ସୌଦାମିନୀ ନନ୍ଦ
ଦେଖଣା
ସୌଦାମିନୀ ନନ୍ଦ | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) ୨୦୦୩ |
ସୌଦାମିନୀ ନନ୍ଦ, ଜଣେ ଓଡ଼ିଆ ସାହିତ୍ୟିକା ।[୧][୨] ଧରମବୀର ଭାରତୀଙ୍କର ହିନ୍ଦୀ ପୁସ୍ତକ ଅନ୍ଧା ୟୁଗକୁ ଓଡ଼ିଆରେ ଅନୁବାଦ କରି ସେ ୨୦୦୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ରଚନାବଳୀ
[ସମ୍ପାଦନା]- ଅନ୍ଧଯୁଗ - ୨୦୦୧ (କେନ୍ଦ୍ର ସାହିତ୍ୟ ଏକାଡେମୀ)[୩]
- ସୂର୍ଯ଼୍ୟାଭିସାର - ୧୯୮୨
- ଜଳଜ୍ୟୋତ୍ସ୍ନାର ମାୟା - ୨୦୧୨ (କଟକ ଷ୍ଚୁଡେଣ୍ଚସ୍ ଷ୍ଟୋର)
- କବିକଳ୍ପ - ୧୯୯୭ (ଆର୍ଯ୍ୟ ପ୍ରକାଶନ)
- କବି ପ୍ରବେଶ - ୨୦୦୩ (ପଞ୍ଚସଖା ପ୍ରକାଶନ)
- ଅବାକ ସୁନ୍ଦରୀ - ୨୦୦୧ (ପଞ୍ଚସଖା ପ୍ରକାଶନ)
- ଅତଳରୁ ଅନ୍ତରୀକ୍ଷ - ୨୦୦୮ (ବିଦ୍ୟାଭାରତୀ କଟକ)
- ବିଳମ୍ବିତ ଲୟ - ୧୯୯୪ (ବିନୟ କୁମାର ନନ୍ଦ)
- ସ୍ୱର ଶୃଙ୍ଗାର - ୧୯୯୫ (ବିଦ୍ୟାପୁରୀ କଟକ)
- କବିତାର ଅନ୍ତରାଳରେ କବି - ୨୦୦୮ (ସମ୍ଭିତ ପଟ୍ଟନାୟକ)
- ମୟୂରାଙ୍କିତ ବଂଶୀ - ୨୦୧୪ (ଶଶିପ୍ରଭା ସାମନ୍ତରାୟ)
- ଅଜାଙ୍କ ହାତୀ - ୨୦୦୩ (କେନ୍ଦ୍ର ସାହିତ୍ୟ ଏକାଡେମୀ)[୪][୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୩ (ଅନ୍ଧଯୁଗ ପାଇଁ)
- ସତ୍ୟବାଦୀ ସାହିତ୍ୟ ଓ ସାରସ୍ୱତ ସମ୍ମାନ (ପ୍ରବନ୍ଧ) - ୧୯୯୮[୬]
- ଝଙ୍କାର ପୁରସ୍କାର - ୨୦୧୪[୭]
ଆଧାର
[ସମ୍ପାଦନା]- ↑ Indian Literature. Sahitya Akademi., 1982 - Indic literature. Retrieved 8 September 2021.
- ↑ Annual Report. Sahitya Akademi, 2004. Retrieved 8 September 2021.
- ↑ Andhayug (1 ed.). Sahitya Akademi Publications. Retrieved 8 September 2021.
- ↑ "ODIA Novel" (PDF). www.sahitya-akademi.org.in/. Central Sahitya Akademi. Archived from the original (PDF) on 8 September 2021. Retrieved 8 September 2021.
- ↑ [www.opac.nationallibrary.gov.in "Online Catalogue"]. www.opac.nationallibrary.gov.in. National Library of India. Retrieved 8 September 2021.
{{cite web}}
: Check|url=
value (help) - ↑ "ସତ୍ୟବାଦୀ ସାରସ୍ୱତ ଓ ସାହିତ୍ୟ ସମ୍ମାନ ୨୦୧୮". www.samajalive.in. ସମାଜ. Archived from the original on 8 September 2021. Retrieved 8 September 2021.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). www.theprajatantra.org. ପ୍ରଜାତନ୍ତ୍ର. Archived from the original (PDF) on 8 October 2020. Retrieved 29 June 2021.