ବିଶ୍ୱନାଥ ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ବିଶ୍ୱନାଥ ଖୁଣ୍ଟିଆ
ଜନ୍ମ
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିବିଚିତ୍ର ରାମାୟଣ

ବିଶ୍ୱନାଥ ଖୁଣ୍ଟିଆ ଜଣେ ଓଡ଼ିଆ-ଭାଷୀ କବି ଥିଲେ । ସେ ମଧ୍ୟଯୁଗର ଓଡ଼ିଆ କବିମାନଙ୍କ ମଧ୍ୟରେ ଅନ୍ୟତମ । ସେ ଅଷ୍ଟାଦଶ ଶତକରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ବାସସ୍ଥାନ ଥିଲା ପୁରୀ । ତାଙ୍କ ରଚିତ କାବ୍ୟ "ବିଚିତ୍ର ରାମାୟଣ" ଦକ୍ଷିଣ ଓଡି଼ଶାରେ ଖୁବ୍ ଲୋକପ୍ରିୟ | ସରଳ ଓ ଶାବଲୀଳ ଭାଷାରେ ରାମାୟଣର କଥାବସ୍ତୁ ରଚିତ କରି ସେ ଏହାକୁ ଜନସାଧରଣଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲେ ।

ଆଧାର[ସମ୍ପାଦନା]

  1. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 517–. ISBN 978-81-260-1803-1.