ଚନ୍ଦ୍ରମଣି ଲେଙ୍କା

ଉଇକିପିଡ଼ିଆ‌ରୁ
ଚନ୍ଦ୍ରମଣି ଲେଙ୍କା
Chandramani Lenka
ମୃତ୍ୟୁ୧୨ ସେପ୍ଟେମ୍ବର ୨୦୨୩(୨୦୨୩-୦୯-୧୨)
ଭାରତୀପୁର, ପୁରୀ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଶୀ ସଙ୍ଗୀତ ଗାୟକ
ଶୈଳୀଓଡ଼ିଶୀ ସଙ୍ଗୀତ

ଚନ୍ଦ୍ରମଣି ଲେଙ୍କା ଜଣେ ଓଡ଼ିଶୀ ସଙ୍ଗୀତ ଗାୟକ ଓ ଗୁରୁ ଥିଲେ ।[୧] ୨୦୧୯ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ[୨] ଓ ୨୦୨୦ରେ ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ ପୁରସ୍କାର ମିଳିଥିଲା ।

ପେଷା[ସମ୍ପାଦନା]

ସେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଠାରୁ ଚାକିରୀ ଛାଡ଼ି ପୁରୀସ୍ଥିତ ସିଙ୍ଘାରୀ ଶାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟର ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।[୩]

ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ନିୟମିତ ଗାୟକ ଥିଲେ ।[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୨୦୨୩ ମସିହାର ସେପ୍ଟେମ୍ବର ୧୨ ତାରିଖରେ ତାଙ୍କ ବାସଭବନ ଭାରତୀପୁରଠାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ମହାରଥା, ପବିତ୍ର (February 2021). "ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍" (PDF). ଉତ୍କଳ ପ୍ରସଙ୍ଗ: 2. Retrieved 12 September 2023.
  2. Sahoo, Pradeep (27 August 2021). "Odisha Sangeet Natak Akademi Awards Announced For 2019 & 2020". Pragativadi (in ଆମେରିକୀୟ ଇଂରାଜୀ). Archived from the original on 12 September 2023. Retrieved 12 September 2023.
  3. ୩.୦ ୩.୧ ୩.୨ ନିଆଲ, ସୁବାଷ (30 August 2023). "ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ ସମାରୋହ: ଅନନ୍ତ ମହାପାତ୍ର ଓ କୁମ୍‌କୁମ୍ ମହାନ୍ତିଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ" (PDF). ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଶା ସରକାର. Retrieved 12 September 2023.
  4. Himanshu (27 August 2021). "Odisha Sangeet Natak Akademi awards announced for 2019 and 2020: Complete list here". KalingaTV (in ଆମେରିକୀୟ ଇଂରାଜୀ). Archived from the original on 12 September 2023. Retrieved 12 September 2023.
  5. "ଚନ୍ଦ୍ରମଣି ଲେଙ୍କା ପାଇବେ 'ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ'". ଧରିତ୍ରୀ (ପୋର୍ଟାଲ୍). ଭୁବନେଶ୍ୱର. 7 February 2020. Archived from the original on 12 September 2023. Retrieved 12 September 2023.
  6. "Renowned Odissi guru Chandramani Lenka dead". United News of India (in ଇଂରାଜୀ). Puri. 11 September 2023. Archived from the original on 12 September 2023. Retrieved 12 September 2023.

ବାହାର ଆଧାର[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ଚନ୍ଦ୍ରମଣି ଲେଙ୍କା-ସମ୍ପର୍କିତ ମିଡ଼ିଆ