ଇନ୍ଦୁ ମିଶ୍ର
ଦେଖଣା
ଇନ୍ଦୁ ମିଶ୍ର | |
---|---|
ଜନ୍ମ | କଟକ | ୧ ମଇ ୧୯୫୭
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ଓଡ଼ିଆ),ଏମଫିଲ, ପିଏଚଡ଼ି |
ବୃତ୍ତି | ଅଧ୍ୟାପନା |
ଚାକିରିକ୍ଷେତ୍ର | ରମାଦେବୀ ମହିଳା ମହାବିଦ୍ୟାଳୟ |
ଇନ୍ଦୁ ମିଶ୍ର (ଜନ୍ମ: ୧ ମଇ ୧୯୫୭), ଜଣେ ଓଡ଼ିଆ ପ୍ରାବନ୍ଧିକା ଓ ସମାଲୋଚିକା । ସେ ବୃତ୍ତିରେ ଜଣେ ଅଧ୍ୟାପିକା ଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟ ଆଦି ଅନୁଷ୍ଠାନରେ ଶିକ୍ଷାଦାନ କରିଥିଲେ ।
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ ଓ ସମାଲୋଚନା
[ସମ୍ପାଦନା]- ସମୀକ୍ଷା ସଂଦର୍ଭ - ୧୯୮୨ (ଫ୍ରେଣ୍ଡସ ପବ୍ଳିସରସ)
- ମିଥ ଓ ଏହାର କବିତା ପ୍ରୟୋଗ - ୧୯୮୪ (ଗ୍ରନ୍ଥ ମନ୍ଦିର, କଟକ)
- ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା - ୧୯୮୯ (ବିଦ୍ୟାପୁରୀ)
- ଆଧୁନିକ ଓଡ଼ିଆ କବିତାର ଦୃଷ୍ଟି ଓ ଦିଗନ୍ତ - ୧୯୯୧ (ଓଡ଼ିଶା ବୁକ ଷ୍ଟୋର)
- କଥାସୃଷ୍ଟି : କାବ୍ୟଦୃଷ୍ଟି - ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
- ସାହିତ୍ୟରେ ଆଧୁନିକତା - ୨୦୦୩ (ନବଦିଗନ୍ତ)
- ଋତୁପର୍ଣ୍ଣା (ବିଦ୍ୟାପୁରୀ, କଟକ)
କବିତା
[ସମ୍ପାଦନା]- ଅନ୍ୟ ସବୁ ପ୍ରତିଶ୍ରୁତି - ୧୯୯୨ (ସାଥି ମହଲ, କଟକ)
- ଯୁଈ ଗଛ - ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
- ଆବିଷ୍କାର ଦୁଃଖ - ୧୯୯୮ (ଓଡ଼ିଶା ବୁକ ଷ୍ଟୋର)
ଲଳିତ ନିବନ୍ଧ
- ନିଜ ନିଜ ଅଭିନୟ - ୧୯୯୫ (ଓଡ଼ିଶା ବୁକ ଷ୍ଟୋର)[୧]
- ମର୍ତ୍ତ୍ୟମାୟା (ଅନନ୍ତ ନିର୍ଝର ପ୍ରକାଶନୀ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଝଙ୍କାର ପୁରସ୍କାର
- ଗୋକର୍ଣ୍ଣିକା ସମ୍ମାନ
- ଜୀବନରଙ୍ଗ ସମ୍ମାନ[୨]
ଆଧାର
[ସମ୍ପାଦନା]- ↑ "National Library Online Catalog". opac.nationallibrary.gov.in. National Library of India. Retrieved 25 February 2019.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 759–. ISBN 978-81-260-0873-5.