ରାଜେନ୍ଦ୍ର କିଶୋର ପଣ୍ଡା

ଉଇକିପିଡ଼ିଆ‌ରୁ
(Rajendra Kishore Pandaରୁ ଲେଉଟି ଆସିଛି)
ରାଜେନ୍ଦ୍ର କିଶୋର ପଣ୍ଡା
ଭୁବନେଶ୍ୱରରେ ରାଜେନ୍ଦ୍ର କିଶୋର ପଣ୍ଡା ।
ଭୁବନେଶ୍ୱରରେ ରାଜେନ୍ଦ୍ର କିଶୋର ପଣ୍ଡା ।
ଜନ୍ମ ଓ ଜନ୍ମସ୍ଥାନ (1944-06-24) ୨୪ ଜୁନ ୧୯୪୪ (ବୟସ ୭୯)
ବାଟଲଗା, ଝାରସୁଗୁଡ଼ା , ଓଡ଼ିଶା
ବୃତ୍ତିପ୍ରଶାସକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ରାଜନୀତି ବିଜ୍ଞାନ)
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ

ରାଜେନ୍ଦ୍ର କିଶୋର ପଣ୍ଡା ଜଣେ ଓଡ଼ିଆ କବି ଓ ଲେଖକ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପଣ୍ଡା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାସ୍ଥିତ (ତାତ୍କାଳିକ ସମ୍ବଲପୁର ଜିଲ୍ଲା) ବାଟଲଗା ଗାଁରେ ୧୯୪୪ରେ ମସିହା ଜୁନ ୨୪ ତାରିଖରେ ଜନ୍ମନେଇଥିଲେ ।

କର୍ମଗତ ଜୀବନ[ସମ୍ପାଦନା]

ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୨]


ରଚନାବଳୀ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଶୈଳକଳ୍ପ ନିମନ୍ତେ)[୩]
  • ବିଷୁବ ପୁରସ୍କାର, ୨୦୦୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୪]
  • ସାରଳା ସମ୍ମାନ, ୨୦୨୧ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୫]
  • ଗଙ୍ଗାଧର ଜାତୀୟ ସମ୍ମାନ, (ସମ୍ବଲପୁର ବିଶ୍ୱବିଦ୍ୟାଳୟ) (୨୦୧୨) [୬]
  • ଶାରଳା ପୁରସ୍କାର [୭] (ଗ୍ରହଣ କରିନଥିଲେ) (ଇମ୍ଫା ଚାରିଟେବୁଲ ଟ୍ରଷ୍ଟ, ୧୯୯୫)
  • ଝଙ୍କାର ପୁରସ୍କାର (କବିତା), ୧୯୯୪[୮](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୪ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
  • ସାହିତ୍ୟ ପାଇଁ ସଚି ରାଉତରାୟ ସମ୍ମାନ, ୨୦୦୫ (ଭୁବନେଶ୍ୱର ପୁସ୍ତକ ମେଳା)
  • କବିତା ପାଇଁ ଜୀବନ ତରଙ୍ଗ ପୁରସ୍କାର, (ଜୀବନତରଙ୍ଗ ଜର୍ଣ୍ଣାଲ, ୧୯୯୧)
  • ସାହିତ୍ୟ ପୁରସ୍କାର, ଭାରତୀୟ ଭାଷା ପରିଷଦ, କଲିକତା (୧୯୮୯)[୯]
  • ସାହିତ୍ୟ ପୁରସ୍କାର, ଧରିତ୍ରୀ ସମାଜବାଦୀ ପୁରସ୍କାର (୧୯୭୭)
  • ପଦ୍ମଚରଣ ପଟ୍ଟନାୟକ କବିତା ପୁରସ୍କାର (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୪)
  • ସାହିତ୍ୟ ପାଇଁ ବୟୋଜ୍ୟୋଷ୍ଠ ଫେଲୋସିପ (ସଂସ୍କୃତି ବିଭାଗ, ଭାରତ ସରକାର, ଏପ୍ରିଲ ୧୯୯୪-୯୬)
  • ଡି.ଲିଟ, ୨୦୦୪ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ରାଜ୍ୟପାଳ ପୁରସ୍କାର ସମ୍ମାନ (ଓଡ଼ିଆ ରାଜ୍ୟ ସଂସ୍କୃତି କାଉନସିଲ, ୧୯୯୩)

ଆଧାର[ସମ୍ପାଦନା]

  1. oocities.org: Rajendra Kishore Panda
  2. "Rajendra Kishore Panda to be Conferred with Gangadhar National Award | Odisha News | A Complete Information Portal on Odisha". odisha.360.batoi.com. 2011. Retrieved 30 January 2013. He worked in the Indian Administrative Service from 1967 to 2004.
  3. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19 June 2021.
  4. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୯ ଜୁନ ୨୦୨୧. {{cite web}}: Check date values in: |accessdate= (help)
  5. "ରାଜେନ୍ଦ୍ର କିଶୋର ପଣ୍ଡା ପାଇବେ 'ସାରଳା ସମ୍ମାନ'". No. ସମାଜ ୨୭/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମାଜ. p. ୨. Archived from the original on 27 March 2021. Retrieved 27 March 2021.
  6. Rajendra Kishor Panda wins Gangadhar award
  7. "ସାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-01.
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  9. "Award winners". bparishad.in. Retrieved 30 January 2013. Oriya Sri Rajendra Kishore Panda Anaya 1989 {{cite web}}: horizontal tab character in |quote= at position 6 (help)[permanent dead link]