Jump to content

ପଞ୍ଚାନନ ମହାନ୍ତି

ଉଇକିପିଡ଼ିଆ‌ରୁ
ପଞ୍ଚାନନ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1953-09-20) ୨୦ ସେପ୍ଟେମ୍ବର ୧୯୫୩ (ବୟସ ୭୨)
ବୃତ୍ତିଭାଷାବିଜ୍ଞାନୀ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଶୈଳୀ ବିଜ୍ଞାନ
ପିତାମାତାଉତ୍ତମାନନ୍ଦ ମହାନ୍ତି (ପିତା)

ପଞ୍ଚାନନ ମହାନ୍ତି (ଜନ୍ମ: ୨୦ ସେପ୍ଟେମ୍ବର ୧୯୫୩) ଜଣେ ଓଡ଼ିଆ ପ୍ରାଧ୍ୟାପକ, ଭାଷାବିଜ୍ଞାନୀ, ପ୍ରାବନ୍ଧିକ ଓ ସମାଲୋଚକ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପଞ୍ଚାନନ ୧୯୫୩ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଦକ୍ଷିଣ ଏସିଆ ଭାଷାଗୋଷ୍ଠୀ ସମ୍ପର୍କରେ ବିଶଦ ଭାବେ ଗବେଷଣା କରିଛନ୍ତି । ଅଧ୍ୟାପନା, ଗବେଷଣା ଓ ଅନୁବାଦ ଭଳି ବହୁବିଧ କର୍ମରେ ବ୍ୟାପ୍ତ ପଞ୍ଚାନନଙ୍କ ଅନେକ ଆଲୋଚନା ଜାତୀୟ ଓ ଆନ୍ତର୍ଜତୀୟ ଜର୍ନାଲମାନଙ୍କରେ ସ୍ଥାନୀତ ।[][]

ରଚନାବଳୀ

[ସମ୍ପାଦନା]
  • ବୃତ୍ତି ଏ ମୋ ପୋଷେ କୁଟୁମ୍ବ
  • ଶୈଳୀ ବିଜ୍ଞାନ
  • ଅନାଦି ଅନନ୍ତ
  • ସହୃଦୟେଷୁ
  • ପ୍ରାଚୀନ ଭାରତୀୟ ଦର୍ଶନ
  1. https://cikd.ca/former_associations/panchanan-mohanty/[permanent dead link]
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୮, ୮୭୩. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୭୪୯. ISBN 81-903352-2-7.