ବିଭୁ ପ୍ରସାଦ ତରାଇ

ଉଇକିପିଡ଼ିଆ‌ରୁ
ବିଭୁ ପ୍ରସାଦ ତରାଇ
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀତ୍ରିଲୋଚନ କାନୁନଗୋ
ପର ଅଧିକାରୀକୁଳମଣି ସାମଲ
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-06-17) ୧୭ ଜୁନ ୧୯୬୪ (ବୟସ ୫୯)
ମଙ୍ଗରାଜପୁର, ଜଗତସିଂହପୁର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀରୁନୁଶ୍ରୀ ତରାଇ
ସନ୍ତାନ
ବାପା/ବୋଉଦୀନବନ୍ଧୁ ତରାଇ (ବାପା)
ସରସ୍ୱତୀ ତରାଇ (ମାଆ)
ବୃତ୍ତିରାଜନୀତିଜ୍ଞ

ବିଭୁ ପ୍ରସାଦ ତରାଇ (ଜନ୍ମ: ୧୭ ଜୁନ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜଣେ ସାଂସଦ ଭାବରେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଭୁ ପ୍ରସାଦ ତରାଇ ୧୯୬୪ ମସିହାର ଜୁନ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୀନବନ୍ଧୁ ତରାଇ ଓ ମାଆଙ୍କ ନାମ ସରସ୍ୱତୀ ତରାଇ । ୨୮ ଅପ୍ରେଲ ୧୯୯ରେ ସେ ରୁନୁଶ୍ରୀ ତରାଇଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଭୁ ପ୍ରସାଦ ତରାଇ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Profile of Members". Government of India. Archived from the original on 1 January 2012. Retrieved 12 March 2012.
  2. Nayak, Tapaswini (4 April 2019). "ପଦ୍ମ ଧରିଲେ ବିଭୁ ପ୍ରସାଦ ତରାଇ". Odisha Reporter. ଭୁବନେଶ୍ୱର. Archived from the original on 12 January 2023. Retrieved 12 January 2023.