ଇନ୍ଦୁ ମିଶ୍ର

ଉଇକିପିଡ଼ିଆ‌ରୁ
ଇନ୍ଦୁ ମିଶ୍ର
Born (1957-05-01) ୧ ମଇ ୧୯୫୭ (ବୟସ ୬୬)
କଟକ
Nationalityଭାରତୀୟ
Educationସ୍ନାତକୋତ୍ତର(ଓଡ଼ିଆ),ଏମଫିଲ, ପିଏଚଡ଼ି
Occupationଅଧ୍ୟାପନା
Employerରମାଦେବୀ ମହିଳା ମହାବିଦ୍ୟାଳୟ

ଇନ୍ଦୁ ମିଶ୍ର (ଜନ୍ମ: ୧ ମଇ ୧୯୫୭), ଜଣେ ଓଡ଼ିଆ ପ୍ରାବନ୍ଧିକା ଓ ସମାଲୋଚିକା । ସେ ବୃତ୍ତିରେ ଜଣେ ଅଧ୍ୟାପିକା ଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟ ଆଦି ଅନୁଷ୍ଠାନରେ ଶିକ୍ଷାଦାନ କରିଥିଲେ ।

ରଚନାବଳୀ[ସମ୍ପାଦନା]

ପ୍ରବନ୍ଧ ଓ ସମାଲୋଚନା[ସମ୍ପାଦନା]

  • ସମୀକ୍ଷା ସଂଦର୍ଭ - ୧୯୮୨ (ଫ୍ରେଣ୍ଡସ ପବ୍ଳିସରସ)
  • ମିଥ ଓ ଏହାର କବିତା ପ୍ରୟୋଗ - ୧୯୮୪
  • ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା - ୧୯୮୯ (ବିଦ୍ୟାପୁରୀ)
  • ଆଧୁନିକ ଓଡ଼ିଆ କବିତାର ଦୃଷ୍ଟି ଓ ଦିଗନ୍ତ - ୧୯୯୧ (ଓଡ଼ିଶା ବୁକ ଷ୍ଟୋର)
  • କଥାସୃଷ୍ଟି : କାବ୍ୟଦୃଷ୍ଟି - ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
  • ସାହିତ୍ୟରେ ଆଧୁନିକତା - ୨୦୦୩ (ନବଦିଗନ୍ତ)
  • ଆବିଷ୍କାର ଦୁଃଖ - ୧୯୯୮ (ଓଡ଼ିଶା ବୁକ ଷ୍ଟୋର)

କବିତା[ସମ୍ପାଦନା]

  • ଅନ୍ୟ ସବୁ ପ୍ରତିଶ୍ରୁତି - ୧୯୯୨
  • ଯୁଈ ଗଛ - ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ନିଜ ନିଜ ଅଭିନୟ - ୧୯୯୫ (ଓଡ଼ିଶା ବୁକ ଷ୍ଟୋର)[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଝଙ୍କାର ପୁରସ୍କାର
  • ଗୋକର୍ଣ୍ଣିକା ସମ୍ମାନ
  • ଜୀବନରଙ୍ଗ ସମ୍ମାନ[୨]

ଆଧାର[ସମ୍ପାଦନା]

  1. "National Library Online Catalog". opac.nationallibrary.gov.in. National Library of India. Retrieved 25 February 2019.
  2. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 759–. ISBN 978-81-260-0873-5.