ଚନ୍ଦ୍ରମଣି ଲେଙ୍କା
Appearance
ଚନ୍ଦ୍ରମଣି ଲେଙ୍କା | |
---|---|
ମୃତ୍ୟୁ | ୧୨ ସେପ୍ଟେମ୍ବର ୨୦୨୩ ଭାରତୀପୁର, ପୁରୀ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଓଡ଼ିଶୀ ସଙ୍ଗୀତ ଗାୟକ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ଚନ୍ଦ୍ରମଣି ଲେଙ୍କା ଜଣେ ଓଡ଼ିଶୀ ସଙ୍ଗୀତ ଗାୟକ ଓ ଗୁରୁ ଥିଲେ ।[୧] ୨୦୧୯ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ[୨] ଓ ୨୦୨୦ରେ ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ ପୁରସ୍କାର ମିଳିଥିଲା ।
ପେଷା
[ସମ୍ପାଦନା]ସେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଠାରୁ ଚାକିରୀ ଛାଡ଼ି ପୁରୀସ୍ଥିତ ସିଙ୍ଘାରୀ ଶାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟର ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।[୩]
ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ନିୟମିତ ଗାୟକ ଥିଲେ ।[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ୨୦୧୯[୩][୪]
- ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ, ୨୦୨୦[୫]
ମୃତ୍ୟୁ
[ସମ୍ପାଦନା]୨୦୨୩ ମସିହାର ସେପ୍ଟେମ୍ବର ୧୨ ତାରିଖରେ ତାଙ୍କ ବାସଭବନ ଭାରତୀପୁରଠାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ ମହାରଥା, ପବିତ୍ର (February 2021). "ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍" (PDF). ଉତ୍କଳ ପ୍ରସଙ୍ଗ: 2. Retrieved 12 September 2023.[permanent dead link]
- ↑ Sahoo, Pradeep (27 August 2021). "Odisha Sangeet Natak Akademi Awards Announced For 2019 & 2020". Pragativadi (in ଆମେରିକୀୟ ଇଂରାଜୀ). Archived from the original on 12 September 2023. Retrieved 12 September 2023.
- ↑ ୩.୦ ୩.୧ ୩.୨ ନିଆଲ, ସୁବାଷ (30 August 2023). "ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ ସମାରୋହ: ଅନନ୍ତ ମହାପାତ୍ର ଓ କୁମ୍କୁମ୍ ମହାନ୍ତିଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ" (PDF). ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଶା ସରକାର. Retrieved 12 September 2023.
- ↑ Himanshu (27 August 2021). "Odisha Sangeet Natak Akademi awards announced for 2019 and 2020: Complete list here". KalingaTV (in ଆମେରିକୀୟ ଇଂରାଜୀ). Archived from the original on 12 September 2023. Retrieved 12 September 2023.
- ↑ "ଚନ୍ଦ୍ରମଣି ଲେଙ୍କା ପାଇବେ 'ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ'". ଧରିତ୍ରୀ (ପୋର୍ଟାଲ୍). ଭୁବନେଶ୍ୱର. 7 February 2020. Archived from the original on 12 September 2023. Retrieved 12 September 2023.
- ↑ "Renowned Odissi guru Chandramani Lenka dead". United News of India (in ଇଂରାଜୀ). Puri. 11 September 2023. Archived from the original on 12 September 2023. Retrieved 12 September 2023.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଚନ୍ଦ୍ରମଣି ଲେଙ୍କା-ସମ୍ପର୍କିତ ମିଡ଼ିଆ