କମଳାକାନ୍ତ ଜେନା

ଉଇକିପିଡ଼ିଆ ରୁ
Jump to navigation Jump to search
କମଳାକାନ୍ତ ଜେନା
KKJena.JPG
ଜନ୍ମ୨୫ ଅପ୍ରେଲ ୧୯୭୧(1971-04-25)
ଜାନୁଗଞ୍ଜ, ବାଲେଶ୍ୱର
ଛଦ୍ମନାମକମଳାକାନ୍ତ ଜେନା
ବୃତ୍ତିଅଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ
ଆଞ୍ଚଳିକତାଓଡ଼ିଆ
ନାଗରିକତାଭାରତୀୟ
ବିଷୟପଦାର୍ଥ ବିଜ୍ଞାନ
ପୁରସ୍କାରଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର

କମଳାକାନ୍ତ ଜେନା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜାନୁଗଞ୍ଜଠାରେ ୧୯୭୧ ମସିହା ଅପ୍ରେଲ ୨୫ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଓ ଜନପ୍ରିୟ ବିଜ୍ଞାନ ଲେଖକ ।

ରଚନାବଳୀ[ସମ୍ପାଦନା]

ଜନପ୍ରିୟ ବିଜ୍ଞାନ ପୁସ୍ତକ[ସମ୍ପାଦନା]

  1. କଥାରେ କଥାରେ ବିଜ୍ଞାନ
  2. ବର୍ଷା ବିଜୁଳିର ଖେଳ [୧]
  3. ଛୋଟ ନୁହେଁ ଛୋଟ କଥା
  4. ବିଗ ବ୍ୟାଙ୍ଗ ମେସିନ
  5. ଗପରେ ଗପରେ ବିଜ୍ଞାନ
  6. ବର୍ଷା ବିଜୁଳି ଘଡ଼ଘଡ଼ି
  7. ଅଣପାରମ୍ପରିକ ଶକ୍ତି
  8. ଗଛଲତାର ଗହଣା କଥା

ପାଠ୍ୟପୁସ୍ତକ[ସମ୍ପାଦନା]

  • ଏନଭାଇରୋମେଣ୍ଟାଲ ଏଜୁକେସନ (+୨)
  • ପରିବେଶ ଶିକ୍ଷା (+୨)
  • ପ୍ରାକ୍ଟିକାଲ ଫିଜିକ୍ସ (+୨)
  • ଆମ ବିଜ୍ଞାନ (ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଚରଣ ସ୍ମୃତି ସମ୍ମାନ: ଇସ୍ପାତ ସାହିତ୍ୟ ସଂସଦ, ରାଉରକେଲା (୨୦୧୧) [୨]
  • ପରଶମଣି ସମ୍ମାନ: ପରଶମଣି ପତ୍ରିକା (୨୦୧୧)
  • ଜନପ୍ରିୟ ବିଜ୍ଞାନ ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି, କଟକ (୨୦୧୦)
  • ତେଲିଙ୍ଗିବାଜା ବିଜ୍ଞାନ ସମ୍ମାନ: ତେଲିଙ୍ଗିବାଜା ପତ୍ରିକା, ରାଉରକେଲା (୨୦୦୯)
  • ଚନ୍ଦ୍ରମା ପ୍ରବନ୍ଧ ସମ୍ମାନ: ଚନ୍ଦ୍ରମା ପତ୍ରିକା, ୨୦୦୯
  • ଶିଶୁ ସାହିତ୍ୟ ସମ୍ମାନ: ଶିଶୁ ସାହିତ୍ୟ ସଂସଦ, କେନ୍ଦୁଝର, ୨୦୦୮
  • ଲାବଣ୍ୟ ସାରସ୍ୱତ ସମ୍ମାନ: ଲାବଣ୍ୟ ପତ୍ରିକା, ୨୦୦୮
  • ନବ ପ୍ରତିଭା ସମ୍ମାନ: ବିଶ୍ୱ ସାହିତ୍ୟ ସେବା ସଂଘ, କଟକ, ୨୦୦୮
  • ପ୍ରକୃତି ବନ୍ଧୁ: ଓଡ଼ିଶା ସରକାର, ୨୦୦୭
  • ଉତ୍କଳ ପ୍ରଭା: ନୀଳଚକ୍ର ପ୍ରକାଶନ, ପୁରୀ, ୨୦୦୭
  • ବିଜ୍ଞାନ ଲେଖକ ସମ୍ମାନ: ଏସ.ସି.ଏ.ଆର.ଟି. କଟକ, ୨୦୦୭
  • ଅଭିନନ୍ଦନ ପ୍ରତିଭା ସମ୍ମାନ: ଅଭିନନ୍ଦନ ଖବରକାଗଜ, ବାଲେଶ୍ୱର, ୨୦୦୬
  • ଟିକି କଇଁଚ ପ୍ରତିଭା ସମ୍ମାନ, ଟିକି କଇଁଚ ପତ୍ରିକା, ବଲାଙ୍ଗୀର, ୨୦୦୬
  • ଗୋପୀନାଥ ମହାନ୍ତି ପ୍ରତିଭା ପୁରସ୍କାର: ବିଜ୍ଞାନ ପ୍ରଚାର ସମିତି (୨୦୦୫)
  • ଶ୍ରେଷ୍ଠ ସ୍ନାତକ: ରୋଟାରୀ କ୍ଳବ, ଭଦ୍ରକ (୧୯୯୧)
  • ପ୍ରାଣକୃଷ୍ଣ ପରିଡ଼ା ବିଜ୍ଞାନ ସାହିତ୍ୟ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୩]

ଆଧାର[ସମ୍ପାଦନା]

  1. vidyapuri.com: KAMALAKANTA JENA
  2. orissabarta.com: Ispat Sahitya Sansad celebrates 40th Anniversary
  3. "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'" (ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪). ଧରିତ୍ରୀ. Retrieved 10 June 2019.