ବିଶ୍ୱନାଥ ଖୁଣ୍ଟିଆ
ଦେଖଣା
ଉଇକିପିଡ଼ିଆରୁ
ବିଶ୍ୱନାଥ ଖୁଣ୍ଟିଆ | |
|---|---|
| ଜନ୍ମ | |
| ବୃତ୍ତି | ପୌରାଣିକ କବି |
| ଉଲ୍ଲେଖନୀୟ କୃତି | ବିଚିତ୍ର ରାମାୟଣ |
ବିଶ୍ୱନାଥ ଖୁଣ୍ଟିଆ ଜଣେ ଓଡ଼ିଆ-ଭାଷୀ କବି ଥିଲେ । ସେ ମଧ୍ୟଯୁଗର ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ । ସେ ଅଷ୍ଟାଦଶ ଶତକରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ବାସସ୍ଥାନ ଥିଲା ପୁରୀ । ତାଙ୍କ ରଚିତ କାବ୍ୟ "ବିଚିତ୍ର ରାମାୟଣ" ଦକ୍ଷିଣ ଓଡି଼ଶାରେ ଖୁବ୍ ଲୋକପ୍ରିୟ | ସରଳ ଓ ଶାବଲୀଳ ଭାଷାରେ ରାମାୟଣର କଥାବସ୍ତୁ ରଚିତ କରି ସେ ଏହାକୁ ଜନସାଧରଣଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲେ ।
ଆଧାର
[ସମ୍ପାଦନା]- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 517–. ISBN 978-81-260-1803-1.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
| ଚର୍ଯ୍ୟା ଯୁଗ | |||||||||||||
|---|---|---|---|---|---|---|---|---|---|---|---|---|---|
| ସାରଳା ଯୁଗ | |||||||||||||
| ପଞ୍ଚସଖା ଯୁଗ | |||||||||||||
| ରୀତି ଯୁଗ | |||||||||||||
| ରାଧାନାଥ ଯୁଗ | |||||||||||||
| ସତ୍ୟବାଦୀ ଯୁଗ | |||||||||||||
| ସବୁଜ ଯୁଗ | |||||||||||||
| ପ୍ରଗତି ଯୁଗ | |||||||||||||
| ସ୍ୱାଧୀନତା ପର |
| ||||||||||||