ସେନାପତି ପ୍ରଦ୍ୟୁମ୍ନ କେଶରୀ

ଉଇକିପିଡ଼ିଆ‌ରୁ
ସେନାପତି ପ୍ରଦ୍ୟୁମ୍ନ କେଶରୀ
Senapati Pradyumna Keshari
୨୦୨୪ ମସିହାରେ ଭଦ୍ରକରେ ପ୍ରଦ୍ୟୁମ୍ନ କେଶରୀ
ଜନ୍ମ (1959-07-03) ୩ ଜୁଲାଇ ୧୯୫୯ (ବୟସ ୬୪)
ଜାତୀୟତାଭାରତୀୟ
ଜାତୀୟତାଭାରତ
ବୃତ୍ତିକବି
ବୈବାହିକ-ସାଥୀନର୍ମଦା ନିଳୋତ୍ପଳା

ସେନାପତି ପ୍ରଦ୍ୟୁମ୍ନ କେଶରୀ ଜଣେ ଓଡ଼ିଆ କବି ।[୧] ସାହିତ୍ୟ ସର୍ଜନା ନିମନ୍ତେ ସେ ବସନ୍ତ ମୁଦୁଲି କବିତା ପୁରସ୍କାର (୧୯୯୪), କୈଳାଶ ଲେଙ୍କା ସ୍ମୃତି ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ମାନୀତ ।

ରଚନାବଳୀ[ସମ୍ପାଦନା]

  • ମହୁମୁହାଣ
  • ଅଲଗା ଅଯୋଦ୍ଧା
  • ଖେଳଛୁଟିର ଖରା
  • ପାପତୃଷ୍ଣା
  • ଧୂଳିବେଶ
  • ଭାଜ୍ୟଭାଜକ
  • ପୁରାଣ ନଦୀ
  • ପୋଯାତ୍ରା[୨]

ଆଧାର[ସମ୍ପାଦନା]

  1. "କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଓଡ଼ିଆ କବିତା ପାଠୋତ୍ସବ" (PDF). www.indiaculture.gov.in. indiaculture.gov.in. Archived from the original (PDF) on 1 April 2024. Retrieved 1 April 2024.
  2. "ଭୁବନେଶ୍ବର ସାହିତ୍ୟ ସମାଜର 'ଶୀତ ଉତ୍ସବ': ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ 'କୈଳାସ ଲେଙ୍କା ସମ୍ମାନ' ଏବଂ ରମାକାନ୍ତ ସାମନ୍ତରାୟଙ୍କୁ 'ଦୀନନାଥ ପାଠୀ ସମ୍ମାନ'". www.samajalive.in. ସମାଜ. Archived from the original on 1 April 2024. Retrieved 1 April 2024.