ସମ୍ବଲପୁର ବିଶ୍ବବିଦ୍ୟାଳୟ
ଦେଖଣା
(ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଲେଉଟି ଆସିଛି)
| ସମ୍ବଲପୁର ବିଶ୍ୱବିଦ୍ୟାଳୟ | |
|---|---|
| ଲକ୍ଷ୍ୟ | "ବିଦ୍ୟୟା ବିନ୍ଦତୋମୃତମ" |
| ସ୍ଥାପିତ | ୪ ଜାନୁୟାରୀ ୧୯୬୩ |
| ପ୍ରକାର | ସାର୍ବଜନିକ |
| କୁଳାଧିପତି | ଏସ. ସି. ଜମିର |
| କୁଳପତି | ପ୍ରାଧ୍ୟାପକ ଚିତ୍ତ ରଞ୍ଜନ ତ୍ରିପାଠୀ |
| ଅବସ୍ଥାନ | ବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ |
| ପରିସର | ଜ୍ୟୋତିବିହାର ,ନଗର |
| ଅନୁବନ୍ଧନ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ , |
| ୱେବସାଇଟ | http://www.suniv.ac.in/index.html |
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ତୃତୀୟ ପୁରାତନ ବିଶ୍ୱବିଦ୍ୟାଳୟ ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ଥାପନ ହବାର ଦୁଇ ଦିନ ପରେ ୧୯୬୩ ମସିହା, ଜାନୁୟାରୀ ୪ ତାରିଖ ଦିନ ସ୍ଥାପନା କରା ଯାଇଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚତର ଶିକ୍ଷାର ବିକାଶ କ୍ଷେତ୍ରରେ ଏହା ଏକ ବହୁତ ବଡ଼ ପଦକ୍ଷେପ ଥିଲା। ଜ୍ୟୋତିବିହାର ଭାବେ ପରିଚିତ ଏହାର ପରିସର ସମ୍ବଲପୁର ସହରଠାରୁ ୧୫ କି.ମି. ଦୂର ବୁର୍ଲାଠାରେ ଅବସ୍ଥିତ।