ସଦାନନ୍ଦ ନାୟକ
ଦେଖଣା
ସଦାନନ୍ଦ ନାୟକ ଜଣେ ଭାରତୀୟ ପ୍ରାଧ୍ୟାପକ ଓ ଓଡ଼ିଆ-ଭାଷୀ ଲେଖକ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ମୁଖ୍ୟ ଭାବରେ କାର୍ଯ୍ୟକରୁଥିଲେ[୧] । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ ଲୋକଧର୍ମ ଓ ଲୋକସାହିତ୍ୟ (୧୯୯୯) ଓ ସ୍ୱର୍ଣ ଭାଷାମର୍ମ (୨୦୨୨) ଅନ୍ୟତମ ।
୨୦୨୨ ମସିହାରେ ତାଙ୍କ ବିରୋଧରେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା ଓ ସେ ଓଡ଼ିଶା ପୁଲିସଦ୍ୱାରା ଗିରଫ ହୋଇଥିଲେ ।[୨][୩][୪]
ଶିକ୍ଷା
[ସମ୍ପାଦନା]ସେ ୨୦୦୬ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ ଓ ୨୦୧୦ରେ ଡି.ଲିଟ. ସମ୍ମାନ ଲାଭକରିଥିଲେ ।[୫]
ବୃତ୍ତି
[ସମ୍ପାଦନା]ସେ ୧୯୯୭ରୁ ୨୦୨୩ ଯାଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ସ୍ନାତକୋତ୍ତର ବିଭାଗରେ ପ୍ରାଧ୍ୟାପକ ଥିଲେ ।[୫]
ରଚନାବଳୀ
[ସମ୍ପାଦନା]- ଲୋକଧର୍ମ ଓ ଲୋକସାହିତ୍ୟ (୧୯୯୯)
- ଲୋକ ବିଶ୍ୱାସ ଓ ଲୋକାଚାର (୨୦୧୫)[୫]
- ଓଡ଼ିଆ ଭାଷାରେ ମଧ୍ୟସର୍ଗ ବା ମଧ୍ୟ ପ୍ରତ୍ୟୟ: ଏକ ଆବିଷ୍କାର (୨୦୨୦)[୫]
- ସ୍ୱର୍ଣ ଭାଷାମର୍ମ (୨୦୨୨)[୬]
- ସ୍ୱର୍ଣ୍ଣ ନାଟକାବଳୀ
ଆଧାର
[ସମ୍ପାଦନା]- ↑ "Sadananda Naik – Berhampur University". web.archive.org. 2023-12-08. Archived from the original on 2023-12-08. Retrieved 2024-11-19.
{{cite web}}: CS1 maint: bot: original URL status unknown (link) - ↑ "ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ନେଇ ଧାରଣା, ପ୍ରତିଶୃତି ପରେ ହଟିଲେ ଛାତ୍ରଛାତ୍ରୀ". prameyanews7.com. Retrieved 2024-11-19.
- ↑ Dharitri; Muduli, Satarupa (2022-07-01). "ଓଡ଼ିଆ ବିଭାଗ ପ୍ରଫେସର ଗିରଫ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-11-19.
- ↑ Sethy, Rajesh (2022-07-18). "ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ସାମନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତା ଛାତ୍ରୀ". Kanak. Retrieved 2024-11-19.
- ↑ ୫.୦ ୫.୧ ୫.୨ ୫.୩ "Indian Research Information Network System". irins.inflibnet.ac.in (in ଇଂରାଜୀ). Retrieved 19 November 2024.
- ↑ https://dharitriepaper.in/edition/10493/bhubaneswar/page/13