ଛାନ୍ଦ
ଛାନ୍ଦ ଓଡ଼ିଆ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ଏକ ପ୍ରକାରର ରଚନା ଯାହା ଛନ୍ଦରେ ଲିଖିତ । ପ୍ରତ୍ୟେକ ଛନ୍ଦର ନିର୍ଦ୍ଦିଷ୍ଟ ଆକ୍ଷରିକ ବା ମାତ୍ରା ଛନ୍ଦ, ଯତି, ସ୍ୱର ଓ ନାମ ରହିଛି । ଓଡ଼ିଆ ସାହିତ୍ୟରେ ଶତାଧିକ ଛନ୍ଦ ରହିଥିବା ଦେଖାଯାଏ । ପୁରାତନ ଓଡ଼ିଆ ସାହିତ୍ୟର ପ୍ରାୟତଃ ସମସ୍ତ ଲେଖା ଛାନ୍ଦସାହିତ୍ୟ ବା ଛାନ୍ଦକାବ୍ୟ ।
ଛାନ୍ଦ ଲେଖା ଓଡ଼ିଆ ସାହିତ୍ୟର ବିଶେଷତ୍ୱ । ପ୍ରତ୍ୟେକ ଛାନ୍ଦ ଭିନ୍ନ ରାଗରାଗିଣୀଯୁକ୍ତ । ସାଧାରଣତଃ ରୀତିଯୁଗରୁ ଏହି ଛାନ୍ଦମାନଙ୍କ ବହୁଳ ପ୍ରୟୋଗ ଦେଖାଯାଏ, ଯଦିଓ ଛାନ୍ଦ ପ୍ରୟୋଗ ସଂସ୍କୃତ ସାହିତ୍ୟରୁ ଆରମ୍ଭ ହେବା ସହ ବିଭିନ୍ନ ଛାନ୍ଦ ଅଳଙ୍କାର ଯୁକ୍ତ କାବ୍ୟମାନଙ୍କ ପ୍ରବର୍ତ୍ତନ ହୁଏ। କାବ୍ୟର ଛାନ୍ଦ ସଂଖ୍ୟା ପାଇଁ କୌଣସି ନିୟମ ଦେଖାଯାଏ ନାହିଁ। ଏହାର ପଦସଂଖ୍ୟା କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ଅନୁପସ୍ଥିତ। ପରିକଳ୍ପିତ ବ୍ୟାପ୍ତିବୈଚିତ୍ର୍ୟ, କଳ୍ପନା ବିସ୍ତାର,ବର୍ଣ୍ଣନାପାଟବ ଦୃଷ୍ଟିରୁ ଛାନ୍ଦ ସଂଖ୍ୟା ନିରୂପିତ।
|
|
| ଓଡ଼ିଆ ସାହିତ୍ୟର ଇତିହାସ |
|
ଓଡ଼ିଆ ସାହିତ୍ୟର ବିଭାଗ |
| ଓଡ଼ିଆ ଭାଷାର ଲେଖକ |
|
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
| ପ୍ରକାରଭେଦ |
|
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
| ସଙ୍ଗଠନ |
| ଆନ୍ଦୋଳନ |
| ସମାଲୋଚନା ଓ ସମ୍ମାନ |
| ଓଡ଼ିଶା ପୋର୍ଟାଲ |
| ସାହିତ୍ୟ ପୋର୍ଟାଲ |
| ଉଇକିପାଠାଗାର |
ବୃତ୍ତ
[ସମ୍ପାଦନା]ତଳେ ଓଡ଼ିଶାର ସାହିତ୍ୟରେ ବ୍ୟବହୃତ ବୃତ୍ତ ବା ଛନ୍ଦଗୁଡ଼ିକର ଉଦାହରଣ ଦିଆଯାଇଛି ।[୧] ସ୍ଥାନେ ସ୍ଥାନେ ଗୋଟିଏ ନାମରେ ଏକାଧିକ ପ୍ରକାର ଛନ୍ଦ ପରିଲକ୍ଷିତ ହୁଏ । ଏହା ଗୋଟିଏ ଛନ୍ଦର ଭିନ୍ନ ରୂପ । ଠିକ ସେହିପରି 'ଯେ' 'ସେ' ଇତ୍ୟାଦି ଶବ୍ଦକୁ ମିଶାଇ ସାମାନ୍ୟ ପରିବର୍ତ୍ତନ ଘଟିଲେ ମଧ୍ୟ ବୃତ୍ତ ବଦଳିଯାଏ । ଛାନ୍ଦ ହେଉଛି ଛନ୍ଦ ବ୍ୟବହୃତ କାବ୍ୟ।
| କ୍ରମ | ବୃତ୍ତ | ଉଦାହରଣ[୨] |
|---|---|---|
| ୧ | ମଙ୍ଗଳଗୁଜ୍ଜରୀ |
|
| ||
| ୨ | ବଙ୍ଗଳାଶ୍ରୀ |
|
| ||
| ୩ | ପାହାଡ଼ିଆ କେଦାର |
|
| ୪ | ରାମକେରୀ |
|
| ୫ | ମାଳବଗଉଡ଼ା |
|
| ୬ | ମାଳବ ରୋଢ଼ାବାଣୀ |
|
| ୭ | ପଟ୍ଟମହଞ୍ଜରୀ |
|
| ୮ | କାଳୀ |
|
| ୯ | ଚୋଖି |
|
| ୧୦ | ରସକୁଲ୍ୟା |
|
| ୧୧ | ବସନ୍ତବରାଡ଼ି |
|
| ୧୨ | ଆଷାଢ଼ଶୁକ୍ଳ |
|
| ୧୩ | ଭୂପାଳ |
|
ଆଧାର
[ସମ୍ପାଦନା]- ↑ ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ) - ଜଗବନ୍ଧୁ ସିଂହ । ପୃଷ୍ଠା ୧୩୮-୧୫୧ । ତୃତୀୟ ସଂସ୍କରଣ, ୧୯୮୨, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ ।
- ↑ ବୈଦେହୀଶ ବିଳାସ (କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗ୍ରନ୍ଥାବଳୀ, ତୃତୀୟ ଖଣ୍ଡ) - ଉପେନ୍ଦ୍ର ଭଞ୍ଜ । ଧର୍ମଗ୍ରନ୍ଥ ଷ୍ଟୋର, ତୃତୀୟ ସଂସ୍କରଣ ।
