ଶରତ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
(Sarat Kumar Mohantyରୁ ଲେଉଟି ଆସିଛି)
ଶରତ କୁମାର ମହାନ୍ତି
ଜନ୍ମ(1938-01-26)୨୬ ଜାନୁଆରୀ ୧୯୩୮
ଜରିପଡ଼ା, କଟକ
ମୃତ୍ୟୁ୧୮ ମାର୍ଚ୍ଚ ୨୦୦୬(2006-03-18) (ବୟସ ୬୮)
ଜାତୀୟତାଭାରତୀୟ
ପ୍ରସିଦ୍ଧିସାହିତ୍ୟିକ,ଅଧ୍ୟାପକ
ସନ୍ତାନମଧୁମିତା ମହାନ୍ତି
ପିତାମାତା(s)ବୀରବର ମହାନ୍ତି , ଆଦରମଣି ମହାନ୍ତି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଶରତ କୁମାର ମହାନ୍ତି (୨୬ ଜାନୁଆରୀ ୧୯୩୮ - ୧୮ ମାର୍ଚ୍ଚ ୨୦୦୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୨][୩] ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ନିବନ୍ଧ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।[୪][୫]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶରତ, ୧୯୩୮ ମସିହାରେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୀରବର ମହାନ୍ତି ଓ ମାତାଙ୍କ ନାମ ଆଦରମଣି ମହାନ୍ତି ଥିଲା । ବଟ୍ରାଣ୍ଡ ରସେଲଙ୍କ ଲେଖାଦ୍ୱାରା ସେ ପ୍ରଭାବିତ ଥିଲେ । ୨୦୦୬ ମାର୍ଚ୍ଚ ୧୮ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ତିରୋଧାନ ଘଟିଥିଲା ।[୬]

ସାହିତ୍ୟ ସର୍ଜନା[ସମ୍ପାଦନା]

ନିଜ ସାହିତ୍ୟ ରଚନା ବାବଦରେ ଶରତ କୁମାର ଲେଖିଥିଲେ " ଯଦି କୌଣସି ବଡ଼ ମଣିଷ ମତେ ଉଦବୁଦ୍ଧ କରନ୍ତି, ଗୋଟିଏ ମହାନ ଚିନ୍ତା ପ୍ରଭାବିତ କରେ, ତେବେ ତାକୁ ବାଣ୍ଟିବା ପାଇଁ ମୁଁ କଲମ ଧରେ । ଲେଖିଦେଲେ, ମୋ ନିଜ ସନ୍ତୋଷ ବଢେ, ନିଜକୁ ଅଧିକ ପୂର୍ଣ୍ଣ କଲା ପରି ଲାଗେ । ଏହି କାରଣରୁ ଲେଖେ ।"

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୮ - ୩୧, ୨୦୧୭. Retrieved 22 March 2017.
  2. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  3. Amaresh Datta (1987). Encyclopaedia of Indian Literature. Sahitya Akademi. ISBN 978-0-8364-2423-2.
  4. Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. 2002. ISBN 978-81-902761-5-3.
  5. D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
  6. "ତିରୋଧାନ ତାରିଖ". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 March 2021. Retrieved 18 March 2021.
  7. http://www.thehindu.com/todays-paper/tp-national/tp-otherstates/tributes-paid-to-legendary-writer/article5808261.ece
  8. ଶରତ କୁମାର ମହାନ୍ତି (2016). गाँधी मानुष: मोहनदास करमचंद गाँधी की जीवनी. Sāhitya Akādemī. ISBN 978-81-260-5054-3.
  9. Indian Literature. Sahitya Akademi. 1986.
  10. Bijaýa Kumāra Dāśa (1978). Indian Publishing in the Seventies: Released on the Occasion of World Book Fair III February 11-20, 1978. National Book Trust, India.
  11. http://sarbasadharana.com/?p=18743[permanent dead link]
  12. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.