୧୩ଶ ଓଡ଼ିଶା ବିଧାନ ସଭା
ଦେଖଣା
ତ୍ରୟୋଦଶ ବିଧାନ ସଭା ତେରତମ ବିଧାନ ସଭା | |
---|---|
ପ୍ରକାର | |
ପ୍ରକାର | ନିମ୍ନ ସଦନ |
ନେତୃତ୍ୱ | |
ବାଚସ୍ପତି | ମହେଶ୍ୱର ମହାନ୍ତି (୨୧ ମଇ ୨୦୦୪-୩୧ ମାର୍ଚ୍ଚ ୨୦୦୮) ଏବଂ କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୧୯ ମଇ ୨୦୦୯), ବିଜେଡି |
ଉପ-ବାଚସ୍ପତି | ପ୍ରହ୍ଲାଦ ଡୋରା, ବିଜେଡି |
ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ, ବିଜେଡି |
ବିରୋଧୀ ଦଳର ମୁଖ୍ୟ | ଜାନକୀ ବଲ୍ଲଭ ପଟ୍ଟନାୟକ, କଂଗ୍ରେସ |
ଆସନ ସଂଖ୍ୟା | ୧୪୭ |
ସାକ୍ଷାତକକ୍ଷ | |
ବିଧାନ ସଭା | |
Website | |
http://ws.ori.nic.in/ola/ |
୧୩ଶ ଓଡ଼ିଶା ବିଧାନ ସଭା, ୧୫ ମଇ ୨୦୦୪ ମସିହାରୁ ଆରମ୍ଭ ହୋଇ ୧୯ ମଇ ୨୦୦୯ ମସିହା ପର୍ଯ୍ୟନ୍ତ ଚାଲିଥିଲା ।[୧]
ନିର୍ବାଚନ
[ସମ୍ପାଦନା]ଏହି ବିଧାନ ସଭା ଗଠନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଟିତ ହୋଇଥିଲା । ୨୦ ଅପ୍ରେଲ ୨୦୦୪ରେ ୭୭ଟି ଏବଂ ୨୬ ଅପ୍ରେଲ ୨୦୦୪ରେ ୭୦ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୧]
ପରିସଂଖ୍ୟାନ
[ସମ୍ପାଦନା]ଦଳ | ନିର୍ବାଚିତ ସଦସ୍ୟ |
---|---|
ବିଜୁ ଜନତା ଦଳ | ୬୧ |
ଭାରତୀୟ ଜାତୀୟ କଂଗ୍ରେସ | ୩୮ |
ଭାରତୀୟ ଜନତା ପାର୍ଟି | ୩୨ |
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ୪ |
ଓଡ଼ିଶା ଗଣ ପରିଷଦ | ୨ |
ସିପିଆଇ | ୧ |
ସିପିଆଇ (ଏମ) | ୧ |
ସ୍ୱାଧୀନ | ୮ |
ମୋଟ | ୧୪୭ |
ପଦବୀ
[ସମ୍ପାଦନା]ପଦବୀ | ବିଧାୟକ |
---|---|
ବାଚସ୍ପତି | ମହେଶ୍ୱର ମହାନ୍ତି** (୨୧ ମଇ ୨୦୦୪-୩୧ ମାର୍ଚ୍ଚ ୨୦୦୮)
କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୧୯ ମଇ ୨୦୦୯) |
ଉପ-ବାଚସ୍ପତି | ପ୍ରହ୍ଲାଦ ଡୋରା |
ଶାସକ ଦଳ ନେତା | ନବୀନ ପଟ୍ଟନାୟକ (ବିଜେଡି) |
ବିରୋଧୀ ଦଳ ନେତା | ଜାନକୀ ବଲ୍ଲଭ ପଟ୍ଟନାୟକ (କଂଗ୍ରେସ) |
** ଇସ୍ତଫା ଦେଇଥିଲେ
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Brief History". odishaassembly.nic.in. Retrieved 2019-06-29.