ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା
Jump to navigation
Jump to search
ନାମ | ପଦବୀ | କାର୍ଯ୍ୟକାଳ | ସୁଚନା |
---|---|---|---|
ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୨୧.୦୫-୨୦୦୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ | |
ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୧୬.୦୫.୨୦୦୪ ଠାରୁ ୨୦.୦୫.୨୦୦୯ | |
ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୦୫.୦୩.୨୦୦୦ ଠାରୁ ୧୫.୦୫.୨୦୦୪ | |
ହେମାନନ୍ଦ ବିଶ୍ୱାଳ | ମୁଖ୍ୟମନ୍ତ୍ରୀ | ୦୬.୧୨.୧୯୯୯ ଠାରୁ ୦୫-୦୩-୨୦୦୦ | |
ଗିରିଧର ଗମାଙ୍ଗ | ମୁଖ୍ୟମନ୍ତ୍ରୀ | ୦୭.୦୨.୧୯୯୯ ଠାରୁ ୦୬.୧୨.୧୯୯୯ | |
ଜାନକୀ ବଲ୍ଲଭ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୧୫.୦୩.୧୯୯୫ ଠାରୁ ୧୭.୦୨.୧୯୯୯ | |
ବିଜୁ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୦୫.୦୩.୧୯୯୦ ଠାରୁ ୧୫.୦୩.୧୯୯୫ | |
ହେମାନନ୍ଦ ବିଶ୍ୱାଳ | ମୁଖ୍ୟମନ୍ତ୍ରୀ | ୦୭.୧୨.୧୯୮୯ ଠାରୁ ୦୪.୦୩.୧୯୯୦ | |
ଜାନକୀ ବଲ୍ଲଭ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୦୯.୦୬.୧୯୮୦ ଠାରୁ ୦୭.୧୨.୧୯୮୯ | |
ନୀଳମଣି ରାଉତରାୟ | ମୁଖ୍ୟମନ୍ତ୍ରୀ | ୨୬.୦୬.୧୯୭୭ ଠାରୁ ୦୭.୦୨.୧୯୮୦ | |
ବିନାୟକ ଆଚାର୍ଯ୍ୟ | ମୁଖ୍ୟମନ୍ତ୍ରୀ | ୨୯.୧୨.୧୯୭୬ ଠାରୁ ୩୦.୦୪.୧୯୭୭ | |
ନନ୍ଦିନୀ ଶତପଥୀ | ମୁଖ୍ୟମନ୍ତ୍ରୀ | ୦୬.୦୩.୧୯୭୪ ଠାରୁ ୧୬.୧୨.୧୯୭୬ | |
ନନ୍ଦିନୀ ଶତପଥୀ | ମୁଖ୍ୟମନ୍ତ୍ରୀ | ୧୪.୦୬.୧୯୭୨ ଠାରୁ ୦୩.୦୩.୧୯୭୩ | |
ବିଶ୍ୱନାଥ ଦାସ | ମୁଖ୍ୟମନ୍ତ୍ରୀ | ୦୩.୦୪.୧୯୭୧ ଠାରୁ ୧୪.୦୬.୧୯୭୨ | |
ରାଜେନ୍ଦ୍ର ନାରାୟଣ ସିଂହଦେଓ | ମୁଖ୍ୟମନ୍ତ୍ରୀ | ୦୮.୦୩.୧୯୬୭ ଠାରୁ ୦୯.୦୧.୧୯୭୧ | |
ସଦାଶିବ ତ୍ରିପାଠୀ | ମୁଖ୍ୟମନ୍ତ୍ରୀ | ୨୧.୦୨.୧୯୬୫ ଠାରୁ ୦୮.୦୩.୧୯୬୭ | |
ବୀରେନ ମିତ୍ର | ମୁଖ୍ୟମନ୍ତ୍ରୀ | ୦୨.୧୦.୧୯୬୩ ଠାରୁ ୨୧.୦୨.୧୯୬୫ | |
ବିଜୟାନନ୍ଦ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ | ୨୩.୦୬.୧୯୬୧ ଠାରୁ ୦୨.୧୦.୧୯୬୩ | |
ହରେକୃଷ୍ଣ ମହତାବ | ମୁଖ୍ୟମନ୍ତ୍ରୀ | ୧୯.୧୦.୧୯୫୬ ଠାରୁ ୨୫.୦୨.୧୯୬୧ | |
ନବକୃଷ୍ଣ ଚୌଧୁରୀ | ମୁଖ୍ୟମନ୍ତ୍ରୀ | ୧୨.୦୫.୧୯୫୦ ଠାରୁ ୧୯.୧୦.୧୯୫୬ | |
ହରେକୃଷ୍ଣ ମହତାବ | ପ୍ରଧାନମନ୍ତ୍ରୀ | ୨୩.୦୪.୧୯୪୬ ଠାରୁ ୧୨.୦୫.୧୯୫୦ | |
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ | ପ୍ରଧାନମନ୍ତ୍ରୀ | ୨୪.୧୧.୧୯୪୧ ଠାରୁ ୩୦.୦୬.୧୯୪୪ | |
ବିଶ୍ୱନାଥ ଦାସ | ପ୍ରଧାନମନ୍ତ୍ରୀ | ୧୯-୦୭-୧୯୩୭ ଠାରୁ ୦୬.୧୧.୧୯୩୯ | |
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ | ପ୍ରଧାନମନ୍ତ୍ରୀ | ୦୧-୦୧-୧୯୩୭ ଠାରୁ ୧୯.୦୭.୧୯୩୭ |