୧୬ଶ ଓଡ଼ିଶା ବିଧାନ ସଭା
ଦେଖଣା
| ଷୋଡ଼ଶ ବିଧାନ ସଭା ଷୋହଳତମ ବିଧାନ ସଭା | |
|---|---|
![]() | |
| ପ୍ରକାର | |
| ପ୍ରକାର | ନିମ୍ନ ସଦନ |
| ନେତୃତ୍ୱ | |
| ବାଚସ୍ପତି | ପ୍ରମିଳା ମଲ୍ଲିକ, ବିଜେଡି |
| ଉପ-ବାଚସ୍ପତି | ସାନନ୍ଦ ମାରାଣ୍ଡି, ବିଜେଡି |
| ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ, ବିଜେଡି |
| ବିରୋଧୀ ଦଳର ମୁଖ୍ୟ | ପ୍ରଦୀପ୍ତ କୁମାର ନାୟକ, ଭାରତୀୟ ଜନତା ପାର୍ଟି |
| ଆସନ ସଂଖ୍ୟା | ୧୪୭ |
| ସାକ୍ଷାତକକ୍ଷ | |
| ବିଧାନ ସଭା | |
| Website | |
| http://ws.ori.nic.in/ola/ | |

୧୬ଶ ଓଡ଼ିଶା ବିଧାନ ସଭା, ୨୦୧୯ ମସିହାରୁ ଆରମ୍ଭ ହୋଇ ଜୁନ ୩,୨୦୨୪ ପର୍ଯ୍ୟନ୍ତ ଚାଲିଥିଲା ।
ଗୁରୁତ୍ୱପୂର୍ଣ୍ଣ ପଦବୀ
[ସମ୍ପାଦନା]ବିଭିନ୍ନ ପଦବୀରେ ଥିବା ବିଧାୟକଙ୍କ ନାମ ।[୧]
| ପଦବୀ | ନାମ |
|---|---|
| ବାଚସ୍ପତି | ପ୍ରମିଳା ମଲ୍ଲିକ |
| ଉପ-ବାଚସ୍ପତି | ସାନନ୍ଦ ମାରାଣ୍ଡି |
| ଶାସକ ଦଳର ନେତା | ନବୀନ ପଟ୍ଟନାୟକ |
| ଶାସକ ଦଳ | ବିଜୁ ଜନତା ଦଳ |
| ବିରୋଧୀ ଦଳର ନେତା | ପ୍ରଦୀପ୍ତ କୁମାର ନାୟକ |
| ମୁଖ୍ୟ ବିରୋଧୀ ଦଳ | ଭାରତୀୟ ଜନତା ପାର୍ଟି |
| ସଚିବ | ଅମୀୟ କୁମାର ଷଡ଼ଙ୍ଗୀ |
ବିଧାନ ସଭା ସଦସ୍ୟଗଣ
[ସମ୍ପାଦନା]ସଂ: ସଂରକ୍ଷିତ
ପରିସଂଖ୍ୟାନ
[ସମ୍ପାଦନା]| ଦଳ | ସଦସ୍ୟ |
|---|---|
| ବିଜୁ ଜନତା ଦଳ | ୧୧୧ |
| ଭାରତୀୟ ଜନତା ପାର୍ଟି | ୨୩ |
| କଂଗ୍ରେସ | ୯ |
| କମ୍ୟୁନିଷ୍ଟ ପାର୍ଟି ଭାରତ (ସିପିଆଇଏମ ) | ୧ |
| ସ୍ୱାଧୀନ | ୧ |
- ପୁରୁଷ : ୧୩୨
- ମହିଳା : ୧୩
ଅଧିବେଶନ ତାଲିକା ଏବଂ ଆଲୋଚନା ବିଷୟ ବସ୍ତୁ
[ସମ୍ପାଦନା]ଓଡ଼ିଶାର ଷୋଡ଼ଶ ବିଧାନ ସଭାର ବିଭିନ୍ନ ଅଧିବେଶନ ସମ୍ପର୍କରେ ସୂଚନା:[୪]
| ସଂଖ୍ୟା | ସମୟସୀମା | ଗୁରୁତ୍ୱପୂର୍ଣ୍ଣ ଘଟଣା |
|---|---|---|
| ପ୍ରଥମ | ୨୫ ଜୁନ ୨୦୧୯ରୁ ୩ ଜୁଲାଇ ୨୦୧୯ |
|
| ଦ୍ୱିତୀୟ | ୧୨ ଜୁଲାଇ ୨୦୧୯ରୁ - |
|
ଆଧାର
[ସମ୍ପାଦନା]- ↑ "Present assembly". odishaassembly.nic.in. Retrieved 2019-06-29.
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;:3ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Odisha Legislative Assembly". odishaassembly.nic.in. Retrieved 2019-06-29.
- ↑ Dharitri (2019-07-11). "ଶୁକ୍ରବାରରୁ ବିଧାନ ସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ: ୨ ଦିନ ଛୁଟି ପରେ ୧୫ରେ ଚାଲିବ - Dharitri" (in ଆମେରିକୀୟ ଇଂରାଜୀ). Retrieved 2019-07-11.
ଆହୁରି ଦେଖନ୍ତୁ
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୬ଶ ଓଡ଼ିଶା ବିଧାନ ସଭା ସଦସ୍ୟ
ବାବଦରେ ମାଧ୍ୟମ ରହିଛି ।
