୧୩ଶ ଓଡ଼ିଶା ବିଧାନ ସଭା
ଦେଖଣା
| ତ୍ରୟୋଦଶ ବିଧାନ ସଭା ତେରତମ ବିଧାନ ସଭା | |
|---|---|
![]() | |
| ପ୍ରକାର | |
| ପ୍ରକାର | ନିମ୍ନ ସଦନ |
| ନେତୃତ୍ୱ | |
| ବାଚସ୍ପତି | ମହେଶ୍ୱର ମହାନ୍ତି (୨୧ ମଇ ୨୦୦୪-୩୧ ମାର୍ଚ୍ଚ ୨୦୦୮) ଏବଂ କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୧୯ ମଇ ୨୦୦୯), ବିଜେଡି |
| ଉପ-ବାଚସ୍ପତି | ପ୍ରହ୍ଲାଦ ଡୋରା, ବିଜେଡି |
| ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ, ବିଜେଡି |
| ବିରୋଧୀ ଦଳର ମୁଖ୍ୟ | ଜାନକୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ |
| ଆସନ ସଂଖ୍ୟା | ୧୪୭ |
| ସାକ୍ଷାତକକ୍ଷ | |
| ବିଧାନ ସଭା | |
| Website | |
| http://ws.ori.nic.in/ola/ | |
୧୩ଶ ଓଡ଼ିଶା ବିଧାନ ସଭା, ୧୫ ମଇ ୨୦୦୪ ମସିହାରୁ ଆରମ୍ଭ ହୋଇ ୧୯ ମଇ ୨୦୦୯ ମସିହା ପର୍ଯ୍ୟନ୍ତ ଚାଲିଥିଲା ।[୧]
ନିର୍ବାଚନ
[ସମ୍ପାଦନା]ଏହି ବିଧାନ ସଭା ଗଠନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦ ଏପ୍ରିଲ ୨୦୦୪ରେ ୭୭ଟି ଏବଂ ୨୬ ଏପ୍ରିଲ ୨୦୦୪ରେ ୭୦ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୧] ବିଜେପି ଓ ବିଜେଡିର ମେଣ୍ଟ ଏହି ନିର୍ବାଚନରେ ବିଜୟ ଲାଭ କରିଥିଲା ।
ପରିସଂଖ୍ୟାନ
[ସମ୍ପାଦନା]| ଦଳ | ନିର୍ବାଚିତ ସଦସ୍ୟ |
|---|---|
| ବିଜୁ ଜନତା ଦଳ | ୬୧ |
| ଭାରତୀୟ ଜାତୀୟ କଂଗ୍ରେସ | ୩୮ |
| ଭାରତୀୟ ଜନତା ପାର୍ଟି | ୩୨ |
| ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ୪ |
| ଓଡ଼ିଶା ଗଣ ପରିଷଦ | ୨ |
| ସିପିଆଇ | ୧ |
| ସିପିଆଇ (ଏମ) | ୧ |
| ସ୍ୱାଧୀନ | ୮ |
| ମୋଟ | ୧୪୭ |
ପଦବୀ
[ସମ୍ପାଦନା]| ପଦବୀ | ବିଧାୟକ |
|---|---|
| ବାଚସ୍ପତି | ମହେଶ୍ୱର ମହାନ୍ତି** (୨୧ ମଇ ୨୦୦୪-୩୧ ମାର୍ଚ୍ଚ ୨୦୦୮)
କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୧୯ ମଇ ୨୦୦୯) |
| ଉପ-ବାଚସ୍ପତି | ପ୍ରହ୍ଲାଦ ଡୋରା |
| ଶାସକ ଦଳ ନେତା | ନବୀନ ପଟ୍ଟନାୟକ (ବିଜେଡି) |
| ବିରୋଧୀ ଦଳ ନେତା | ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ) |
** ଇସ୍ତଫା ଦେଇଥିଲେ
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Brief History". odishaassembly.nic.in. Retrieved 2019-06-29.
