ବ୍ୟବହାରକାରୀ:MKar/ପ୍ରଜାତନ୍ତ୍ର ପ୍ରଚାର ସମିତି
ଦେଖଣା
ରାଜ୍ୟରେ ଏବେ ଆୟୋଜିତ ସାହିତ୍ୟ ଉତ୍ସବମାନଙ୍କ ମଧ୍ୟରେ ‘ପ୍ରଜାତନ୍ତ୍ର ବିଷୁବ ଉତ୍ସବ’ ହେଉଛି ସର୍ବ ପୁରାତନ । ଦୀର୍ଘ ୭୦ ବର୍ଷ ଧରି କଟକରେ ଓଡ଼ିଆ ନୂଆ ବର୍ଷ ବା ବିଷୁବ ସଂକ୍ରାନ୍ତି ଅବସରରେ ଏହା ଆୟୋଜିତ ହୋଇଆସୁଛି । ପ୍ରଜାତନ୍ତ୍ର ଖବରକାଗଜ ଓ ମାସିକ ସାହିତ୍ୟ ପତ୍ରିକା ‘ଝଙ୍କାର’ର ପ୍ରକାଶକ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପକ୍ଷରୁ ଏହା ଆୟୋଜିତ ହୋଇଥାଏ । ପ୍ରଜାତନ୍ତ୍ରର ପ୍ରତିଷ୍ଠାତା, ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ଉତ୍ସବ ଆରମ୍ଭ କରିଥିଲେ ।[୧]
ବିଷୁବ ପୁରସ୍କାର
[ସମ୍ପାଦନା]- ବିଜୟ ନାୟକ,୨୦୨୩[୨] ବିଜୟ ନାୟକ (Q115952879)
- ମମତା ଦାଶ (୨୦୨୨)
- ଅମରେଶ ପଟ୍ଟନାୟକ (୨୦୨୧)
- ହରପ୍ରସାଦ ଦାସ (୨୦୨୦)
- ହରିହର ମିଶ୍ର, ୨୦୧୯[୩]
- ଦେବଦାସ ଛୋଟରାୟ, ୨୦୧୮[୪]
- ବୈଷ୍ଣବ ଚରଣ ସାମଲ (୨୦୧୭)
- ନଟବର ଶତପଥୀ, ୨୦୧୬
- ଦିନନାଥ ପାଠୀ, ୨୦୧୫
- ନିତ୍ୟାନନ୍ଦ ଶତପଥୀ (୨୦୧୪)
- ନିତ୍ୟାନନ୍ଦ ନାୟକ (୨୦୧୩)
- ପ୍ରମୋଦ କୁମାର ମହାନ୍ତି, ୨୦୧୨ [୫]
- ଗଗନେନ୍ଦ୍ର ନାଥ ଦାଶ, ୨୦୧୧
- ସୌଭାଗ୍ୟ କୁମାର ମିଶ୍ର (୨୦୧୦)
- ସର୍ବେଶ୍ୱର ଦାସ (୨୦୦୯)
- ସୌରୀନ୍ଦ୍ର ବାରିକ (୨୦୦୮)
- ଜୟନ୍ତ ମହାପାତ୍ର (୨୦୦୭)
- ଉମାଶଙ୍କର ପଣ୍ଡା (୨୦୦୬)
- ପ୍ରସନ୍ନ କୁମାର ମିଶ୍ର (୨୦୦୫)
- ରାଜେନ୍ଦ୍ର କିଶୋର ପଣ୍ଡା (୨୦୦୪)
- ଦାଶରଥି ଦାସ (୨୦୦୩)
- ଶରତ ଚନ୍ଦ୍ର ପ୍ରଧାନ (୨୦୦୨)
- ଦୀପକ ମିଶ୍ର (୨୦୦୧)
- ବୀଣାପାଣି ମହାନ୍ତି, ୨୦୦୦[୬]
- ରାମଚନ୍ଦ୍ର ବେହେରା (୧୯୯୯)
- ଚିତ୍ତରଞ୍ଜନ ଦାସ (୧୯୯୮)
- ବ୍ରଜନାଥ ରଥ (୧୯୯୭)
- ଶାନ୍ତନୁ କୁମାର ଆଚାର୍ଯ୍ୟ, ୧୯୯୬[୭]
- ପ୍ରତିଭା ରାୟ (୧୯୯୫)
- ବିଭୂତି ପଟ୍ଟନାୟକ (୧୯୯୪)
- ଗୋପାଳ ଛୋଟରାୟ (୧୯୯୩)
- କିଶୋରୀ ଚରଣ ଦାସ (୧୯୯୨)
- ରମାକାନ୍ତ ରଥ (୧୯୯୧)
- ଚିନ୍ତାମଣି ବେହେରା (୧୯୯୦)
- ରାଜକିଶୋର ରାୟ (୧୯୮୯)
- ରାଧାମୋହନ ଗଡ଼ନାୟକ (୧୯୮୮)
- ମନୋଜ ଦାସ (୧୯୮୭)
- ବଂଶୀଧର ମହାନ୍ତି, ୧୯୮୬
- ନଟବର ସାମନ୍ତରାୟ (୧୯୮୫)
- ଜଗନ୍ନାଥ ପ୍ରସାଦ ଦାସ (୧୯୮୪)
- ସୀତାକାନ୍ତ ମହାପାତ୍ର (୧୯୮୩)
ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା)
[ସମ୍ପାଦନା]- ବଂଶୀଧର ମହାନ୍ତି,୧୯୭୦
- କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,୧୯୭୧
- ବାମାଚରଣ ମିତ୍ର,୧୯୭୨
- ନଟବର ସାମନ୍ତରାୟ,୧୯୭୩
- ବୈଦ୍ୟନାଥ ମିଶ୍ର, ୧୯୭୪
- ଚନ୍ଦ୍ରଶେଖର ରଥ (୧୯୭୪)[୮]
- କେ. ଏସ. ଆର. ମୂର୍ତ୍ତି ଓ ଦେବକାନ୍ତ ମିଶ୍ର, ୧୯୭୫
- ଭୁବନେଶ୍ୱର ବେହେରା,୧୯୭୬
- ଗଙ୍ଗାଧର ବଳ,୧୯୭୭
- ବାସୁଦେବ ସାହୁ,୧୯୭୮
- କୃଷ୍ଣଚରଣ ବେହେରା,୧୯୭୯
- ଦାଶରଥି ଦାସ,୧୯୮୦[୯]
- ଶରତ ଚନ୍ଦ୍ର ପ୍ରଧାନ,୧୯୮୧
- ଖଗେଶ୍ୱର ମହାପାତ୍ର,୧୯୮୨
- କୃଷ୍ଣଚରଣ ସାହୁ,୧୯୮୩
- ରମାକାନ୍ତ ବେହେରା,୧୯୮୪
- ହେମନ୍ତ କୁମାର ଦାସ,୧୯୮୫
- ଅସିତ କବି,୧୯୮୬
- ପଠାଣି ପଟ୍ଟନାୟକ,୧୯୮୭
- ସଚ୍ଚିଦାନନ୍ଦ ମିଶ୍ର,୧୯୮୮
- ନୀଳାଦ୍ରି ଭୂଷଣ ହରିଚନ୍ଦନ,୧୯୮୯
- ବୈଷ୍ଣବ ଚରଣ ସାମଲ,୧୯୯୦
- ଜାନକୀ ବଲ୍ଲଭ ମହାନ୍ତି,୧୯୯୧
- ବେଣୁଧର ରାଉତ,୧୯୯୨
- ଇନ୍ଦୁ ମିଶ୍ର,୧୯୯୩
- ବିଜୟ ପ୍ରସାଦ ମହାପାତ୍ର,୧୯୯୪
- ମଧୁସୂଦନ ପତି,୧୯୯୫
- ଆଦିକନ୍ଦ ସାହୁ,୧୯୯୬
- ରବି ରାୟ,୧୯୯୭
- ନଟବର ଶତପଥୀ,୧୯୯୮
- ବିଜୟ ନନ୍ଦ,୧୯୯୯
- ସୁଲୋଚନା ଦାସ (୨୦୦୦)
- ଗଗନେନ୍ଦ୍ର ନାଥ ଦାଶ (୨୦୦୧)
- କେଶବ ଚନ୍ଦ୍ର ମେହେର (୨୦୦୨)
- କୃଷ୍ଣ ଚନ୍ଦ୍ର ଭୂୟାଁ (୨୦୦୩)
- ପଞ୍ଚାନନ ମହାନ୍ତି (୨୦୦୪)
- ଉମେଶ ପତ୍ରୀ (୨୦୦୫)
- ସଂଘମିତ୍ରା ମିଶ୍ର (୨୦୦୬)
- ବାବାଜୀ ଚରଣ ପଟ୍ଟନାୟକ (୨୦୦୭)
- ସ୍ମିତା ମହାନ୍ତି (୨୦୦୮)
- ଫଣୀନ୍ଦ୍ରଭୂଷଣ ନନ୍ଦ (୨୦୦୯)
- କଇଳାଶ ପଟ୍ଟନାୟକ (୨୦୧୦)
- ବାଉରୀବନ୍ଧୁ କର (୨୦୧୧)
- ଅଜୟ କୁମାର ମିଶ୍ର (୨୦୧୨)
- କୁମୁଦିନୀ ମିଶ୍ର (୨୦୧୩)
- ସୌଦାମିନୀ ନନ୍ଦ (୨୦୧୪)
- ଫକୀରମୋହନ ସାହୁ (୨୦୧୫)
- ଅନ୍ତର୍ଯ୍ୟାମୀ ମିଶ୍ର (୨୦୧୬)
- କୃଷ୍ଣଚନ୍ଦ୍ର ପ୍ରଧାନ (୨୦୧୭)
- ବିଜୟ କୁମାର ଶତପଥୀ (୨୦୧୮)
- କୁମୁଦଚନ୍ଦ୍ର ଦାଶ (୨୦୧୯)
- କୈଳାସ ଚନ୍ଦ୍ର ଦାଶ (୨୦୨୦)
- କୁମୁଦ ରଂଜନ ପାଣିଗ୍ରାହୀ (୨୦୨୧)
- ଗୁରୁଚରଣ ବେହେରା (୨୦୨୨)
- ଅରବିନ୍ଦ ପଟ୍ଟନାୟକ (୨୦୨୩)
ଝଙ୍କାର ପୁରସ୍କାର (କବିତା)
[ସମ୍ପାଦନା]- ବୀଣାପାଣି ମହାନ୍ତି (୧୯୬୧)[୬]
- ରମାକାନ୍ତ ରଥ (୧୯୭୦)
- ସୀତାକାନ୍ତ ମହାପାତ୍ର (୧୯୭୧)
- ଚିନ୍ତାମଣି ବେହେରା (୧୯୭୨)
- ଦୁର୍ଗାଚରଣ ପରିଡ଼ା (୧୯୭୩)
- ବ୍ରଜନାଥ ରଥ (୧୯୭୪)
- ଶ୍ରୀନିବାସ ଉଦ୍ଗାତା (୧୯୭୪)
- ସୌଭାଗ୍ୟ କୁମାର ମିଶ୍ର (୧୯୭୫)
- ଦୀପକ ମିଶ୍ର (୧୯୭୬)
- ହରିହର ମିଶ୍ର (୧୯୭୭)
- ଜଗନ୍ନାଥ ପ୍ରସାଦ ଦାସ (୧୯୭୮)
- କମଳାକାନ୍ତ ଲେଙ୍କା (୧୯୭୯)
- ପ୍ରସନ୍ନ କୁମାର ମିଶ୍ର (୧୯୮୦)
- ପ୍ରତିଭା ଶତପଥୀ (୧୯୮୧)
- ନୃସିଂହ କୁମାର ରଥ (୧୯୮୨)
- ଜୟକୃଷ୍ଣ ବାରିକ (୧୯୮୩)
- ଗୋପାଳକୃଷ୍ଣ ରଥ (୧୯୮୪)
- ବ୍ରହ୍ମୋତ୍ରୀ ମହାନ୍ତି (୧୯୮୫)
- ନିତ୍ୟାନନ୍ଦ ନାୟକ (୧୯୮୬)
- ସୌରୀନ୍ଦ୍ର ବାରିକ (୧୯୮୭)
- କୃଷ୍ଣଚନ୍ଦ୍ର ତ୍ରିପାଠୀ (୧୯୮୮)
- ରବି ସିଂ (୧୯୮୯)
- ଦେବଦାସ ଛୋଟରାୟ (୧୯୯୦)
- ପ୍ରହରାଜ ସତ୍ୟନାରାୟଣ ନନ୍ଦ (୧୯୯୧)
- ଉମାଶଙ୍କର ପଣ୍ଡା (୧୯୯୨)
- ହରପ୍ରସାଦ ଦାସ (୧୯୯୩)
- ରାଜେନ୍ଦ୍ର କିଶୋର ପଣ୍ଡା (୧୯୯୪)
- ଶକୁନ୍ତଳା ଦେବୀ (୧୯୯୫)
- ପ୍ରମୋଦ କୁମାର ମହାନ୍ତି (୧୯୯୬)
- ଜେନାମଣି ନରେନ୍ଦ୍ର କୁମାର (୧୯୯୭)
- ନୃସିଂହ ତ୍ରିପାଠୀ (୧୯୯୮)
- ବ୍ରହ୍ମାନନ୍ଦ ଦାସ (୧୯୯୯)
- ଭଗବାନ ଜୟସିଂହ (୨୦୦୦)
- ମମତା ଦାଶ (୨୦୦୧)
- ଅମରେଶ ପଟ୍ଟନାୟକ (୨୦୦୨)
- ଶତ୍ରୁଘ୍ନ ପାଣ୍ଡବ (୨୦୦୩)
- ପ୍ରବାସିନୀ ମହାକୁଡ଼ ତିୱାରୀ (୨୦୦୪)
- ହରିଶଙ୍କର ବଡ଼ପଣ୍ଡା (୨୦୦୫)
- ସୁନୀଲ କୁମାର ପୃଷ୍ଟି (୨୦୦୬)
- ଦିଲ୍ଲୀପ ଦାସ (୨୦୦୭)
- ଗିରିଜା କୁମାର ବଳୀୟାରସିଂହ (୨୦୦୮)
- ଅପର୍ଣ୍ଣା ମହାନ୍ତି (୨୦୦୯)
- ହୃଷୀକେଶ ମଲ୍ଲିକ (୨୦୧୦)
- ବିପିନ ନାୟକ (୨୦୧୧)
- ଅମରେନ୍ଦ୍ର ଖଟୁଆ (୨୦୧୨)
- ବୀଣାପାଣି ପଣ୍ଡା (୨୦୧୩)
- ସେନାପତି ପ୍ରଦ୍ୟୁମ୍ନ କେଶରୀ (୨୦୧୪)
- ବିରଜା ବଳ (୨୦୧୫)
- ଅଶ୍ୱିନୀ କୁମାର ମିଶ୍ର (୨୦୧୬)
- ବଂଶୀଧର ଷଡ଼ଙ୍ଗୀ (୨୦୧୭)
- ସୌଭାଗ୍ୟବନ୍ତ ମହାରଣା (୨୦୧୮)
- ପ୍ରସନ୍ନ କୁମାର ମହାନ୍ତି (୨୦୧୯)
- ହୃଦାନନ୍ଦ ପାଣିଗ୍ରାହୀ (୨୦୨୦)
- କୁମାର ହସନ (୨୦୨୧)
- ତପନ ପଟ୍ଟନାୟକ (୨୦୨୨)
- ସରୋଜିନୀ ଷଡ଼ଙ୍ଗୀ (୨୦୨୩)
ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ)
[ସମ୍ପାଦନା]- ରାଜକିଶୋର ପଟ୍ଟନାୟକ (୧୯୭୦)
- ମନୋଜ ଦାସ (୧୯୭୧)
- କୃଷ୍ଣପ୍ରସାଦ ମିଶ୍ର (୧୯୭୨)
- ରାଜକିଶୋର ରାୟ (୧୯୭୩)
- କିଶୋରୀ ଚରଣ ଦାସ (୧୯୭୪)
- ବୀଣାପାଣି ମହାନ୍ତି, ୧୯୭୪)[୬]
- ଦୁର୍ଗାମାଧବ ମିଶ୍ର (୧୯୭୫)
- ବିଭୂତିଭୂଷଣ ତ୍ରିପାଠୀ (୧୯୭୬)
- ଚୌଧୁରୀ ହେମକାନ୍ତ ମିଶ୍ର (୧୯୭୭)
- ଅଖିଳ ମୋହନ ପଟ୍ଟନାୟକ (୧୯୭୮)
- ବସନ୍ତ କୁମାର ଶତପଥୀ (୧୯୭୯)
- ବିଜୟକୃଷ୍ଣ ମହାନ୍ତି (୧୯୮୦)
- ରାମଚନ୍ଦ୍ର ବେହେରା (୧୯୮୧)
- ରତ୍ନାକର ଚଇନି (୧୯୮୨)
- ନିମାଇଁ ପଟ୍ଟନାୟକ (୧୯୮୩)
- ଅଚ୍ୟୁତାନନ୍ଦ ପତି (୧୯୮୪)
- ଜଗଦୀଶ ମହାନ୍ତି (୧୯୮୫)
- ଶାନ୍ତନୁ କୁମାର ଆଚାର୍ଯ୍ୟ (୧୯୮୬)
- ରବି ପଟ୍ଟନାୟକ (୧୯୮୭)
- ବିଭୂତି ପଟ୍ଟନାୟକ (୧୯୮୮)
- ପ୍ରତିଭା ରାୟ (୧୯୮୯)
- କାର୍ତ୍ତିକ ଚନ୍ଦ୍ର ରଥ (୧୯୯୦)
- ପଦ୍ମଜ ପାଳ (୧୯୯୧)
- ଉମାଶଙ୍କର ମିଶ୍ର (୧୯୯୨)
- ସରୋଜିନୀ ସାହୁ (୧୯୯୩)
- ପୂର୍ଣ୍ଣାନନ୍ଦ ଦାନୀ (୧୯୯୪)
- ହୃଷୀକେଶ ପଣ୍ଡା (୧୯୯୫)
- ଯଶୋଧାରା ମିଶ୍ର (୧୯୯୬)
- ତରୁଣକାନ୍ତି ମିଶ୍ର (୧୯୯୭)
- ଜୟନ୍ତୀ ରଥ (୧୯୯୮)
- ବିଷ୍ଣୁ ସାହୁ (୧୯୯୯)
- ଆର୍ଯ୍ୟ ଯଜ୍ଞଦତ୍ତ (୨୦୦୦)
- ସଦାନନ୍ଦ ତ୍ରିପାଠୀ (୨୦୦୧)
- ମାନସୀ ଦାସ (୨୦୦୨)
- ଦୀପ୍ତିରଞ୍ଜନ ପଟ୍ଟନାୟକ (୨୦୦୩)
- ଦେବବ୍ରତ ମଦନରାୟ (୨୦୦୪)
- ପୁଷ୍ପାଞ୍ଜଳି ନାୟକ (୨୦୦୫)
- ରଜନୀକାନ୍ତ ମହାନ୍ତି (୨୦୦୬)
- ଅନୀଲ କୁମାର ପାଢ଼ୀ (୨୦୦୭)
- ସୁସ୍ମିତା ବାଗ୍ଚୀ (୨୦୦୮)
- ସହଦେବ ସାହୁ (୨୦୦୯)
- ସୁସ୍ମିତା ରଥ (୨୦୧୦)
- ବିଜୟ ନାୟକ (୨୦୧୧)
- ଗିରି ଦଣ୍ଡସେନା (୨୦୧୨)
- ଗାୟତ୍ରୀ ସରାଫ (୨୦୧୩)
- ଅଭୟ ବାରିକ (୨୦୧୪)
- ପରେଶ କୁମାର ପଟ୍ଟନାୟକ (୨୦୧୫)
- ସତ୍ୟ ମିଶ୍ର (୨୦୧୬)
- ଗିରୀଶ ଚନ୍ଦ୍ର ସାହୁ (୨୦୧୭)
- ଅଧ୍ୟାପକ ବିଶ୍ୱରଞ୍ଜନ (୨୦୧୮)
- ଶ୍ୟାମାପ୍ରସାଦ ଚୌଧୁରୀ (୨୦୧୯)
- ପ୍ରଭାତ ମହାପାତ୍ର (୨୦୨୦)
- ଦେଶବନ୍ଧୁ ସ୍ୱାଇଁ (୨୦୨୧)
- ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର (୨୦୨୨) ରାଜ୍ୟବର୍ଦ୍ଧନ ଧଳମହାପାତ୍ର (Q61311091)
- କୃପାସାଗର ସାହୁ (୨୦୨୨)
ଝଙ୍କାର ଅନୁବାଦ ଭାରତୀ ପୁରସ୍କାର
[ସମ୍ପାଦନା]- କିଶୋର ମହାନ୍ତି (୨୦୨୩)
- ନରେନ୍ଦ୍ର ସେଠୀ (୨୦୨୨)
- ଲିଙ୍ଗରାଜ ମହାନ୍ତି (୨୦୨୧)
- କନକ ମଞ୍ଜରୀ ସାହୁ (୨୦୨୦)
- ଭୂପେନ ମହାପାତ୍ର (୨୦୧୯)
ଝଙ୍କାର ଲଳିତ ନିବନ୍ଧ ପୁରସ୍କାର
[ସମ୍ପାଦନା]- ବୈଷ୍ଣବ ଚରଣ ମହାନ୍ତି (୨୦୨୧)
- ଭାଗ୍ୟଲିପି ମଲ୍ଲ (୨୦୨୦)
- ଧନେଶ୍ୱର ସାହୁ, ୨୦୧୯
ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର
[ସମ୍ପାଦନା]- ସଦାନନ୍ଦ ନାୟକ (୨୦୨୩)
- ଦିଲ୍ଲୀପ ବେହେରା (୨୦୨୧)
- ବିରାଜ ମୋହନ ଦାସ (୨୦୨୦)
- ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ୨୦୧୯
- ଗଣେଶ୍ୱର ଦାଶ, ୨୦୧୮
- ନୀଳାଦ୍ରି ଭୂଷଣ ହରିଚନ୍ଦନ,୧୯୯୭
ଝଙ୍କାର ପୁରସ୍କାର
[ସମ୍ପାଦନା]ଏହି ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯାଏ ।
- ୭୦ତମ ବିଷୁବ ମିଳନ, ୨୦୧୯
- କୁମୁଦଚନ୍ଦ୍ର ଦାଶ, ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା
- ପ୍ରସନ୍ନ କୁମାର ମହାନ୍ତି, କବିତା
- ଶ୍ୟାମାପ୍ରସାଦ ଚୌଧୁରୀ, ଶ୍ୟାମା ପ୍ରସାଦ ଚୌଧୁରୀ (Q63152722) (ଗଳ୍ପ
- ଭୂପେନ ମହାପାତ୍ର, ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର (୧୦ ହଜାର ଟଙ୍କା ଓ ମାନପତ୍ର)
- ଧନେଶ୍ୱର ସାହୁ, ଝଙ୍କାର ଲଳିତ ନିବନ୍ଧ ପୁରସ୍କାର (୧୦ହଜାର ଟଙ୍କା ଓ ମାନପତ୍ର)
- ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର (ଜଷ୍ଟିସ୍ ହରିହର ମହାପାତ୍ରଙ୍କ ପ୍ରଦତ୍ତ ଅର୍ଥରାଶିରୁ ପ୍ରାଧ୍ୟାପକ ଆଚାର୍ଯ୍ୟଙ୍କୁ ୩ହଜାର ଟଙ୍କା ଓ ମାନପତ୍ର
- ୬୯ତମ ବିଷୁବ ମିଳନ, ୨୦୧୮
- ବିଜୟ କୁମାର ଶତପଥୀ,ପ୍ରବନ୍ଧ ଓ ସମାଲୋଚନା
- ସୌଭାଗ୍ୟବନ୍ତ ମହାରଣା,କବିତା
- ଅଧ୍ୟାପକ ବିଶ୍ୱରଞ୍ଜନ, ଗଳ୍ପ
- ଗଣେଶ୍ୱର ଦାଶ, ‘ହରିହର ମହାପାତ୍ର ସ୍ମାରକୀ’ ନାଟ୍ୟ ସାହିତ୍ୟ ପୁରସ୍କାର
- କନକମଞ୍ଜରୀ ପଟ୍ଟନାୟକ, ‘ଅଜିତ ଅନୁବାଦ-ଭାରତୀ’ ପୁରସ୍କାର
- ନିତ୍ୟାନନ୍ଦ ସାହୁ, ରାଜୀବ ସ୍ମାରକୀ ଲଳିତ ନିବନ୍ଧ ପୁରସ୍କାର
- ୬୪ତମ ବିଷୁବ ମିଳନ, ୨୦୧୩
- ନିତ୍ୟାନନ୍ଦ ପଣ୍ଡା, ରାଜୀବ ସ୍ମାରକୀ ଲଳିତ ନିବନ୍ଧ ପୁରସ୍କାର[୧୦]
- ବିପିନ ବିହାରୀ ମିଶ୍ର, ୧୯୯୭
- ନୀଳମାଧବ ପାଣିଗ୍ରାହୀ, ୧୯୭୦
- ଅଦ୍ଵୈତ ମହାନ୍ତି, ୧୯୬୯
- ନିମାଇଁ ଚରଣ ହରିଚନ୍ଦନ, ୧୯୬୬
- ରବି ପଟ୍ଟନାୟକ
- ରମେଶ ଚନ୍ଦ୍ର ଭଞ୍ଜ
- ମାଧବ ଚନ୍ଦ୍ର ଶତପଥୀ[୧୧]
ମୀନାବଜାର ପୁରସ୍କାର
[ସମ୍ପାଦନା]ମୀନାବଜାର ଶିଶୁସାହିତ୍ୟ ପୁରସ୍କାର
[ସମ୍ପାଦନା]- ଲାବଣ୍ୟ ଚନ୍ଦ୍ର ସାହୁ (୨୦୦୮)[୧୨]
ଆଧାର
[ସମ୍ପାଦନା]- ↑ https://odia.yourstory.com/read/9eeaad4282/-
- ↑ "୧୨ରୁ ୭୪ତମ ବିଷୁବ ମିଳନ". ପ୍ରଜାତନ୍ତ୍ର ପ୍ରଚାର ସମିତି. p. ୧. Archived from the original on 14 April 2023. Retrieved 14 April 2023.
- ↑ "କବି ହରିହର ମିଶ୍ର ପାଇବେ ବିଷୁବ ସମ୍ମାନ". sambad.in. Retrieved 11 April 2019.
- ↑ "ଦେବଦାସ ଛୋଟରାୟଙ୍କୁ ବିଷୁବ ପୁରସ୍କାର". sambad.in. Retrieved 11 April 2019.
- ↑ http://orissamatters.com/2012/04/13/poet-pramod-mohanty-felicitated-with-bishuba-samman/
- ↑ ୬.୦ ୬.୧ ୬.୨ "meet the author Binapani Mohanty" (PDF). sahitya-akademi.gov.in. Retrieved 26 July 2020.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ଚନ୍ଦ୍ରଶେଖର ରଥ ସଂକଳନ". odiabibhaba.in. Retrieved 11 April 2019.
- ↑ ବିଶୋଇ, ମମତା. "ସତ୍ ସମାଲୋଚକ ଦାଶରଥି ଦାସ". ସତ୍ୟବାଦୀ. Retrieved 1 September 2016.
- ↑ "Nityananda Panda Awards". Retrieved 26 July 2020.
- ↑ "ହାସ୍ୟବ୍ୟଙ୍ଗ ସାହିତ୍ୟିକ ମାଧବ ଚନ୍ଦ୍ର ଶତପଥୀଙ୍କ ପରଲୋକ". ଧରିତ୍ରୀ ୨୭/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. Retrieved 14 April 2019.
- ↑ "ଫେସବୁକ@ପ୍ରଜାତନ୍ତ୍ର ପ୍ରଚାର ସମିତି". Retrieved 10 October 2020.