Jump to content

ସ୍ମିତା ମହାନ୍ତି

ଉଇକିପିଡ଼ିଆ‌ରୁ
ସ୍ମିତା ମହାନ୍ତି
ଜନ୍ମ
ପୁରୀ, ଓଡ଼ିଶା
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୬ରୁ-ଏବେଯାଏଁ

ସ୍ମିତା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ଅଭିନୟ କରନ୍ତି ।[] ସେ ୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କତାହଚିତ୍ର ଥିଲା ଯଶୋଦା । ଏହାପରେ ସେ ବାପା, ଜୀବନ ସାଥୀ, ପବିତ୍ର ବନ୍ଧନ, କଳ୍କୀ ଅବତାର, କୃଷ୍ଣା କାବେରୀ ଭଳି କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବନ୍ଦେ ଉତ୍କଳ ଜନନୀ, ତୁମେ ହିଁ ସାଥୀ ମୋରେ, ଆମ ଭିତରେ କିଛି ଅଛି, ଆସିବୁ କବେ ସାଜି ମୋ ରାଣୀ, କିଏ ସେ ଡାକୁଛି କୋଉଠି ମତେ, ଲଭ୍ ମାଷ୍ଟର, ଆଖିରେ ଆଖିରେ, ତୁ ମୋ ଗାର୍ଲଫ୍ରେଣ୍ଡ ଭଳି କଥାଚିତ୍ରରେ ଚିରିତ୍ର ଅବିନେତ୍ରୀ ଭାବରେ ଅଭିନୟ କରିଥିଲେ । ସ୍ମିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ତାଙ୍କ ଅଭିନୀତ ଓଡ଼ିଆ ଧାରାବାହିକ ମାଉସୀ ସେ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୨୧ ଦୁର୍ଗତିନାଶିନୀ ୨
୨୦୧୯ ଫ୍ରମ୍ ମି ଟୁ ୟୁ
୨୦୧୮ ଯୋଗୀ (ଓଡ଼ିଆ କଥାଚିତ୍ର)
୨୦୧୭ ମିଠା ମିଠା
୨୦୧୪ଆଖିରେ ଆଖିରେଜୟା
୨୦୧୩ତୁ ମୋ ଦେହର ଛାଇ
୨୦୧୨ଲଭ୍ ମାଷ୍ଟରଶଶିରେଖା
୨୦୧୧କିଏସେ ଡାକୁଛି କୋଉଠି ମତେ
୨୦୧୦ଆସିବୁ କେବେ ସାଜି ମୋ ରାଣୀ
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍
ଆମ ଭିତରେ କିଛି ଅଛି
୨୦୦୯ତୁମେ ହିଁ ସାଥୀ ମୋର
୨୦୦୮ବନ୍ଦେ ଉତ୍କଳ ଜନନୀଶ୍ୱେତା ଦାସ
୧୯୯୯କୃଷ୍ଣା କାବେରୀସୁନନ୍ଦା
କଳ୍କୀ ଅବତାର
ପବିତ୍ର ବନ୍ଧନବର୍ଷା
୧୯୯୮ସୁନା ପାଲିଙ୍କି
୧୯୯୭ଜୀବନସାଥୀ
ବାପା
୧୯୯୬ଯଶୋଦା
ବସୁଧାଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ମାଉସୀଇ ଟିଭି ଓଡ଼ିଆ
  1. "Now, an Odia remake of 'Devdas' - OrissaPOST". Odisha News, Odisha Latest news, Odisha Daily - OrissaPOST. 4 August 2019. Retrieved 10 February 2020.

ବାହାର ଆଧାର

[ସମ୍ପାଦନା]