  5. ପୂଵୁସାହି ଏବଂ
  6. ନଳିପଡ଼ା-ଅର୍ଜୁନପୁର

ଭୁବନେଶ୍ୱର ପଞ୍ଚାୟତର ତିନୋଟି ଗ୍ରାମପଞ୍ଚାୟତର ନିମ୍ନୋକ୍ତ ଅଞ୍ଚଳ:

  1. ପ୍ରଧାନସାହି
  2. ଚନ୍ଦକା
  3. ଦାରୁଠେଁଙ୍ଗ
  4. ଅନ୍ଧାରୁଆ
  5. ପାଇକରାପୁର
  6. ମେଣ୍ଢାଶାଳ
  7. ଟମାଣ୍ଡୋ
  8. ନାନପୁତ
  9. କଣ୍ଟାବାଡ଼ ଏବଂ
  10. ପାତ୍ରପଡା [୪][୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

Vote share of Winning candidates [୬]
2014
  
41.92%
2009
  
47.85%
2004
  
49.59%
2000
  
46.98%
1995
  
49.24%
1990
  
53.49%
1985
  
46.56%
1980
  
61.96%
1977
  
51.39%

୧୯୭୪ ମସିହାରୁ ୨୦୧୯ ମଧ୍ୟରେ ମୋଟ ଏଗାରଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚିତ ବିଧାୟକଗଣ ହେଲେ: [୭][୮]

  • ୨୦୧୯: (୧୧୫) ସୁରେଶ କୁମାର ରାଉତରାୟ (କଂଗ୍ରେସ)
  • ୨୦୧୪: (୧୧୫): ଭାଗିରଥି ବଡ଼ଜେନା (ବିଜେଡି)
  • ୨୦୦୯: (୧୧୫): ବିଭୁତି ଭୂଷଣ ବଳବନ୍ତରାୟ (ବିଜେଡି)
  • ୨୦୦୪: (୫୧): ଶରତ ଚନ୍ଦ୍ର ପାଇକରାୟ (ବିଜେଡି)
  • ୨୦୦୦: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
  • ୧୯୯୫: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
  • ୧୯୯୦: (୫୧): ଶରତ ଚନ୍ଦ୍ର ପାଇକରାୟ (ଜନତା ଦଳ)
  • ୧୯୮୫: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
  • ୧୯୮୦: (୫୧): ସୁରେଶ କୁମାର ରାଉତରାୟ (କଂଗ୍ରେସ)
  • ୧୯୭୭: (୫୧): ସୁରେଶ କୁମାର ରାଉତରାୟ (ଜନତା ପାର୍ଟି)
  • ୧୯୭୪: (୫୧): ସତ୍ୟପ୍ରିୟ ମହାନ୍ତି (UTC)

ଆହୁରି ଦେଖନ୍ତୁ[ସମ୍ପାଦନା]

ଟିପ୍ପଣୀ[ସମ୍ପାଦନା]

  1. as on 1 January 2014

ଆଧାର[ସମ୍ପାଦନା]

  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
  3. "Orissa Assembly Election 2009". empoweringindia.org. Retrieved 22 April 2014. Constituency: Jatni (115) District: Khordha
  4. Assembly Constituencies and their Extent
  5. Seats of Odisha
  6. "51 - Jatni Assembly Constituency". eci.nic.in. 2006. Retrieved 22 April 2014. List Of Winning Candidates
  7. "Archived copy" (PDF). Archived from the original (PDF) on 2013-12-17. Retrieved 2014-02-20.CS1 maint: Archived copy as title (link)
  8. "Jatni Assembly Constituency, Orissa". Compare Infobase Limited. Retrieved 22 April 2014.