ଗଙ୍ଗାଧର ଜାତୀୟ ସମ୍ମାନ

ଉଇକିପିଡ଼ିଆ‌ରୁ
ଗଙ୍ଗାଧର ଜାତୀୟ ସମ୍ମାନ
ଦାତାସମ୍ବଲପୁର ବିଶ୍ୱବିଦ୍ୟାଳୟ
ତାରିଖସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଅବସ୍ଥିତିସମ୍ବଲପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା
ଦେଶ ଭାରତ
ପୁରସ୍କାରନଗଦ ୫୦ ହଜାର ଟଙ୍କା, ଉତ୍ତରୀୟ, ମାନପତ୍ର, ଫଳକ ଏବଂ ଗଙ୍ଗାଧର ମେହେରଙ୍କ କବିତାର ଇଂରାଜୀ ଅନୁବାଦ ସଂକଳନ ପୁସ୍ତକଟିଏ
ପ୍ରଥମ ପୁରସ୍କାର୧୯୯୧
ଶେଷ ପୁରସ୍କାର୨୦୨୧

ଗଙ୍ଗାଧର ଜାତୀୟ ସମ୍ମାନ ହେଉଛି ଏକ ସାହିତ୍ୟ ସମ୍ମାନ ଯାହାକି ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦାନ କରାଯାଇଥାଏ । ଏହାର ନାମ ଗଙ୍ଗାଧର ମେହେରଙ୍କ ନାମରେ ନାମିତ ହୋଇଛି । ୧୯୯୧ ମସିହାରେ ଅଲି ସର୍ଦ୍ଦାର ଜାଫ୍ରିଙ୍କୁ ପ୍ରଥମଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଇତିହାସ[ସମ୍ପାଦନା]

ଏହି ପୁରସ୍କାର ପ୍ରଥମେ ୧୯୯୧ ମସିହାରେ ଦିଆଯାଇଥିଲା କିନ୍ତୁ ୧୯୮୯ ମସିହାରେ ଏହି ପୁରସ୍କାର ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ପ୍ରଣାଳୀ[ସମ୍ପାଦନା]

ଏହି ପୁରସ୍କାର ପ୍ରତ୍ୟେକ ବର୍ଷ ପ୍ରଦାନ କରାଯାଇଥାଏ । ଗୋଟିଏ ବର୍ଷର ପୁରସ୍କାର ପାଇଁ ଏହାର ଦୁଇ ବର୍ଷ ପରେ ଏହା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଏହି ପୁରସ୍କାର ପାଇଁ ନଗଦ ୫୦ ହଜାର ଟଙ୍କା, ଉତ୍ତରୀୟ, ମାନପତ୍ର, ଫଳକ ଏବଂ ଗଙ୍ଗାଧର ମେହେରଙ୍କ କବିତାର ଇଂରାଜୀ ଅନୁବାଦ ସଂକଳନ ପୁସ୍ତକଟିଏ ପ୍ରଦାନ କରାଯାଇଥାଏ ।[୧] [୨]

ପୁରସ୍କାର ପ୍ରାପ୍ତ ବ୍ୟକ୍ତି[ସମ୍ପାଦନା]

ବର୍ଷ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଭାଷା ପ୍ରତିଷ୍ଠା ଦିବସ
୧୯୯୧ ଅଲି ସର୍ଦ୍ଦାର ଜାଫ୍ରି ଉର୍ଦ୍ଦୁ ୨୬ତମ
୧୯୯୨ ନବକାନ୍ତ ବରୁଆ ଅହମିୟା ୨୭ତମ
୧୯୯୩ ଶକ୍ତି ଚଟ୍ଟୋପାଧ୍ୟାୟ ବଙ୍ଗଳା ୨୮ତମ
୧୯୯୪ ଜୟନ୍ତ ମହାପାତ୍ର ଇଂରାଜୀ/ଓଡ଼ିଆ ୨୯ତମ
୧୯୯୫ କେଦାରନାଥ ସିଂ ହିନ୍ଦୀ ୩୦ତମ
୧୯୯୬ ଅୟପ୍ପା ପାନିକର ମାଲାୟଲମ୍ ୩୧ତମ
୧୯୯୭ ସୀତାକାନ୍ତ ମହାପାତ୍ର ଓଡ଼ିଆ ୩୨ତମ
୧୯୯୮ ନିରୂପମ କୌର ପଞ୍ଜାବୀ ୩୩ତମ
୧୯୯୯ ବିନ୍ଦା କରାଣ୍ଡିକର ମରାଠୀ ୩୪ତମ
୨୦୦୦ ରମାକାନ୍ତ ରଥ ଓଡ଼ିଆ ୩୫ତମ
୨୦୦୧ କେ. ସଚ୍ଚିଦାନନ୍ଦନ ମାଲାୟଲମ୍ ୩୬ତମ
୨୦୦୨ ଶଙ୍ଖ ଘୋଷ ବଙ୍ଗଳା ୩୭ତମ
୨୦୦୩ ସୀତାଂଶୁ ଯଶଶ୍ଚନ୍ଦ୍ର ଗୁଜରାଟୀ ୩୮ତମ
୨୦୦୪ ଦିଲୀପ ଚିତ୍ରେ ମରାଠୀ ୩୯ତମ
୨୦୦୫ ଗୁଲଜାର ଉର୍ଦ୍ଦୁ ୪୦ତମ
୨୦୦୬ ନୀଳମଣି ଫୂକାନ ଜୁନିଅର୍ ଅହମିୟା ୪୧ତମ
୨୦୦୭ ହରପ୍ରସାଦ ଦାସ ଓଡ଼ିଆ ୪୨ତମ
୨୦୦୮ ଅଖଲାକ୍ ମହମ୍ମଦ ଖାଁ ଉର୍ଦ୍ଦୁ ୪୩ତମ
୨୦୦୯ ସୁରଜିତ ପତର ପଞ୍ଜାବୀ ୪୪ତମ
୨୦୧୦ ରାଜେନ୍ଦ୍ର କିଶୋର ପଣ୍ଡା ଓଡ଼ିଆ ୪୫ତମ
୨୦୧୧ ବଳରାଜ କୋମଳ ଉର୍ଦ୍ଦୁ ୪୬ତମ
୨୦୧୨ ବାସଦେବ ମୋହିଲ ସିନ୍ଧି ୪୭ତମ[୩]
୨୦୧୩ ସୌଭାଗ୍ୟ କୁମାର ମିଶ୍ର ଓଡ଼ିଆ ୪୮ତମ
୨୦୧୪ ସୁବୋଧ ସରକାର[୪][୫] ବଙ୍ଗଳା ୪୯ତମ
୨୦୧୫ ଲୀଳାଧର ଜାଗୁଡ଼ି[୬] ହିନ୍ଦୀ ୫୦ତମ
୨୦୧୬ କେ. ଶିବା ରେଡ୍ଡି ତେଲୁଗୁ ୫୧ତମ
୨୦୧୭ ଚନ୍ଦ୍ରଶେଖର କମ୍ବରା[୭] କନ୍ନଡ଼ ୫୨ତମ
୨୦୧୮ ବିଶ୍ୱନାଥ ପ୍ରସାଦ ତିୱାରୀ[୮][୯][୧୦] ହିନ୍ଦୀ[୧୧][୧୨] ୫୩ତମ[୧୩][୧୪]
୨୦୧୯ ଶୀନ କାଫ ନିଜାମ[୧୫] ଉର୍ଦ୍ଦୁ ୫୪ତମ
୨୦୨୦ କମଳ ବୋରା[୧୬] ଗୁଜରାଟୀ ୫୫ତମ
୨୦୨୧ କେ. ଜି. ଶଙ୍କର ପିଲ୍ଲାଇ ମାଲାୟଲମ୍ ୫୬ତମ

ଆଧାର[ସମ୍ପାଦନା]

  1. "SELF STUDY REPORT FOR REACCREDITATION (Volume –I)" (PDF). 2019-12-23. p. 202. Archived (PDF) from the original on 2019-12-23. Retrieved 2019-12-23.
  2. "SELF STUDY REPORT FOR REACCREDITATION (Volume –I)" (PDF). 2019-12-23. Archived from the original (PDF) on 2019-12-23. Retrieved 2019-12-29.
  3. "Meet the author, Vasdev Mohi" (PDF). sahitya-akademi.gov.in.
  4. January 6, 2016. "Subodh Sarkar conferred Gangadhar National Award for poetry". India Today (in ଇଂରାଜୀ). Retrieved 2019-12-23.{{cite web}}: CS1 maint: numeric names: authors list (link)
  5. "Subodh Sarkar conferred Gangadhar National Award for poetry". Business Standard India. Press Trust of India. 2016-01-06. Retrieved 2019-11-29.
  6. "Hindi poet Leeladhar Jagoori to get Gangadhar National Award". Business Standard India. Press Trust of India. 2016-12-04. Retrieved 2019-11-29.
  7. "Sambalpur University honour for poets". The Times of India (in ଇଂରାଜୀ). January 1, 2019. Retrieved 2019-12-23.
  8. "Poet Viswanath Prasad Tiwari to get Gangadhar National Award". Business Standard India. Press Trust of India. 2019-12-09. Retrieved 2019-12-13.
  9. "Hindi poet Tiwari to get Gangadhar National Award". The Pioneer (in ଇଂରାଜୀ). Retrieved 2019-12-13.
  10. "Poet Viswanath Prasad Tiwari To Get Gangadhar National Award | OTV" (in ଆମେରିକୀୟ ଇଂରାଜୀ). Archived from the original on 2019-12-13. Retrieved 2019-12-13.
  11. "Eminent poet Viswanath Prasad Tiwari to be conferred with Gangadhar National Award - OrissaPOST". OrissaPost (in ଆମେରିକୀୟ ଇଂରାଜୀ). 2019-12-09. Retrieved 2019-12-13.
  12. "Hindi Poet Viswanath Prasad Tiwari To Receive Gangadhar National Award". Odisha Bytes (in ଆମେରିକୀୟ ଇଂରାଜୀ). 2019-12-09. Archived from the original on 2021-04-18. Retrieved 2019-12-23.
  13. "Hindi poet Viswanath Prasad Tiwari to get 'Gangadhar National Award'". KalingaTV (in ଆମେରିକୀୟ ଇଂରାଜୀ). 2019-12-09. Retrieved 2019-12-23.
  14. "Viswanath Prasad Tiwariconferred Gangadhar National Award for poetry". Reporters Today (in ଆମେରିକୀୟ ଇଂରାଜୀ). 2019-12-09. Archived from the original on 2022-10-07. Retrieved 2019-12-23.
  15. (PDF). 2021-03-24 https://web.archive.org/web/20210324164419/https://www.suniv.ac.in/documents/notice_1609465933.pdf. Archived from the original (PDF) on 2021-03-24. Retrieved 2021-03-24. {{cite web}}: Missing or empty |title= (help)
  16. "Gujarati poet Kamal Vora gets Gangadhar Award". The New Indian Express. 28 Jan 2022. Retrieved 2 Feb 2022.