ଅଦ୍ୱୈତ ମହାନ୍ତି

ଉଇକିପିଡ଼ିଆ‌ରୁ
(ଅଦ୍ଵୈତ ମହାନ୍ତିରୁ ଲେଉଟି ଆସିଛି)
ଅଦ୍ୱୈତ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୯୪୨
ଓଡ଼ିଶା
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା

ଅଦ୍ୱୈତ ମହାନ୍ତି (ଜନ୍ମ ୧୯୪୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ପତ୍ରିକା ସମ୍ପାଦକ । ତାଙ୍କ ଲେଖାରେ ମନନଶୀଳତା, ଧାର୍ମିକ ସହନଶୀଳତା, ଜାତୀୟ ସଂହତି ଓ ମାନବିକ ମୂଲ୍ୟବୋଧକୁ ନେଇ ରଚିତ ।

ରଚନାବଳୀ[ସମ୍ପାଦନା]

ଗପ[ସମ୍ପାଦନା]

  • ଈଶ୍ୱରଙ୍କ ଠିକଣା

ନାଟକ[ସମ୍ପାଦନା]

  • ସୁବର୍ଣ୍ଣରେଖା
  • ମା’
  • ତରଙ୍ଗ

ମାନସମ୍ମାନ[ସମ୍ପାଦନା]

୧୯୬୯: ପ୍ରବନ୍ଧ ରଚନା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ବିଷୁବ ପୁରସ୍କାର

ଆଧାର[ସମ୍ପାଦନା]