ବାବାଜୀ ଚରଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବାବାଜୀ ଚରଣ ପଟ୍ଟନାୟକ
Born (1952-09-17) ୧୭ ସେପ୍ଟେମ୍ବର ୧୯୫୨ (ବୟସ ୭୧)
Nationalityଭାରତୀୟ
Educationପିଏଚଡ଼ି
Occupationଅଧ୍ୟାପନା

ବାବାଜୀ ଚରଣ ପଟ୍ଟନାୟକ ( ଜନ୍ମ : ୧୭ ସେପ୍ଟେମ୍ବର ୧୯୫୨ ) ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକ ଅଟନ୍ତି ।[୧] ବୃତ୍ତିରେ ସେ ଜଣେ ଅଧ୍ୟାପକ ।[୨]

ଜୀବନୀ[ସମ୍ପାଦନା]

ବାବାଜୀ ଚରଣ, ୧୯୫୨ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୭୭ ମସିହାରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଭାବରେ ନିଜ ଚାକିରୀ ଜୀବନ ଆରମ୍ବ କରି ୨୦୧୦ ମସିହାରେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଓଡ଼ିଆ କାବ୍ୟ ସାହିତ୍ୟରେ ଚନ୍ଦ୍ର ପ୍ରସଙ୍ଗ
  • ସର୍ଜନାର ଊର୍ଜନା
  • ସାହିତ୍ୟ ପରିଧୀ
  • ସାହିତ୍ୟର ବାଟେଘାଟେ
  • ଆମ ଗଙ୍ଗାଧର
  • ଏଣିତେଣୁ ପାଞ୍ଚକଥା
  • ବିବିଧ ଆଲୋଚନା
  • ଶିଶୁ ଅନନ୍ତ ଦାସ
  • ପ୍ରସଙ୍ଗ : ଅନୁସଙ୍ଗ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ
  • ଝଙ୍କାର ପୁରସ୍କାର
  • ଭରଦ୍ୱାଜ ସମାଲୋଚନା ସାହିତ୍ୟ ସମ୍ମାନ
  • ଏକାମ୍ର ସମ୍ମାନ
  • ନୀଳଚକ୍ର ଜାତୀୟ ସମ୍ମାନ
  • ଶିଶିର ସମ୍ମାନ[୩]

ଆଧାର[ସମ୍ପାଦନା]

  1. "ସାହିତ୍ୟ ସିନ୍ଧୁ" (PDF). www.osepa.odisha.gov.in/. Govt of Odisha. Archived (PDF) from the original on 27 December 2020. Retrieved 27 December 2020.
  2. "'Poet's quest for words is perpetual'". www.dailypioneer.com. daily pioneer. Archived from the original on 27 December 2020. Retrieved 27 December 2020.
  3. "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୭ ଡିସେମ୍ବର ୨୦୨୦. p. ୧୧. Archived from the original on 27 December 2020. Retrieved 27 December 2020.