କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
କୃଷ୍ଣଚନ୍ଦ୍ର ପାଣିଗ୍ରାହୀ | |
---|---|
ଜନ୍ମ | |
ମୃତ୍ୟୁ | ୨୫ ଫେବୃଆରୀ ୧୯୮୭ | (ବୟସ ୭୭)
ଜାତୀୟତା | ଭାରତୀୟ |
ବୃତ୍ତି | ପ୍ରତ୍ନତତ୍ୱବିଦ |
ପୁରସ୍କାର | ପଦ୍ମଶ୍ରୀ, ୧୯୭୬ |
କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭)[୧] ଜଣେ ଓଡ଼ିଆ ପ୍ରତ୍ନତତ୍ୱବିଦ, ଐତିହାସିକ ଏବଂ ଗବେଷକ ।[୨] ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।[୩]
ଜୀବନୀ
[ସମ୍ପାଦନା]କୃଷ୍ଣଚନ୍ଦ୍ର, ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ୧୯୦୯ ମସିହା ଡିସେମ୍ବର ୧ତାରିଖ ଦିନ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪] ଦଶ ବର୍ଷ ବୟସରେ ସେ ନିଜ ପିତାଙ୍କୁ ହରେଇଥିଲେ । ଆର୍ଥିକ ଦୂରାବସ୍ଥା ଓ ରୁଗଣ ସ୍ୱାସ୍ଥ୍ୟ ତାଙ୍କୁ ନିଜ ଗତିପଥରେ ଅଗ୍ରସର ହେବାରୁ ଅଟକାଇ ପାରି ନଥିଲା । କେତେବେଳେ ଶିକ୍ଷକଙ୍କ ପାଇଁ ରୋଷେଇ କରି, ତ କେତେବେଳେ ଘାସକାଟି ସେ ଜୀବିକା ନିର୍ବାହ କରୁଥିଲେ । ବୃତ୍ତି ଟଙ୍କା ତାଙ୍କୁ ସହାୟ ହେଉଥିଲା । କୃଷ୍ଣଚନ୍ଦ୍ରଙ୍କ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ ପିଏଚଡ଼ି ହାସଲ କରିଥିଲେ । ସେ ଜଣେ ପ୍ରତ୍ନତତ୍ୱବିଦ ଭାବେ ଭାରତ ସରକାରଙ୍କ ଅଧୀନରେ ୧୯୩୭ରୁ ୧୯୪୪ ଯାଏଁ ଓ ଓଡ଼ିଶା ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ୱବିଦ ଭାବେ ୧୯୪୭ରୁ ୧୯୫୧ ଯାଏଁ କାର୍ଯ୍ୟ ନିର୍ବାହ କରିଥିଲେ । ତା ପରେ ସେ ଅଧ୍ୟାପନା କରିଥିଲେ ।[୫] ରେଭେନ୍ସା ମହାବିଦ୍ୟାଳୟରୁ ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ହୋଇଥିଲା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସ ବିଭାଗର ପ୍ରଫେସର ଭାବରେ ସେବାନିବୃତ ହୋଇଥିଲେ ।[୬]
ରଚନାବଳୀ
[ସମ୍ପାଦନା]- ଇତିହାସ ଓ କିମ୍ବଦନ୍ତି, ୧୯୬୪
- ଭାରତୀୟ ପ୍ରତ୍ନତତ୍ତ୍ୱ, ୧୯୬୦ (ଅନୁବାଦ)
- ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ଯାଜପୁର, ୧୯୭୩
- ମୋ ସମୟର ଓଡ଼ିଶା, ୧୯୭୭
- ପ୍ରବନ୍ଧ ମାନସ, ୧୯୭୨
- ସାରଳା ସାହିତ୍ୟର ଐତିହାସିକ ଚିତ୍ର
- Archaeological Remains at Bhubaneswar, 1961
- Chronology of Bhauma-Karas and Somavamsis of Orissa, 1961
- Sarala Dasa,
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ, ୧୯୭୬
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୯[୭] (ମୋ ସମୟର ଓଡ଼ିଶା ପାଇଁ)
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୫[୮]
- ସାରଳା ସମ୍ମାନ, ୧୯୮୩
- ପ୍ରଜାତନ୍ତ୍ର ପ୍ରଚାର ସମିତି ବିଷୁବ ମିଳନ ପୁରସ୍କାର, ୧୯୭୨[୯]
ଆଧାର
[ସମ୍ପାଦନା]- ↑ "ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ". sakalaepaper.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
{{cite web}}
: Check date values in:|archivedate=
(help) - ↑ Harish Nambiar (3 April 2012). Defragmenting India: Riding a Bullet through the Gathering Storm. SAGE Publications. pp. 87–. ISBN 978-81-321-0985-3.
- ↑ http://odisha.gov.in/e-magazine/Orissareview/2012/April/engpdf/63-69.pdf
- ↑ "Dr. Krishna Chandra Panigrahi : A Master ofModern Odia Prose" (PDF). magazines.odisha.gov.in. April 2012. Retrieved 25 February 2021.[permanent dead link]
- ↑ "ପଦ୍ମଶ୍ରୀ ଡ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ". ସମ୍ବାଦ ୨୨/୦୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 22 February 2016.[permanent dead link]
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୨୨/୦୨/୨୦୧୯ ଭୁବନେଶ୍ୱର ସଂସ୍କରନ ପୃଷ୍ଠା ୧୬. Retrieved 22 February 2019.[permanent dead link]
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 March 2017.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". odishasahityaakademi.org. Retrieved 25 February 2021.
- ↑ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର. ମୋ ସମୟର ଓଡ଼ିଶା (PDF) (ଦ୍ୱିତୀୟ ed.). କିତାବ ମହଲ. p. ଖ. Retrieved 22 February 2016.